ସଂଚାର ବ୍ୟୁରୋ: ଆଜି ଦ୍ବିତୀୟ ଦିନରେ କେନ୍ଦ୍ରାପଡ଼ା, ଭଦ୍ରକ, ମୟୂରଭଞ୍ଜ ଏବଂ ବାଲେଶ୍ଵରର ବାତ୍ୟା ପ୍ରଭାବିତ ଅଞ୍ଚଳ ଆକାଶମାର୍ଗରୁ ପରିଦର୍ଶନ କରିବେ । ଦାନା ଲ୍ୟାଣ୍ଡଫଲ୍ କରିଥିବା ସ୍ଥାନ ହାବେଳୀଖଟିରେ ମଧ୍ୟ ସ୍ଥିତି ପରଖିବେ । ଆଜି ଦିନ ୧୧ଟା ୪୫ରେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ବ ମନ୍ତ୍ରୀ ଓ ଅନ୍ୟ ଅଧିକାରୀ ରହି ବାତ୍ୟାଞ୍ଜଳ ପରିଦର୍ଶନ କରିବେ
© 2024 Sanchar News