Friday, June 12, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ପରଲୋକରେ ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ

Sanchar Live by Sanchar Live
June 12, 2026
in ଓଡିଶା
0
ପରଲୋକରେ ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ
0
SHARES
16
VIEWS
FacebookTwitter

ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କ ପରଲୋକ ଘଟିଛି । ୭୬ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଉଚ୍ଚ ରକ୍ତଚାପ ଓ ମଧୁମେହରେ ପୀଡିତ ଥିଲେ ଗମାଙ୍ଗ । ଦେହ ଅସୁସ୍ଥ ଥିବାରୁ ଦୁଇ ଦିନ ହେବ ଏମସ୍ କୁ ଚିକିତ୍ସା ପାଇଁ ଅଣା ଯାଇଥିଲା । ପରେ କଟକ ଏସସିବି କୁ ସ୍ଥାନାନ୍ତର କରାଯାଇଥିଲା । ଆଜି ଭୋର ୩ ଟା ସମୟରେ ଡାକ୍ତରଖାନାରେ ମୃତ୍ୟୁ ଘଟିଥିବା ଜଣାପଡିଛି । ତେବେ ପତ୍ନୀ ହତ୍ୟା ମାମଲାରେ ସଜା କାଟୁଥିଲେ ପୂର୍ବତନ ବିଧାୟକ। ସରକାରୀ କ୍ୱାଟରରେ ନିଜ ପତ୍ନୀଙ୍କୁ ଜିଅନ୍ତା ଜାଳି ହତ୍ୟା ମାମଲାରେ ଆଜିବନ କାରାଦଣ୍ଡ ଦଣ୍ଡିତ ହୋଇଥିଲେ ।

ଗତ ୨୦୨୩ ଜୁନ ୨୭ରୁ ଆଜିବନ କଏଦୀ ଭାବେ ଝାରପଡ଼ା ଜେଲରେ ସଜ୍ଜା କାଟୁଥିଲେ ୭୬ ର୍ଷୀୟ ପୂର୍ବତନ ବିଧାୟକ । ରାମମୂର୍ତ୍ତି ଗମାଙ୍ଗଙ୍କ ନାଁରେ ଆଇପିସିର ୩୦୨ ଓ ୨୦୧ ଦଫା ଲାଗିଥିଲା । ୧୧ଜଣ ସାକ୍ଷୀଙ୍କ ବୟାନ ଓ ୧୫ଟି ଦସ୍ତାବିଜ ପ୍ରମାଣ ଆଧାରରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ ।

ସୂଚନା ଅନୁସାରେ ୧୯୯୫ ମସିହା ଅଗଷ୍ଟ ୨୯ରେ ପତ୍ନୀ ଶଶିରେଖା ଗମାଙ୍ଗଙ୍କ ସହ ରାମମୂର୍ତ୍ତି ଗମାଙ୍ଗଙ୍କ ପାଟିତୁଣ୍ଡ ହୋଇଥିଲା । ଏହାପରେ ଶଶିରେଖାଙ୍କ ମୃତ୍ୟୁ ଘଟିଥିଲା । ଭୁବନେଶ୍ୱର ଏମଏଲଏ କଲୋନୀ କ୍ୱାର୍ଟର ଗାଧୁଆ ଘରେ ପୋଡ଼ି ହୋଇ ଶଶିରେଖା ମୃତ୍ୟୁବରଣ କରିଥିବା ନେଇ ରାମମୂର୍ତ୍ତି ଏତଲା ଦେଇଥିଲେ । ପରେ ପୋଲିସ ତଦନ୍ତରୁ ରାମମୂର୍ତ୍ତି ପତ୍ନୀଙ୍କୁ ହତ୍ୟା କରିଥିବା ଜଣାପଡ଼ିଥିଲା । ରାୟଗଡ଼ା ଗୁଣପୁର ନିର୍ବାଚନମଣ୍ଡଳୀରୁ ୨ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ରାମମୂର୍ତ୍ତି ଗମାଙ୍ଗ ।

Tags: gunupurrammurti gamang
ShareTweetShareSend
Sanchar Live

Sanchar Live

Next Post
ବିଜେପି ସରକାରକୁ ୨ ବର୍ଷ, ଆଜି ମୋହନ କହିବେ ବିକାଶର କଥା

ବିଜେପି ସରକାରକୁ ୨ ବର୍ଷ, ଆଜି ମୋହନ କହିବେ ବିକାଶର କଥା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜିଠୁ ଆଇସିସି ମହିଳା ଟି୨୦ ବିଶ୍ବକପ ୨୦୨୬
  • କାଲା ହିରଣ-ଦ ବ୍ୟାଟେଲ ଫର୍ ଲେଗେସି’ର ଟିଜର ରିଲିଜ
  • ଆସନ୍ତା ୭ଦିନ ଯାଏଁ ରାଜ୍ୟରେ ବର୍ଷା, ତାତିରୁ ମିଳିବ ତ୍ରାହି
  • ଚାମେଲୀ ଓଝାଙ୍କ ସମର୍ଥନରେ ସରପଞ୍ଚ ସଂଘ
  • ବିଜେପି ସରକାରକୁ ୨ ବର୍ଷ, ଆଜି ମୋହନ କହିବେ ବିକାଶର କଥା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.