Saturday, September 12, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ଶରୀର ପାଇଁ କେତେ କ୍ଷତିକାରକ ଆଇସକ୍ରିମ?

Sanchar Live by Sanchar Live
June 5, 2026
in ଜୀବନ ଶୈଳୀ
0
ଶରୀର ପାଇଁ କେତେ କ୍ଷତିକାରକ ଆଇସକ୍ରିମ?
0
SHARES
10
VIEWS
FacebookTwitter

ଖରାଦିନ ଆସିବା ମାତ୍ରେ ସମସ୍ତେ ଆଇସକ୍ରିମ ଖାଇବା ଆରମ୍ଭ କରିଦେଇଥାଆନ୍ତି । ପିଲାଙ୍କଠାରୁ ଆରମ୍ଭ କରି ବଡ଼ ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଆଇସକ୍ରିମ ଖାଇବାକୁ ବେଶ୍ ଭଲ ପାଇଥାଆନ୍ତି । ଚକଲେଟ୍ ପରି ଆଇସ୍କ୍ରିମ୍ ମଧ୍ୟ ସମସ୍ତଙ୍କ ଖୁବ୍ ପ୍ରିୟ ହୋଇଥାଏ । ଖାସ୍ କରି ଖରାଦିନେ ଅଧିକାଂଶ ଲୋକଙ୍କ ଘରେ ଫ୍ରିଜରେ ଆଇସକ୍ରିମ ଷ୍ଟୋର୍ କରି ରଖିଥାଆନ୍ତି । ବାହାଘର କିମ୍ବା ଯେକୌଣସି ଫଙ୍କସନରେ ମଧ୍ୟ ଆଇସକ୍ରିମ ଅର୍ଡର କରାଯାଇଥାଏ । ଏହା ପାଟିକୁ ସ୍ବାଦ ଦେଇଥାଏ ସତ କିନ୍ତୁ ଏହା ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚାଇଥାଏ ।

ସୁସ୍ଥ ଶରୀର ପାଇଁ ଚାହୁଁଥିଲେ ପ୍ରଥମେ ନିଜ ଖାଦ୍ୟ ଉପରେ ଧ୍ୟାନ ଦେବା ଜରୁରୀ । ଯାହା ଆମକୁ ଅନେକ ରୋଗରୁ ମୁକ୍ତି ଦେଉଥିବାବେଳେ ଖରାପ ଖାଦ୍ୟପେୟ କ୍ଷତି ପହଞ୍ଚାଇଥାଏ । ତେଣୁ ସୁସ୍ଥ ଶରୀର ଗଠନ ପାଇଁ କିଛି ଖାଦ୍ୟଠାରୁ ଦୂରେଇ ରହିବା ଉଚିତ୍ । ନଚେତ୍ ଆମକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ସେହି ସବୁ ମଧ୍ୟରୁ ଆଇସ୍କରିମ୍ ହେଉଛି ଅନ୍ୟତମ । ଯାହା ଆମ ଶରୀର ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ । ତେବେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଆଇସ୍କ୍ରିମ୍ ଖାଇବାର କ୍ଷତି ସମ୍ପର୍କରେ ଜଣାଇବୁ ।

ଓଜନ ବୃଦ୍ଧି କରେ : ଆଇସକ୍ରିମରେ ଚିନି ଏବଂ କ୍ୟାଲୋରି ଅଧିକ ଥାଏ  । ଯାହା ଅନେକ ଦିନରୁ ପ୍ରମାଣିତ ହୋଇ ଆସୁଅଛି । ଏଥିରେ ଅଧିକ ମାତ୍ରାରେ ଚିନି ଏବଂ କ୍ୟାଲୋରୀ ଥିବାରୁ ଏହା ଦ୍ରୁତ ଗତିରେ ଶରୀରର ଚର୍ବି ବୃଦ୍ଧି କରେ । ଯାହା ମେଦବହୁଳତା ଏବଂ ଅନ୍ୟାନ୍ୟ ଅନେକ ରୋଗର ଆଶଙ୍କା ସୃଷ୍ଟି କରେ । ପ୍ରତିଦିନ ୩ ରୁ ୪ଟି ଆଇସ୍କ୍ରିମ୍ ଖାଇବା ଦ୍ବାରା ଶରୀରରେ ୧୦୦୦ରୁ ଅଧିକ କ୍ୟାଲୋରୀ ବୃଦ୍ଧି ପାଇଥାଏ । ଯାହା ପରବର୍ତ୍ତୀ ସମୟରେ ବଡ଼ ବିପଦ ସୃଷ୍ଟି କରିପାରେ ।

ହାର୍ଟ ରୋଗର ଆଶଙ୍କା ବଢାଏ : ଆଇସକ୍ରିମରେ ସାଚୁରେଟେଡ୍ ଫ୍ୟାଟ୍ ଥାଏ । ଯାହା ଶରୀରର ଟ୍ରାଇଗ୍ଲିସେରାଇଡ୍ ଏବଂ କୋଲେଷ୍ଟ୍ରଲ୍ ସ୍ତରକୁ ବୃଦ୍ଧି କରିଥାଏ । ଏହା ବ୍ୟତୀତ ବୃଦ୍ଧି ପାଇଥିବା କୋଲେଷ୍ଟ୍ରଲ୍ ହାର୍ଟ ରୋଗର ଆଶଙ୍କାକୁ ବଢାଇ ଦେଇଥାଏ । ଏଥିସହ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଆଇସ୍କ୍ରିମ୍ ବହୁତ ଅହିତକର ହୋଇଥାଏ । ଯାହା ସେମାନଙ୍କ ସମସ୍ୟାକୁ ଆହୁରି ବଢ଼ି ଦେଇପାରେ । ତେଣୁ ବିଶେଷ କରି ଏହି ରୋଗୀମାନେ ଆଇସ୍କ୍ରିମ୍ ଖାଇବାଠାରୁ ଦୂରେଇ ରୁହନ୍ତୁ ।

ମସ୍ତିଷ୍କ ଉପରେ ପ୍ରଭାବ ପକାଏ : ଆଇସକ୍ରିମରେ ସାଚୁରେଟେଡ୍ ଫ୍ୟାଟ୍ ଏବଂ ଚିନି ଅଧିକ ଥାଏ । ଫଳରେ ମସ୍ତିଷ୍କର କାର୍ଯ୍ୟକୁ ପ୍ରଭାବିତ କରେ ଏବଂ ସ୍ମୃତି ଶକ୍ତିକୁ ଦୁର୍ବଳ କରିଦେଇଥାଏ । ତେଣୁ ସୀମିତ ପରିମାଣରେ ଆଇସକ୍ରିମ ଖାଆନ୍ତୁ ।

 ମଧୁମେହ ରୋଗୀଙ୍କ ପାଇଁ କ୍ଷତିକାରକ : ମଧୁମେହ ରୋଗୀଙ୍କ ପାଇଁ କ୍ଷତିକାରକ ହୋଇଥାଏ ଆଇସକ୍ରିମ୍ । ଯାହା ଆପଣଙ୍କୁ ଅନେକ ସମସ୍ୟାରେ ପକାଇବ । ଜେନେଟିକ୍ ରୋଗୀଙ୍କ ପାଇଁ ମଧ୍ୟ ଏହା କ୍ଷତିକାରକ ହୋଇଥାଏ । ଏହି ସବୁ ରୋଗୀମାନେ ଆଇସକ୍ରିମ୍ ଖାଇବା ଆଦୌ ଉଚିତ୍ ନୁହେଁ । ସଚେତନ ରହିବା ଦ୍ବାରା ଅନେକ ସମସ୍ୟାକୁ ରୋକାଯାଇପାରିବ ।

Tags: helthtipsIcecreamlifestyle
ShareTweetShareSend
Sanchar Live

Sanchar Live

Next Post
ନଜର ପକାନ୍ତୁ ଆଜିର ରାଶିଫଳ ଉପରେ…

ଆଜି ଅଚାନକ ଏହି ରାଶିର ଅଛି ଧନଯୋଗ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କାହିଁକି ଭାଇରାଲ ୮୦ ଦଶକର ଫଟୋ? ଆପଣ ଵି ଏମିତି କରନ୍ତୁ…
  • କେନାଲରେ ଭାସିଯାଇ ଭାଇ-ଭଉଣୀ ମୃତ
  • BRICS ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିଲେ ସି ଜିନପିଙ୍ଗ
  • ଆଜିଠୁ ୪ ଦିନ ବ୍ୟାଙ୍କ ଛୁଟି
  • ଓଡ଼ିଆ ସାମ୍ବାଦିକତାରୁ କମୁଛି Gen-Z ଙ୍କ ଆଗ୍ରହ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.