ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ବିଜୟୀ ହେବା ପରେ ଟ୍ରମ୍ପଙ୍କୁ ଧନ୍ଯବାଦ ଦେଲେ ପତ୍ନୀ ମେଲାନିଆ ଟ୍ରମ୍ପ। ସାରା ନିର୍ବାଚନରେ ସ୍ବାମୀଙ୍କୁ ସମ୍ପୂର୍ଣ୍ଣ ସାଥ୍ ଦେଇଥିଲେ ମେଲାନିଆ। ଫଳ ପ୍ରକାଶ ପାଇବା ପରେ ସବୁଠାର ବଡ ରାଜନୈତିକ ବିଜୟ କହିଲେ ପତ୍ନୀ ମେଲାନିଆ। କେବଳ ପତ୍ନୀ ମେଲାନିଆ ନୁହନ୍ତି ପରିବାରର ସମସ୍ତ ସଦସ୍ଯ ଟ୍ରମ୍ପଙ୍କ ପ୍ରଚାରରେ ହୋଇଥିଲେ ସାମିଲ।