Wednesday, November 4, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ଭାରତ

ଆସାମର ହିମନ୍ତ ସରକାର ବହୁବିବାହ କରୁଥିବା ସରକାରୀ କର୍ମଚାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ

Sanchar Live by Sanchar Live
November 4, 2026
in ଭାରତ
0
0
SHARES
8
VIEWS
Facebook
Twitter

ଆସାମର ହିମନ୍ତ ସରକାର ବହୁବିବାହ କରୁଥିବା ସରକାରୀ କର୍ମଚାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ନିଷ୍ପତ୍ତି ନେଇଛନ୍ତି । ଏବେ ଆସାମରେ ଏକାଧିକ ବିବାହ କରୁଥିବା ସରକାରୀ କର୍ମଚାରୀଙ୍କୁ ତୁରନ୍ତ ସେମାନଙ୍କୁ ଚାକିରି ବହିଷ୍କାର କରାଯିବ ।

ଆସାମ ସରକାର ମଙ୍ଗଳବାର ଆସାମ ସେବା ନିୟମ, ୧୯୬୪ ରେ ସଂଶୋଧନକୁ ଅନୁମୋଦନ କରିଛନ୍ତି । ତେଣୁ ଏହି ନିୟମ ଅନୁସାରେ ଏକାଧିକ ବିବାହ କରୁଥିବା କର୍ମଚାରୀଙ୍କ ବହିଷ୍କାର କରାଯିବ । ଏଥିସହ ସେମାନଙ୍କୁ ଭବିଷ୍ୟତରେ କୌଣସି ସରକାରୀ ଚାକିରି କରିବା ପାଇଁ ମଧ୍ୟ ଅଯୋଗ୍ୟ ବୋଲି ଘୋଷଣା କରାଯିବ । ଯାହା ଦ୍ବାରା ସେମାନେ ରାଜ୍ୟ ସରକାରଙ୍କ କୌଣସି କଲ୍ୟାଣକାରୀ ଯୋଜନାର ଲାଭ ଉଠାଇପାରିବେ ନାହିଁ ।

Related posts

ଦିଲ୍ଲୀରେ ବଢୁଛି ବାୟୁ ପ୍ରଦୂଷଣ, ନଭେମ୍ବର ଆରମ୍ଭରୁ AQI ୪୦୦ ପାର

ଦିଲ୍ଲୀରେ ବଢୁଛି ବାୟୁ ପ୍ରଦୂଷଣ, ନଭେମ୍ବର ଆରମ୍ଭରୁ AQI ୪୦୦ ପାର

November 4, 2026
ସୋନମ ୱାଙ୍ଗଚୁକଙ୍କୁ ବଡ଼ ଝଟକା

ସୋନମ ୱାଙ୍ଗଚୁକଙ୍କୁ ବଡ଼ ଝଟକା

November 3, 2026

ସୂଚନାନୁଯାୟୀ, ଜୁଲାଇ ମାସରେ ଆସାମ ବଜେଟ୍ ସମୟରେ ଏହି ପ୍ରସ୍ତାବ ଘୋଷଣା କରାଯାଇଥିଲା । ରାଜ୍ୟଅର୍ଥମନ୍ତ୍ରୀ ଜୟନ୍ତ ମଲ୍ଲ ବରୁଆ କହିଛନ୍ତି ଯେ, ମହିଳା ସଶକ୍ତିକରଣ ଏବଂ ଲିଙ୍ଗଗତ ନ୍ୟାୟକୁ ପ୍ରୋତ୍ସାହିତ କରିବା ପାଇଁ ଯେଉଁ ପୁରୁଷ ଏକାଧିକ ବିବାହ କରିଛନ୍ତି ସେମାନେ କୌଣସି ସରକାରୀ କଲ୍ୟାଣ ଯୋଜନାର ଲାଭ ପାଇବାକୁ ଯୋଗ୍ୟ ହେବେ ନାହିଁ ।

ଏକାଧିକ ବିବାହ କରୁଥିବା ସରକାରୀ କର୍ମଚାରୀଙ୍କୁ ତୁରନ୍ତ ସେମାନଙ୍କୁ ଚାକିରି ବହିଷ୍କାର କରାଯିବ ବୋଲି ଆସାମର ହିମନ୍ତ ସରକାର କହିଛନ୍ତି । ସରକାର ଆସାମ ସେବା ଏବଂ ଶୃଙ୍ଖଳା ନିୟମ ସଂଶୋଧନ କରିଛନ୍ତି, ନିୟମ ୭ ରେ ଏକ ନୂତନ ଧାରା ୬ ସାମିଲ କରିଛନ୍ତି ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମଧ୍ୟ କହିଛନ୍ତି ଯେ, ଏହି ନିୟମ ୟୁନିଫର୍ମ ସିଭିଲ୍ କୋଡ୍(UCC) ଅଧୀନରେ ସମସ୍ତ ସମ୍ପ୍ରଦାୟ ପାଇଁ ସମାନ ଭାବେ ପ୍ରଯୁଜ୍ୟ ହେବ । ଏହି ନିୟମ ପ୍ରତ୍ୟେକ ସମ୍ପ୍ରଦାୟର ସରକାରୀ କର୍ମଚାରୀଙ୍କ ପାଇଁ ପ୍ରଯୁଜ୍ୟ ହେବ ।

Tags: Asammarriage

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ଗିଡ଼ିପାବାଲିରେ ଉଦ୍ଧାର କାର୍ଯ୍ୟ ସ୍ଥଗିତ: ନିଖୋଜଙ୍କ ଅନ୍ତିମ ସଂସ୍କାର କରିବେ ପରିବାର
  • ଆସାମର ହିମନ୍ତ ସରକାର ବହୁବିବାହ କରୁଥିବା ସରକାରୀ କର୍ମଚାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ
  • ମିଡ୍ ଟର୍ମ ଟେଷ୍ଟରେ ଫେଲ୍ ଟ୍ରମ୍ପ: ହାରିଲା ରିପବ୍ଲିକାନ୍ ପାର୍ଟି

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.