Wednesday, March 4, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ଜାଣନ୍ତୁ ଶିରିଡ଼ିରେ ରହିଲେ କଣ କରିବା ବିଧେୟ

Sanchar Live by Sanchar Live
September 10, 2024
in ଜୀବନ ଶୈଳୀ
0
ଧୈର୍ଯ୍ୟ ରଖିବାକୁ ସାଇଙ୍କ ମନ୍ତ୍ର
0
SHARES
13
VIEWS
FacebookTwitter

ବାବାଙ୍କ ଜିବବିତ ଅବସ୍ଥାରେ ଯେଉଁ ଭକ୍ତମାନେ ଶିରିଡ଼ି ଆସୁଥିଲେ କିମ୍ବା ଏବେ ମଧ୍ୟ ଆସୁଛନ୍ତି ସେମାନଙ୍କ ପାଇଁ ଏତେ ବେଶୀ ଦେଖିବାକୁ ନଥାଏ ଯେ, ସେମାନେ ଶୋଇବାକୁ ବେଶି ସମୟ ପାଆନ୍ତି ନାହିଁ । ସକାଳ ୪ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଶିରିଡ଼ିରେ ପରି ମଣ୍ଡଳ ଉତ୍ସବ ମୁଖରିତ ହୋଇ ଉଠେ । ଶିରିଡ଼ି ଆସିଥିବା କେତେକ ଭକ୍ତ ତ ବାବାଙ୍କ ଧ୍ୟାନରେ ସାରା ରାତି ବିତାଇ ଦିଅନ୍ତି । ଦିନ ମଧ୍ୟରେ ହେଉଥିବା ଚାରୋଟି ଆରତୀ ନିଶ୍ଚିତ ଭାବରେ ଦର୍ଶନ କରିବ । ଯଥା ପ୍ରତ୍ୟୁତ ୪ଟା ୩୦ରେ, ମଧ୍ୟାହ୍ନ ଆରତୀ ୧୨ଟା, ଧୂପ ଆରତୀ ସନ୍ଧ୍ୟା ଶେଜ, ଆରତୀ- ରାତି ୧୦ଟା ୩୦ । ଏହା ସହ ସମାଧି ମନ୍ଦିର, ଦ୍ୱାରକାମାୟୀ ମସଜିଦ୍‌, ଚଭାଡ଼ି, ଗୁରୁସ୍ଥାନ, ଖଣ୍ଡୋବା ମନ୍ଦିର, ହନୁମାନ ମନ୍ଦିର, ଲେଣ୍ଡିବାଗ, ନନ୍ଦାଦୀପ, ଶନି ମନ୍ଦିର, ଗଣପତି ମନ୍ଦିର ଏବଂ ସଂସ୍ଥାନର ଧ୍ୟାନ କେନ୍ଦ୍ର ଏସବୁ ସ୍ଥଳ ବୁଲି ଦେଖିବ । ସମାଧି, ଦ୍ୱାରକାମାୟୀରେ ଓ ଅନ୍ୟାନ୍ୟ ମନ୍ଦିରରେ ଚାଦର, ନାରିକେଳ, ପ୍ରସାଦ ଅର୍ପଣ କରିବ । ବାବାଙ୍କ ସମ୍ପର୍କିତ ପୁସ୍ତକ, ପତ୍ରିକା, ଫଟୋଚିତ୍ର, ସିଡି କ୍ୟାସେଟ୍ ସେଠାରେ ଥିବା ଦୋକାନ ମାନଙ୍କରେ ପ୍ରଚୁର ଭାବେ ମିଳେ । ନିଜେ ପଢ଼ିବା ଓ ଦେଖିବା ସହ ବାବାଙ୍କ ସମ୍ପର୍କରେ ଅଧିକ ତଥ୍ୟ ଜାଣି ପାରିବେ । ଏହାସହ ପ୍ରାଥର୍ନା କକ୍ଷରେ ବସି ଏକାଗ୍ର ଚିତ୍ତରେ ‘ଶ୍ରୀ ସାଇ ସତ୍‌ଚରିତ ପଢ଼ିପାରିବେ ।

Tags: siridi saibaba
ShareTweetShareSend
Sanchar Live

Sanchar Live

Next Post
ନଜର ପକାନ୍ତୁ ଆଜିର ରାଶିଫଳ ଉପରେ..

ଆଜି ଏହି ରାଶିକୁ ମିଳିବ ଶୁଭ ଖବର, ଜାଣନ୍ତୁ କଣ ରହିଛି ରାଶିଫଳ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.