Tuesday, September 22, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ମନୋରଞ୍ଜନ

ଯାତ୍ରାରେ ଚାଲିବନି ହିଟଲର ଶାସନ : ବାପି ପଣ୍ଡା

Sanchar Live by Sanchar Live
April 19, 2025
in ମନୋରଞ୍ଜନ
0
ଯାତ୍ରାରେ ଚାଲିବନି ହିଟଲର ଶାସନ : ବାପି ପଣ୍ଡା
0
SHARES
16
VIEWS
FacebookTwitter

ସଂଚାର ବ୍ୟୁରୋ: ଯାତ୍ରାରେ ଚାଲିବନି ହିଟଲର ଶାସନ । ଜଣେ ମାଲିକଙ୍କ ଅହଂକାର ପାଇଁ ବର୍ତ୍ତମାନ ଏ ବିବାଦ ଚରମ ସ୍ତରରେ ପହଁଚିଛି । ବର୍ତ୍ତମାନ କଳାକାରମାନେ ମଞ୍ଚ ଛାଡି ଟିଭି ଓ ମୋବାଇଲରେ ଯାତ୍ରା କରୁଛନ୍ତି । ଏହାଦ୍ବାରା ଯାତ୍ରାଜଗତ ବଦନାମ ହେଉଛି । କିନ୍ତୁ ଏ ସମସ୍ୟାର ସମାଧାନ ହୋଇପାରିବ । କଳାକାର ସଂଘ ନମ୍ରତାର ସହ ଆଲୋଚନା ପାଇଁ ନିବେଦନ କରୁଛି ଓ ମାଲିକ-କଳାକାର-କମିଟି-ପରିଚାଳକଙ୍କ ମଧ୍ୟରେ ସମନ୍ବୟ ରକ୍ଷା ପାଇଁ ଆହ୍ବାନ ଦେଉଛି ବୋଲି କହିଛନ୍ତି କଳାକାର ମହାସଂଘର ମୁଖ୍ୟ ଉପଦେଷ୍ଟା ବାପି ପଣ୍ଡା । ଜଣେ ଦୁଇ ଜଣ ମାଲିକ ଯାହାଙ୍କ ପାଇଁ ଏ ବିବାଦ ପଦାକୁ ଆସିଛି ସେ ଅହଂଭାବ ଛାଡି ନମ୍ରତାର ସହ ଆଲୋଚନା ଟେବୁଲକୁ ଆସିଲେ ଏହି ବିବାଦର ସମାଧାନ ହୋଇପାରିବ । କଳାକାର ମହାସଂଘ କଳାକାରଙ୍କ ବକେୟା ପାଉଣା ଓ କର୍ମଚାରୀଙ୍କ ଦରମା ନେଇ ସ୍ବର ଉଠାଉଛି । ତେଣୁ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ହେଲେ ତାର ପ୍ରତିବାଦ କରାଯିବ । ନରୀ ପଣ୍ଡା ଓ ପ୍ରତାପ ମହାନ୍ତିଙ୍କ ଉପରୁ ବ୍ୟାନ ହଟାଇବାକୁ ମଧ୍ୟ ଦାବି କରାଯାଉଛି । କାରଣ ଏହାଦ୍ବାରା କଳାକାରଙ୍କ ସମ୍ମାନହାନୀ ହେଉଛି । ଜଲିଉଡରେ ଚାଲିଥିବା ଏହି ବିବାଦ ପାଇଁ ଦର୍ଶକ ଓ ଆୟୋଜକମାନେ ମଧ୍ୟ ଆତଙ୍କରେ ଅଛନ୍ତି । ଏହାର ସମାଧାନ କେବଳ ମାଲିକ, କଳାକାର, ପରିଚାଳକ ଓ ଆୟୋଜକଙ୍କ ମଧ୍ୟରେ ଏକାଠି ବସି ଆଲୋଚନା ଦ୍ବାରା ହିଁ ହୋଇପାରିବ ବୋଲି ସେ କହିଛନ୍ତି ।

Tags: bapi pandajollywoododia jatra
ShareTweetShareSend
Sanchar Live

Sanchar Live

Next Post
ଭୁବନେଶ୍ୱର ଇଡି ଅଫିସ ଆଗରେ ଯୁବ କଂଗ୍ରେସ କର୍ମୀଙ୍କ ଜୋରଦାର୍ ବିକ୍ଷୋଭ

ଭୁବନେଶ୍ୱର ଇଡି ଅଫିସ ଆଗରେ ଯୁବ କଂଗ୍ରେସ କର୍ମୀଙ୍କ ଜୋରଦାର୍ ବିକ୍ଷୋଭ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଫାରୋସ୍ କପ୍୨୦୨୬ ରେ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର ଆଥଲେଟ କରିଶ୍ମାଙ୍କ ରୌପ୍ୟ ପଦକ ହାସଲ
  • ପୁରୀରେ ସମୁଦ୍ର ଅଶାନ୍ତ, ଲାଗିଲା ନାଲି ପତାକା
  • ଆଜି ସ୍ୱର୍ଣ୍ଣ ପଦକ ପାଇଁ ହେବ ମହାଲଢେଇ
  • ବଙ୍ଗୋପସାଗରରେ ଗଭୀର ଅବପାତ ସମ୍ଭାବନା, ପ୍ରବଳ ଛେଚିବ
  • ମଧ୍ୟପ୍ରଦେଶ ଅଘଟଣ: ଏକସଙ୍ଗେ ଜଳିଲା ୭ ଜୁଇ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.