ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)୨୦୨୫ ମେଗା ନିଲାମର ପ୍ରଥମ ଦିନ ଅତ୍ୟନ୍ତ ରୋମାଞ୍ଚକର ଥିଲା। ନିଲାମର ପ୍ରଥମ ଦିନରେ ରବିବାର ମୋଟ ୭୨ ଜଣ ଖେଳାଳି ବିକ୍ରି ହୋଇଥିଲେ। ଏହି ସମୟରେ ସମସ୍ତ ୧୦ଟି ଦଳ ମୋଟ ୪୬୭.୯୫ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଋଷଭ ପନ୍ତ ସବୁଠାରୁ ଦାମୀ ଭାରତୀୟ ହୋଇଥିବା ବେଳେ ଜୋସ୍ ବଟଲର ସବୁଠାରୁ ଦାମୀ ବିଦେଶୀ। ପନ୍ତଙ୍କୁ ଲକ୍ଷ୍ନୌ ୨୭ କୋଟି ଟଙ୍କାରେ କିଣିଥିଲା। ବଟଲରଙ୍କୁ ଗୁଜରାଟ ୧୫.୭୫ କୋଟି ଟଙ୍କାରେ କିଣିଥିଲା।
ରବିବାର ଆଇପିଏଲ୍ ୨୦୨୫ ନିଲାମର ପ୍ରଥମ ଦିନ ଥିଲା। ଏବେ ଦ୍ବିତୀୟ ଦିନରେ ଅର୍ଥାତ୍ ସୋମବାର ମଧ୍ୟ ନିଲାମ ଅନୁଷ୍ଠିତ ହେବ। ସୋମବାର ମଧ୍ୟ ଭାରତୀୟ ସମୟ ଅନୁସାରେ ଅପରାହ୍ନ ସାଢ଼େ ୩ଟାରୁ ନିଲାମ ଆରମ୍ଭ ହେବ। ଏଥର ଏହି ନିଲାମ ସାଉଦି ଆରବର ଜେଦ୍ଦାରେ ଅନୁଷ୍ଠିତ ହେବ। ଆଇପିଏଲ୍ ଇତିହାସରେ ଋଷଭ ପନ୍ତ ସବୁଠାରୁ ଦାମୀ ଖେଳାଳି ହୋଇଛ
। ଏହାବ୍ୟତୀତ ନିଲାମରେ ଦ୍ରୁତ ବୋଲରଙ୍କୁ ଦେଖିବାକୁ ମିଳିଥିଲା। ଦ୍ରୁତ ବୋଲରଙ୍କ ପାଇଁ ଦଳଗୁଡ଼ିକ ବହୁତ ଟଙ୍କା ଖର୍ଚ୍ଚ କରିଥିଲେ। ନିଲାମରେ ଅନେକ ଅଣକ୍ୟାପ୍ଡ ଖେଳାଳିଙ୍କ ଠାରୁ ଟଙ୍କା ଲୁଟ୍ ହୋଇଥିଲା।
ଋଷଭ ପନ୍ତ – ୨୭ କୋଟି – ଲକ୍ଷ୍ନୌ ସୁପର ଜାଏଣ୍ଟସ୍
ଶ୍ରେୟସ ଆୟର – ୨୬.୭୫ କୋଟି – ପଞ୍ଜାବ କିଙ୍ଗ୍ସ
ଭେଙ୍କଟେଶ ଆୟର – ୨୩.୭୫ କୋଟି ଟଙ୍କା – କୋଲକାତା ନାଇଟ୍ ରାଇଡର୍ସ
ୟୁଜବେନ୍ଦ୍ର ଚହଲ – ୧୮ କୋଟି – ପଞ୍ଜାବ କିଙ୍ଗସ୍
ଅର୍ଶଦୀପ ସିଂହ – ୧୮ କୋଟି – ପଞ୍ଜାବ କିଙ୍ଗ୍ସ
ଜୋସ୍ ବଟଲର୍ – ୧୫.୭୫ କୋଟି ଟଙ୍କା – ଗୁଜୁରାଟ ଟାଇଟାନ୍ସ
କେଏଲ ରାହୁଲ – ୧୪ କୋଟି ଟଙ୍କା – ଦିଲ୍ଲୀ କ୍ୟାପିଟାଲ୍ସ
ଟ୍ରେଣ୍ଟ ବୋଲ୍ଟ – ୧୨.୫୦ କୋଟି ଟଙ୍କା – ମୁମ୍ବାଇ ଇଣ୍ଡିଆନ୍ସ
ଜୋସ୍ ହେଜଲଉଡ୍ – ୧୨.୫୦ କୋଟି ଟଙ୍କା – ଆରସିବି
ମହମ୍ମଦ ସିରାଜ – ୧୨.୨୫ କୋଟି ଟଙ୍କା – ଗୁଜୁରାଟ ଟାଇଟାନ୍ସ
ମିଚେଲ ଷ୍ଟାର୍କ – ୧୧.୭୫ କୋଟି ଟଙ୍କା – ଦିଲ୍ଲୀ କ୍ୟାପିଟାଲ୍ସ
ଫିଲ୍ ସଲ୍ଟ – ୧୧.୫୦ କୋଟି ଟଙ୍କା – ଆରସିବି
ଜିତେଶ ଶର୍ମା – ୧୧ କୋଟି ଟଙ୍କା – ଆରସିବି
ରବିଚନ୍ଦ୍ରନ ଅଶ୍ୱିନ – ୯.୭୫ କୋଟି – ଚେନ୍ନାଇ ସୁପର କିଙ୍ଗ୍ସ
ନୁର ଅହମ୍ମଦ – ୧୦ କୋଟି – ଚେନ୍ନାଇ ସୁପର କିଙ୍ଗ୍ସ
ଜୋସ୍ ହାଜଲୁଜ୍ – ୧୨.୫୦ କୋଟି
ଜିତେଶ ଶର୍ମା – ୧୧ କୋଟି ଟଙ୍କା – ଆରସିବି
ଫିଲ୍ ସଲ୍ଟ – ୧୧.୫୦ କୋଟି ଟଙ୍କା – ଆରସିବି
ଲିଆମ୍ ଲିଭିଙ୍ଗଷ୍ଟୋନ୍ – ୮.୭୫ କୋଟି ଟଙ୍କା
ଟ୍ରେଣ୍ଟ ବୋଲ୍ଟ – ୧୨.୫୦ କୋଟି ଟଙ୍କା – ମୁମ୍ବାଇ ଇଣ୍ଡିଆନ୍ସ
ଜୋଫ୍ରା ଆର୍ଚର – ୧୨.୫୦ କୋଟି ଟଙ୍କା – ରାଜସ୍ଥାନ ରୟାଲ୍ସ
ଇଶାନ କିଶନ – ୧୧.୨୫ କୋଟି – ସନରାଇଜର୍ସ ହାଇଦ୍ରାବାଦ
ମହମ୍ମଦ ସାମି – ୧୦ କୋଟି – ସନରାଇଜର୍ସ ହାଇଦ୍ରାବାଦ
ହର୍ଷଲ ପଟେଲ – ୮ କୋଟି – ସନରାଇଜର୍ସ ହାଇଦ୍ରାବାଦ
ଆବେଶ ଖାନ୍ – ୯.୭୫ କୋଟି – ଲକ୍ଷ୍ନୌ ସୁପର ଜାଏଣ୍ଟସ୍
ଡେଭିଡ୍ ମିଲର୍ – ୭.୫୦ କୋଟି ଟଙ୍କା – ଲକ୍ଷ୍ନୌ ସୁପର ଜାଏଣ୍ଟସ୍
ମହମ୍ମଦ ସିରାଜ – ୧୨.୨୫ କୋଟି ଟଙ୍କା – ଗୁଜୁରାଟ ଟାଇଟାନ୍ସ
କାଗିସୋ ରାବାଡା – ୧୦.୭୫ କୋଟି ଟଙ୍କା – ଗୁଜୁରାଟ ଟାଇଟାନ୍ସ
ପ୍ରସିଦ୍ଧ କ୍ରିଷ୍ଣା – ୯.୫୦ କୋଟି ଟଙ୍କା – ଗୁଜୁରାଟ ଟାଇଟନ୍ସ