Sunday, September 13, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ଡ୍ରେସିଂ ରୁମରେ ଇ-ସିଗାରେଟ୍ ସେବନ କରି ବିବାଦରେ ପରାଗ

Sanchar Live by Sanchar Live
April 30, 2026
in କ୍ରୀଡ଼ା
0
ଡ୍ରେସିଂ ରୁମରେ ଇ-ସିଗାରେଟ୍ ସେବନ କରି ବିବାଦରେ ପରାଗ

Oplus_131072

0
SHARES
23
VIEWS
FacebookTwitter

ରାଜସ୍ଥାନ ରୟାଲ୍ସର ଅଧିନାୟକ ରିୟାନ ପରାଗ ଡ୍ରେସିଂ ରୁମରେ ଇ-ସିଗାରେଟ୍ ସେବନ କରି ବିବାଦ ଘେରକୁ ଆସିଛନ୍ତି । ବିସିସିଆଇ ହୁଏତ ଏଥିପାଇଁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ । ଗତ ୨୮ ତାରିଖରେ ରାଜସ୍ଥାନ ରୟାଲ୍ସ ଚଣ୍ଡିଗଡ଼ରେ ଘରୋଇ ପଞ୍ଜାବ କିଙ୍ଗ୍ସକୁ ଭେଟିଥିଲା । ପରାଗ ଡ୍ରେସିଂ ରୁମରେ ଇ-ସିଗାରେଟ୍ ସେବନ କରୁଥିବା ଟେଲିଭିଜନରେ ଦେଖିବାକୁ ମିଳିଥିଲା । ସଙ୍ଗେ ସଙ୍ଗେ ଏହାର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ଭାରତରେ ଇ-ସିଗାରେଟ୍ ସେବନ ନିସିଦ୍ଧ ରହିଛି । ଏହା ସେବନ କଲେ ୫ ଲକ୍ଷ ଟଙ୍କା କିମ୍ବା ଜେଲ ଦଣ୍ଡରେ ଦଣ୍ଡିତ ହେବାର ନିୟମ ଅଛି । ଏହା ସତ୍ତେ୍ୱ ପରାଗ ଏଭଳି ବିଶୃଙ୍ଖଳିତ ଆଚରଣ କରିବା ସମସ୍ତଙ୍କୁ ଚକିତ କରିଛି । ପରାଗ ଆଇପିଏଲ ନିୟମ ଉଲ୍ଲଂଘନ କରିବା କାରଣରୁ ବିସିସିଆଇ ତାଙ୍କୁ ଦଣ୍ଡିତ କରିପାରେ । ପୂର୍ବରୁ ରାଜସ୍ଥାନର ଟିମ୍ ମ୍ୟାନେଜର ରବିନ୍ଦର ସିଂ ମ୍ୟାଚ ସମୟରେ ଫୋନ ବ୍ୟବହାର କରିବା ନେଇ ୧ ଲକ୍ଷ ଟଙ୍କାରେ ଦଣ୍ଡିତ ହୋଇଥିଲେ । ଡ୍ରେସିଂ ରୁମରେ ରିୟାନ ପରାଗ ସ୍ମୋକିଂ କରିବାର ଏକ ଭିଡିଓ ଭାଇରାଲ ହେବା ପରେ BCCI ତାଙ୍କୁ ସ୍ପଷ୍ଟୀକରଣ ପାଇଁ ସମନ କରିଛି ।

​​​​​​​

ରିୟାନ ପରାଗଙ୍କ ମାମଲାକୁ ଗମ୍ଭୀର ବୋଲି ବିବେଚନା କରାଯାଉଛି । ଆଇପିଏଲ ନିୟମ ଅନୁଯାୟୀ ଡ୍ରେସିଂ ରୁମ୍ ଏବଂ ଡଗ୍‌ ଆଉଟ୍‌ରେ ଇ-ସିଗାରେଟ୍‌ ଏବଂ ଭାପ୍‌ ସମେତ ଧୂମପାନ ନିଷେଧ । ତେଣୁ ବିସିସିଆଇ ଏବଂ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ଏହି ଘଟଣାର ତଦନ୍ତ କରିପାରନ୍ତି । ଭାରତରେ ଇଲେକ୍ଟ୍ରୋନିକ୍‌ ସିଗାରେଟ୍ ନିଷେଧ ଆଇନ (ପିଇସିଏ)୨୦୧୯ ଅନୁଯାୟୀ ଭେପିଂ ଡିଭାଇସଗୁଡିକ ମଧ୍ୟ ବେଆଇନ । ଏହି ନିୟମାବଳୀର ଉଲ୍ଲଂଘନ ପାଇଁ ୬୦ ହଜାରରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଏବଂ ୬ ମାସରୁ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହୋଇପାରେ ।

ଭେପିଂ କ’ଣ ? ପ୍ରଥମେ ଭେପିଂ କଣ ତାହା ବୁଝିବା । ଏଥିରେ ଇଲେକ୍ଟ୍ରୋନିକ୍ ସିଗାରେଟ୍ କିମ୍ବା ଭାପ୍‌ ପେନ୍ ଭଳି ବ୍ୟାଟେରୀ ଚାଳିତ ଉପକରଣ ମାଧ୍ୟମରେ ଏକ ବିଶେଷ ତରଳ ଗରମ କରି ସୃଷ୍ଟି ହୋଇଥିବା ବାଷ୍ପକୁ ନିଶ୍ୱାସରେ ନିଆଯାଏ . ଏହି ଉପକରଣଗୁଡିକରେ ଏକ ବ୍ୟାଟେରୀ, ଏକ ଗରମ ଉପାଦାନ ଏବଂ ତରଳକୁ ଧରି ରଖିବା ପାଇଁ ପଡ୍  ଥାଏ . ଏଥିରେ ସାଧାରଣତଃ ନିକୋଟିନ୍, କୃତ୍ରିମ ସ୍ୱାଦ ଏବଂ ଅନ୍ୟାନ୍ୟ ରାସାୟନିକ ପଦାର୍ଥ ଥାଏ ।

Tags: e-cigaretriyan paragrr
ShareTweetShareSend
Sanchar Live

Sanchar Live

Next Post
ସରଣ୍ଡା ଜଙ୍ଗଲରେ ଏନକାଉଣ୍ଟର, ଟଳିଲା ମାଓବାଦୀ

ସରଣ୍ଡା ଜଙ୍ଗଲରେ ଏନକାଉଣ୍ଟର, ଟଳିଲା ମାଓବାଦୀ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ୪୧ ବର୍ଷ ବୟସରେ ଦ୍ୱିତୀୟ ଥର ମାଆ ହେବେ ମାହିରା
  • ଫ୍ରୀଜ଼ରୁ ବାହାରୁଛି କି ପାଣି? ଜାଣିରଖ କଣ କରିବେ?
  • ଆସନ୍ତା ୧୭ ତାରିଖ ଯାଏଁ ବର୍ଷାରୁ ମିଳିବନି ତ୍ରାହି
  • କାହିଁକି ଭାଇରାଲ ୮୦ ଦଶକର ଫଟୋ? ଆପଣ ଵି ଏମିତି କରନ୍ତୁ…
  • କେନାଲରେ ଭାସିଯାଇ ଭାଇ-ଭଉଣୀ ମୃତ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.