ସଂଚାର ବ୍ୟୁରୋ: ଦିଗପହଣ୍ଡି ବ୍ଲକ ବି. ତୁରୁବୁଡି ପଂଚାୟତ ନରେନ୍ଦ୍ରପୁର ଗାଁ ରେ ଅଭାବନୀୟ ଘଟଣା। ଗ୍ୟାସ ଲିକ ହୋଇ ବାପା, ମାଆ ଓ ପୁଅ ଗୁରୁତର। ଜି. ବୁଡୁ, ଜି କାହ୍ନl,ଜି.ବବି ଆହତ ହୋଇଥିବା ଜଣାପଡିଛି। ଆହତଙ୍କୁ ଦିଗପହଣ୍ଡି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଗୁରୁତର ଆହତ ଜି. ବୁଡୁଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।