Monday, October 26, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

RBI Data Centreର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ…

Sanchar Live by Sanchar Live
October 25, 2026
in ଓଡିଶା
0
RBI Data Centreର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ…
0
SHARES
19
VIEWS
FacebookTwitter

ଖଣିଜ ସମ୍ପଦରୁ ମାଇକ୍ରୋଚିପ୍, ପାରମ୍ପରିକ ଶିଳ୍ପରୁ ଆଧୁନିକ ପ୍ରଯୁକ୍ତି । ଓଡ଼ିଶା ଏବେ ବିକାଶର ଏକ ନୂଆ ଅଧ୍ୟାୟ ଲେଖିବାକୁ ଯାଉଛି। ଖଣି କ୍ଷେତ୍ରରୁ ଆରମ୍ଭ କରି ଟେକ୍ନୋଲୋଜି ପର୍ଯ୍ୟନ୍ତ ଓଡ଼ିଶା ଦ୍ରୁତ ଅଗ୍ରଗତି କରୁଛି। ଆଗାମୀ ଦିନରେ ଓଡ଼ିଶା ନିଜର ନୂଆ ଭବିଷ୍ୟତ ନିର୍ମାଣ କରିବ ଏବଂ ରାଜ୍ୟର ଯୁବପିଢ଼ିଙ୍କ ସ୍ୱପ୍ନ ସାକାର ହେବ। ଜଟଣୀରେ ଭାରତୀୟ ରିଜର୍ଭ ବ୍ୟାଙ୍କର ନୂତନ ଡାଟା ସେଣ୍ଟର ଓ ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଉଦଘାଟନ ଅବସରରେ ଏଭଳି ଆଶା ଓ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଖଣିଜ ସମ୍ପଦ ପାଇଁ ପରିଚିତ ଓଡ଼ିଶା ଏବେ ଆଧୁନିକ ପ୍ରଯୁକ୍ତି କ୍ଷେତ୍ରରେ ମଧ୍ୟ ଆଗକୁ ବଢ଼ୁଛି। ଖଣିରୁ ମାଇକ୍ରୋଚିପ୍ ପର୍ଯ୍ୟନ୍ତ ଏହି ଯାତ୍ରା ଓଡ଼ିଶାର ନୂଆ ପରିଚୟ ସୃଷ୍ଟି କରିବ। ରାଜ୍ୟର ଯୁବକଯୁବତୀଙ୍କ ପ୍ରତିଭା, ଆକାଂକ୍ଷା ଓ ସ୍ୱପ୍ନକୁ ନୂଆ ଦିଗ ମିଳିବ। ଓଡ଼ିଶାର ଯୁବପିଢ଼ି ଯେଉଁ ବଡ଼ ସ୍ୱପ୍ନ ଦେଖୁଛନ୍ତି, ତାହାକୁ ସାକାର କରିବା ପାଇଁ ଉଦ୍ୟମ ଜାରି ରହିବ ବୋଲି ସେ ଦୃଢ଼ ବିଶ୍ୱାସ ପ୍ରକାଶ କରିଛନ୍ତି। RBI ଡାଟା ସେଣ୍ଟର ଉଦଘାଟନ ଅବସରରେ ମୋଦୀ କହିଛନ୍ତି, ନୂଆ ଭାରତକୁ ଭୁବନେଶ୍ୱର ଏକ ନୂଆ ଅନୁଷ୍ଠାନ ଉପହାର ଦେଉଛି। ଡାଟା ସେଣ୍ଟର ଓ ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଉଦଘାଟନ ଏକ ଗୁରୁତ୍ୱପୂର୍ଣ୍ଣ ଅବସର।

ଏହି ପ୍ରକଳ୍ପ ସହ ଜଡ଼ିତ ସମସ୍ତଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି। ଦେଶର ବିକାଶ ମଡେଲ୍ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସରକାର ଲୋକାଭିମୁଖୀ ଓ ସକ୍ରିୟ ସୁଶାସନକୁ ଗୁରୁତ୍ୱ ଦେଇଆସୁଛନ୍ତି। ବିକାଶର ଅର୍ଥ କେବଳ ବଡ଼ ବଡ଼ ସହରର ଉନ୍ନତି ନୁହେଁ। ଗାଁ, ଛୋଟ ସହର ଓ ଦୁର୍ଗମ ଅଞ୍ଚଳରେ ମଧ୍ୟ ସମାନ ସୁଯୋଗ ସୃଷ୍ଟି କରିବା ଜରୁରୀ। ଦେଶର ପ୍ରତ୍ୟେକ ନାଗରିକ ଯେପରି ବିକାଶର ସୁଫଳ ପାଇପାରିବେ, ସେଥିପାଇଁ ସରକାର କାର୍ଯ୍ୟ କରୁଥିବା ସେ କହିଛନ୍ତି।
ଉନ୍ନତ ଯୋଗାଯୋଗ ବ୍ୟବସ୍ଥା, ସ୍ୱାସ୍ଥ୍ୟସେବା ଓ ଭିତ୍ତିଭୂମି ବିକାଶର ଉଦାହରଣ ଦେଇ ମୋଦୀ କହିଛନ୍ତି, ଆଜି ଏକ୍ସପ୍ରେସୱେ ଛୋଟ ସହରଗୁଡ଼ିକୁ ସଂଯୋଗ କରୁଛି। ଅନେକ ରାଜ୍ୟରେ AIIMS ଭଳି ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ସମ୍ପ୍ରସାରଣ ହେଉଛି। ଛୋଟ ସହରରେ ମେଡିକାଲ୍ କଲେଜ ପ୍ରତିଷ୍ଠା କରାଯାଉଛି। ଗରିବ ପରିବାର ଯେପରି ସମ୍ମାନର ସହ ଜୀବନଯାପନ କରିପାରିବେ ଏବଂ ବିକାଶ ଯାତ୍ରାରେ କେହି ପଛରେ ରହିବେ ନାହିଁ, ତାହା ସରକାରଙ୍କ ଲକ୍ଷ୍ୟ ବୋଲି ଦୋହରାଇଛନ୍ତି ।

ଓଡ଼ିଶାର ଭବିଷ୍ୟତକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣରେ ଯୁବଶକ୍ତି, ପ୍ରଯୁକ୍ତି ଓ ନୂଆ ସମ୍ଭାବନା ଉପରେ ବିଶେଷ ଗୁରୁତ୍ୱ ରହିଥିଲା। ଖଣିଜ ସମ୍ପଦରେ ସମୃଦ୍ଧ ଓଡ଼ିଶା ଆଗାମୀ ଦିନରେ ଆଧୁନିକ ପ୍ରଯୁକ୍ତି କ୍ଷେତ୍ରରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିବ। ଖଣିରୁ ମାଇକ୍ରୋଚିପ୍ ପର୍ଯ୍ୟନ୍ତ ଓଡ଼ିଶାର ଅଗ୍ରଯାତ୍ରା ଜାରି ରହିବ ଏବଂ ଯୁବପିଢ଼ିଙ୍କ ସ୍ୱପ୍ନ ପୂରଣ ହେବ ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

Tags: pm modirbi data cemter
ShareTweetShareSend
Sanchar Live

Sanchar Live

Next Post
ଖାଇବାପରେ ସାଙ୍ଗେ ସାଙ୍ଗେ କାହିଁକି ଆସେ ନିଦ? ଜାଣନ୍ତୁ ଏହା ପଛର କାରଣ

ଖାଇବାପରେ ସାଙ୍ଗେ ସାଙ୍ଗେ କାହିଁକି ଆସେ ନିଦ? ଜାଣନ୍ତୁ ଏହା ପଛର କାରଣ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ତକିଆ ତଳେ ମୋବାଇଲ ଥୋଇ ଶୋଉଛନ୍ତି କି?
  • ପିକ୍-ଅପ୍ ଭ୍ୟାନରୁ ଧରାପଡ଼ିଲା ନଗଦ ୪ କୋଟି କ୍ୟାସ୍
  • ଦିଲ୍ଲୀରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ ପାଇଁ କଟକଣା
  • ଶାହଙ୍କ ଉପରେ ଟିପ୍ପଣୀ ଦେବା ମାମଲାରେ ରାହୁଲ ଗାନ୍ଧିଙ୍କୁ ଆଶ୍ୱସ୍ତି
  • ହେପାଜତରେ ଥିବା ଗଞ୍ଜେଇ ଚାଲାଣ ଅଭିଯୁକ୍ତଙ୍କ ମୃତ୍ୟୁ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • October 2026
  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.