Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ଆଜି ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଦିନିକିଆ

Sanchar Live by Sanchar Live
August 4, 2024
in କ୍ରୀଡ଼ା
0
ଆଜି ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଦିନିକିଆ
0
SHARES
0
VIEWS
FacebookTwitter

ସଂଚାର ବ୍ୟୁରୋ: ସୁପର ସନଡେ, ସୁପର ମ୍ୟାଚ । ରବିବାର ଶ୍ରୀଲଙ୍କାକୁ ଭେଟିବ ଭାରତ । କଲମ୍ବୋ ପ୍ରେମଦାସା ଷ୍ଟାଡିୟମରେ ଅପରାହ୍ଣ ୨ଟା ୩୦ରେ ଖେଳାଯିବ ମ୍ଯାଚ । ପ୍ରଥମ ମ୍ଯାଚ ଟାଇ ପରେ ମ୍ଯାଚ ହାତେଇବା ଚକ୍କରରେ ଟିମ ଇଣ୍ଡିଆ । କ୍ଯାପନେଟ ରୋହିତ ଶର୍ମାଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଭାରତ । ଶୁକ୍ରବାର ଖେଳାଯାଇଥିବା ୩ଟିକିଆ ସିରିଜର ପ୍ରଥମ ମ୍ଯାଚ ଅଳ୍ପକେ ହାତଛଡ଼ା କରିଥିଲା ଭାରତ । ଶ୍ରୀଲଙ୍କାର ୨୩୦ ରନ୍କୁ ପିଛା କରି ଭାରତ ମଧ୍ୟ ସମାନ ସ୍କୋରରେ ଅଟକିଯାଇଥିଲା ।

ପ୍ରଥମ ମ୍ୟାଚ୍ ଟାଇ ରହିବାରୁ ଏବେ ଶୃଙ୍ଖଳାରେ ଜୀବିତ ରହିବାକୁ ହେଲେ ଭାରତକୁ ବିଜୟ ହାସଲ କରିବାକୁ ପଡ଼ିବ । ତେଣୁ ଗୌତମ ଗାମ୍ଭିରଙ୍କ ସହ ମିଶି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ରୋହିତ ବାହିନୀ । ସେପଟେ ଟି-୨୦ ସିରିଜ ହାରିବା ପରେ ଘରୋଇ ମାଟିରେ ଏକଦିବସୀୟ ସିରିଜ୍ ଜିତିବା ଲକ୍ଷ୍ଯରେ ରହିଛି ସିଂହଳୀ ବାହିନୀ । ପ୍ରଥମ ମ୍ଯାଚ ଟାଇ ଥିବାରୁ ଦ୍ବିତୀୟ ମ୍ଯାଚ ଜିତି ସିରିଜ ନିଜ ସପକ୍ଷରେ କରିବାକୁ ଭରପୁର ଚେଷ୍ଟା କରିବ ଶ୍ରୀଲଙ୍କା । ଚରିତ ଅସଲଙ୍କାଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଦଳ ।

Tags: cricketindiasrilanka
ShareTweetShareSend
Sanchar Live

Sanchar Live

Next Post
ଆଜି ଭାରତ- ଇଂଲଣ୍ଡ ଟକ୍କର

ଆଜି ଭାରତ- ଇଂଲଣ୍ଡ ଟକ୍କର

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.