Saturday, October 31, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

୨୦୨୭ ମସିହା ପାଇଁ ସରକାରୀ କର୍ମଚାରୀଙ୍କ ଲାଗି ଛୁଟି ଘୋଷଣା

Sanchar Live by Sanchar Live
October 31, 2026
in ଓଡିଶା
0
୨୦୨୭ ମସିହା ପାଇଁ ସରକାରୀ କର୍ମଚାରୀଙ୍କ ଲାଗି ଛୁଟି ଘୋଷଣା
0
SHARES
9
VIEWS
FacebookTwitter

୨୦୨୭ ମସିହା ପାଇଁ ସରକାରୀ କର୍ମଚାରୀଙ୍କ ଲାଗି ଛୁଟି ଘୋଷଣା କରାଯାଇଛି । ଆସନ୍ତାବର୍ଷ ମୋଟ୍ ୨୯ଟି ଛୁଟି ମିଳିବ । ୬ଟି ଛୁଟି ଦ୍ଵିତୀୟ ଓ ଚତୁର୍ଥ ଶନିବାର କିମ୍ବା ରବିବାର ପଡ଼ୁଥିବାରୁ ସେଗୁଡ଼ିକ ଘୋଷଣା କରାଯାଇ ନାହିଁ । ଏହା ବାଦ୍ ୪ଟି ଅପ୍ସନାଲ୍ ଛୁଟି ତାଲିକା ଜାରି ହୋଇଛି । ରାଜସ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ଜାନୁଆରି ମାସରେ ଦୁଇଟି ଛୁଟି ମିଳିବ- ମକର ସଂକ୍ରାନ୍ତି ୧୪ ରେ ଓ ସାଧାରଣତତ୍ତ୍ୱ ଦିବସ ୨୬ରେ । ଫେବ୍ରୁଆରି ୧୧ ତାରିଖରେ ବସନ୍ତ ପଞ୍ଚମୀ ଛୁଟି ରହିଛି ।

ମାର୍ଚ୍ଚ ମାସରେ ପାଞ୍ଚଟି ଛୁଟି ରହିଛି । ମାର୍ଚ୍ଚ ୬ରେ ମହାଶିବରାତ୍ରୀ, ୧୦ରେ ଇଦ୍-ଉଲ୍-ଫିତର, ୨୨ରେ ର ଦୋଳ ପୂର୍ଣ୍ଣିମା, ୨୩ରେ ହୋଲି ଓ ୨୬ରେ ଗୁଡ଼ ଫ୍ରାଇଡେ । ଏପ୍ରିଲ୍‌ରେ ତିନିଟି ଛୁଟି-୧ରେ ଉତ୍କଳ ଦିବସ, ୧୪ରେ ଆମ୍ବେଦକର ଜୟନ୍ତୀ/ମହାବିଷୁବ ସଂକ୍ରାନ୍ତି ଓ ୧୫ରେ ଶ୍ରୀରାମ ନବମୀ । ମେ’ ୧୭ରେ ଇଦ୍-ଉଲ୍ -ଜୁହା ଏବଂ ୨୦ରେ ବୁଦ୍ଧ ଜୟନ୍ତୀ/ବୈଶାଖ ପୂର୍ଣ୍ଣିମା / ପଣ୍ଡିତ ରଘୁନାଥ ମୁର୍ମୁ ଜୟନ୍ତୀ । ଜୁନ୍ ମାସରେ ୪ଟି ଛୁଟି ମିଳିବ- ୪ରେ ସାବିତ୍ରୀ ଅମାବାସ୍ୟା, ୧୪ରେ ପହିଲି ରଜ, ୧୫ରେ ରଜ ସଂକ୍ରାନ୍ତି ଓ ୧୬ରେ ମହରମ୍ । ଜୁଲାଇ ୫ ତାରିଖରେ ରଥଯାତ୍ରା ଛୁଟି ରହିଛି । ଅଗଷ୍ଟ ୧୭ରେ ଝୁଲଣ ପୂର୍ଣ୍ଣିମା ଓ ୨୪ରେ ଜନ୍ମାଷ୍ଟମୀ ଛୁଟି ।

ସେପ୍ଟେମ୍ବରରେ ତିନିଟି ଛୁଟି- ୪ରେ ଗଣେଷ ପୂଜା, ୬ରେ ନୂଆଖାଇ(ପରଦିନ) ୩୦ରେ ମହାଳୟା । ଅକ୍ଟୋବରରେ ସର୍ବାଧିକ ୬ ଦିନ ଛୁଟି ରହିଛି । ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ, ୬ରେ ମହାସପ୍ତମୀ, ୭ରେ ମହାଅଷ୍ଟମୀ, ୮ରେ ମହାନବମୀ, ମୀ, ୧୫ରେ କୁମାର ପୂର୍ଣ୍ଣିମା ଓ ୨୯ରେ ଦୀପାବଳି । ନଭେମ୍ବର ଓ ଓ ଡିସେମ୍ବର ମାସରେ ଆଦୌ ଛୁଟି ନାହିଁ । ଜାନୁଆରି ୨୩ରେ ସୁଭାଷ ବୋଷ / ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଚତୁର୍ଥ ଶନିବାର, ଅଗଷ୍ଟ ୧୫ ସ୍ବାଧୀନତା ଦିବସ ରବିବାର, ସେପ୍ଟେମ୍ବର ୯ରେ ନୂଆଖାଇ ରବିବାର, ଅକ୍ଟୋବର ୧୦ରେ ବିଜୟା ଦଶମୀ ରବିବାର, ନଭେମ୍ବର ୧୪ରେ ରାହାସ ରବିବାର ଏବଂ ଡିସେମ୍ବର ୨୫ରେ ବଡ଼ଦିନ ଚତୁର୍ଥ ଶନିବାର ପଡ଼ୁଥିବାରୁ ଏହି ଦିନଗୁଡ଼ିକୁ ତନ୍ତ୍ର ଛୁଟି ଘୋଷଣା କରାଯାଇନାହିଁ ।

ଚାରିଟି ଇଚ୍ଛାଧୀନ ଛୁଟିଗୁଡ଼ିକ ହେଲା ଜାନୁଆରି ୧୫ରେ ଗୁରୁ ଗୋବିନ୍ଦ ସିଂହ ଜୟନ୍ତୀ, ଜୁଲାଇ ୧୩ରେ ବାହୁଡ଼ା ଯାତ୍ରା, ଅଗଷ୍ଟ ୨୦ରେ ବ୍ରାହ୍ମ ସମାଜର ପ୍ରତିଷ୍ଠା ଦିବସ ଓ ଡିସେମ୍ବର ୨୪ରେ ବଡ଼ଦିନ ପୂର୍ବ ଦିବସ । ଏହା ମଧ୍ୟରୁ ଯେ କୌଣସି ଗୋଟିଏ ଛୁଟ କର୍ମଚାରୀମାନେ ନେଇପାରିବେ । ଇଚ୍ଛାଧୀନ ଛୁଟି ଭାବେ ଘୋଷଣା ହେଉଥିବ ଆଉ ୫ଟି ଉତ୍ସବ ଚତୁର୍ଥ ଶନିବାର ଓ ରବିବାର ପଡ଼ୁଥିବାରୁ ତାହାକୁ ତାଲିକାଭୁକ୍ତ କରାଯାଇ ନାହିଁ ।

Tags: govt jobholiday
ShareTweetShareSend
Sanchar Live

Sanchar Live

Next Post
ଆଜିଠୁ OCS ମୁଖ୍ୟ ଲିଖିତ ପରୀକ୍ଷା

ଆଜିଠୁ OCS ମୁଖ୍ୟ ଲିଖିତ ପରୀକ୍ଷା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଧଳା ଚାଦରରେ ଘୋଡେଇ ହେଲା ଟ୍ୱିନ୍‌ ସିଟି
  • କମିଲା ସୁନା ଓ ରୁପା ଦାମ୍, ଜାଣନ୍ତୁ କେତେ?
  • ଆଜିଠୁ OCS ମୁଖ୍ୟ ଲିଖିତ ପରୀକ୍ଷା
  • ୨୦୨୭ ମସିହା ପାଇଁ ସରକାରୀ କର୍ମଚାରୀଙ୍କ ଲାଗି ଛୁଟି ଘୋଷଣା
  • ଆଜି ଦିନଟି ଏମାନଙ୍କୁ ଦେବ ଶୁଭଫଳ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • October 2026
  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.