Thursday, March 5, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଅପରାଧ

ବଜରଙ୍ଗ ପୁନିଆଙ୍କୁ ହତ୍ୟା ଧମକ

Sanchar Live by Sanchar Live
September 8, 2024
in ଅପରାଧ
0
ବଜରଙ୍ଗ ପୁନିଆଙ୍କୁ ହତ୍ୟା ଧମକ
0
SHARES
4
VIEWS
FacebookTwitter

ସଂଚାର ବ୍ୟୁରୋ: ଦେଶର ଷ୍ଟାର ରେସଲର (କୁସ୍ତିଯୋଦ୍ଧା) ତଥା ବର୍ତ୍ତମାନର କିସାନ କଂଗ୍ରେସର କାର୍ଯ୍ୟରତ ଅଧ୍ୟକ୍ଷ ବଜରଙ୍ଗ ପୁନିଆଙ୍କୁ ହତ୍ୟା ଧମକ ମିଳିଛି । ହ୍ବାଟ୍ସ ଆପ୍ ମେସେଜ୍ ମାଧ୍ୟମରେ ତାଙ୍କୁ ଏହି ହତ୍ୟା ଧମକ ଆସିଛି । ଏକ ବିଦେଶୀ ନମ୍ବରରୁ ଏହି ଧମକଭରା ମେସେଜ୍ ତାଙ୍କୁ ମିଳିଛି । ତେବେ ମେସେଜ୍ରେ ଏହା ଲେଖାଯାଇଛି ଯେ, ବଜରଙ୍ଗ କଂଗ୍ରେସ ଛାଡ, ନଚେତ୍ ଏହା ତୁମ ଏବଂ ତୁମର ପରିବାର ପାଇଁ ଭଲ ହେବ ନାହିଁ, ଏହା ଆମର ଶେଷ ବାର୍ତ୍ତା ।

ନିର୍ବାଚନ ପୂର୍ବରୁ ଆମେ ଦେଖାଇବୁ ଆମେ କଣ । ଆପଣ ଯେଉଁଠାରେ ଚାହାଁନ୍ତି ଅଭିଯୋଗ କରନ୍ତୁ, ଏହା ଆମର ପ୍ରଥମ ଏବଂ ଶେଷ ଚେତାବନୀ । ତେବେ ମେସେଜ ପାଇବା ପରେ ବଜରଙ୍ଗ ପୁନିଆ ସୋନିପତର ବାହାଲଗଡ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ପୋଲିସ ଏହି ଘଟଣାର ଗୁରୁତର ତଦନ୍ତ କରୁଛି।

ସୂଚନାଥାଉକି, କୁସ୍ତିଯୋଦ୍ଧା ବିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ ରାଜନୈତିକ ମଞ୍ଚରେ ପ୍ରବେଶ କରି ଶୁକ୍ରବାର ଦିନ କଂଗ୍ରେସ ସହ ହାତ ମିଳାଇଥିଲେ । କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ କେ ସି ବେଣୁଗୋପାଲ ବିନେଶ ଏବଂ ବଜରଙ୍ଗଙ୍କୁ ଦଳର ସଦସ୍ୟତା ଦେଇଥିଲେ । ସେ କଂଗ୍ରେସରେ ଯୋଗଦେବା ମାତ୍ରେ ଦଳ ବଜରଙ୍ଗ ପୁନିଆକୁ ଏକ ବଡ ଦାୟିତ୍ବ ଦେଇଛି। କଂଗ୍ରେସ ବଜରଙ୍ଗ ପୁନିଆକୁ କୃଷକ ସେଲର ଜାତୀୟ କାର୍ଯ୍ୟକାରିଣୀ ସଭାପତି କରିଛି ।

Tags: bajarangapunicongress
ShareTweetShareSend
Sanchar Live

Sanchar Live

Next Post
ନୂଆଁଖାଇରେ ମା’ ସମଲେଶ୍ବରୀଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ନୂଆଁଖାଇରେ ମା’ ସମଲେଶ୍ବରୀଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ଇଂଲଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ
  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.