Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ଦିଲ୍ଲୀରେ ବୃଦ୍ଧମାନଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା

Sanchar Live by Sanchar Live
November 25, 2024
in ଭାରତ
0
ଦିଲ୍ଲୀରେ ବୃଦ୍ଧମାନଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା

Oplus_131072

0
SHARES
13
VIEWS
FacebookTwitter

ନୂଆଦିଲ୍ଲୀ : ଦିଲ୍ଲୀରେ ବୃଦ୍ଧମାନଙ୍କ ପାଇଁ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ଦିଲ୍ଲୀର ଆତିଶି ସରକାର ବୃଦ୍ଧ ବ୍ୟକ୍ତିମାନଙ୍କୁ ପେନସନ୍‌ ଦେବାକୁ ଘୋଷଣା କରିଛନ୍ତି । ସରକାର ୮୦ ହଜାର ବୃଦ୍ଧଙ୍କ ପାଇଁ ନୂତନ ବୃଦ୍ଧାବସ୍ଥା ପେନସନ୍‌ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଘୋଷଣା କରିଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ।

କେଜ୍ରିୱାଲ କହିଛନ୍ତି, ‘ଆମ ସରକାରରେ ୧.୨୫ ଲକ୍ଷ ପେନସନ୍ ଯୋଗ ହୋଇଛି । ବର୍ତ୍ତମାନ ସମୁଦାୟ ୫ ଲକ୍ଷ ୩୦ ହଜାର ବୃଦ୍ଧ ବ୍ୟକ୍ତିଙ୍କୁ ପେନସନ୍ ରାଶି ମିଳିବ । ମୁଁ ଯେଉଁଆଡ଼େ ଯାଉଥିଲି, ବୃଦ୍ଧମାନେ ପେନସନ ଦାବି କରୁଥିଲେ । ଏହାକୁ ଦିଲ୍ଲୀ ସରକାର ଲାଗୁ କରିଛନ୍ତି । ଗତ ୨୪ ଘଣ୍ଟାରେ ଦଶ ହଜାର ଆବେଦନ ଆସିଛି’ ।

୬୦ରୁ ୬୯ ବର୍ଷର ବ୍ୟକ୍ତିଙ୍କୁ ପ୍ରତି ମାସରେ ଦୁଇ ହଜାର ଟଙ୍କା ଦିଆଯିବ । ୭୦ ବର୍ଷ କିମ୍ବା ଏହାଠାରୁ ଅଧିକ ବୟସର ବ୍ୟକ୍ତିଙ୍କୁ ପ୍ରତି ମାସରେ ଅଢ଼େଇ ହଜାର ଟଙ୍କା ପେନସନ ରାଶି ମିଳିବ । ଏହି ନିଷ୍ପତ୍ତି କ୍ୟାବିନେଟ୍ ଦ୍ୱାରା ମଧ୍ୟ ପାରିତ ହୋଇଛି ।

କହି ରଖୁଛୁ, ଲୋକସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀର ଏଏପି ସରକାର ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନା ବହୁତ ଜଲଦି ଲାଗୁ କରିବାକୁ ଘୋଷଣା କରିଥିଲେ । ଏହି ଯୋଜନା ୧୮ରୁ ୬୦ ବର୍ଷ ବୟସର ସମସ୍ତ ମହିଳାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବ । ଏହି ଯୋଜନାରୁ ପାଖାପାଖି ୫୦ ଲକ୍ଷ ମହିଳାଙ୍କୁ ଲାଭ ମିଳିବାର ସମ୍ଭାବନା ରହିଛି ।

Tags: delhipension
ShareTweetShareSend
Sanchar Live

Sanchar Live

Next Post
ଆସନ୍ତାକାଲିଠୁ ବିଧାନସଭାର ଶୀତ ଅଧିବେଶନ

ଆସନ୍ତାକାଲିଠୁ ବିଧାନସଭାର ଶୀତ ଅଧିବେଶନ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.