Saturday, June 13, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ଆଜି ଦିଲ୍ଲୀକୁ ଭେଟିବ ପଞ୍ଜାବ

Sanchar Live by Sanchar Live
April 25, 2026
in କ୍ରୀଡ଼ା
0
ଆଜି ଦିଲ୍ଲୀକୁ ଭେଟିବ ପଞ୍ଜାବ
0
SHARES
12
VIEWS
FacebookTwitter

ଚଳିତ ଆଇପିଏଲ୍‌ର ୩୫ତମ ଲିଗ୍ ମୁକାବିଲାରେ ଦିଲ୍ଲୀ ଘରୋଇ ଗ୍ରାଉଣ୍ଡ୍‌ରେ ପଞ୍ଜାବକୁ ଭେଟିବାକୁ ଯାଉଛି । ଏହି ମ୍ୟାଚ ଜରିଆରେ ଦିଲ୍ଲୀ ପୁଣି ଥରେ ବିଜୟଧାରାକୁ ଫେରିବାକୁ ଲକ୍ଷ୍ୟ ରଖିଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଏପର୍ଯ୍ୟନ୍ତ ଗୋଟିଏ ହେଲେ ମ୍ୟାଚ ହାରି ନଥିବା ପଞ୍ଜାବ ମଧ୍ୟ ଆଧିପତ୍ୟ ଜାରି ରଖି ପ୍ଲେ-ଅଫ୍ ନିକଟତର ହେବାକୁ ପ୍ରୟାସ କରିବ ।

ପଞ୍ଜାବ ଇତି ମଧ୍ୟରେ ୧୧ ପଏଣ୍ଟ ଅର୍ଜନ କରି ସାରିଛି । ୧୬ ପଏଣ୍ଟ ଅର୍ଜନ କଲେ ପ୍ଲେ-ଅଫ୍ ସ୍ଥାନ ପକ୍କା ହୋଇ ପାରିବ । ତେଣୁ ପଞ୍ଜାବ ଏହି ସୁଯୋଗ ହାତଛଡ଼ା କରିବାକୁ ଚାହିଁବ ନାହିଁ । ଦିଲ୍ଲୀର ପ୍ରଦର୍ଶନରେ ଉତ୍ଥାନ ପତନ ଲାଗି ରହିଥିଲେ ହେଁ ଚତୁର ରଣନୀତି ବଳରେ ପ୍ରତିପକ୍ଷକୁ ହରାଇବାର କ୍ଷମତା ରଖିଛି । ଗତ ୧୫ ତାରିଖ ଦିନ ଡିଫେଣ୍ଡିଂ ଚାମ୍ପିଅନ ବେଙ୍ଗାଲୁରୁକୁ ତା’ ଘରୋଇ ଗ୍ରାଉଣ୍ଡ୍‌ରେ ହରାଇଥିବା ଦିଲ୍ଲୀ ନିଜ ଘରୋଇ ଗ୍ରାଉଣ୍ଡରେ ଏହି ପ୍ରଦର୍ଶନକୁ ଦୋହରାଇବାକୁ ପ୍ରସ୍ତୁତ ରହିଛି ।

୫ ଦିନର ଲମ୍ବା ବିଶ୍ରାମ ପରେ ପଞ୍ଜାବ ଦଳ ଆସନ୍ତାକାଲି ଗ୍ରାଉଣ୍ଡକୁ ଓହ୍ଲାଇବ । ଦଳର ସବୁ ଖେଳାଳି ଫିଟ୍ ଓ ଫର୍ମରେ ରହିଛନ୍ତି । ମନୋବଳ ସୁଦୃଢ଼ ଥିବାରୁ ଦଳର ପଲା ଭାରି ରହିବା ଆଶା କରାଯାଉଛି । ଦିଲ୍ଲୀ ଦଳରେ ଅଧିକାଂଶ ଖେଳାଳି ଫର୍ମ ଫେରି ପାଇବାକୁ ସଂଘର୍ଷ କରୁଛନ୍ତି । ତଥାପି ପଞ୍ଜାବକୁ ହରାଇବାର କ୍ଷମତା ଦିଲ୍ଲୀ ନିକଟରେ ରହିଛି । ପଞ୍ଜାବକୁ ହରାଇବାକୁ ହେଲେ ଦିଲ୍ଲୀକୁ ଦଳଗତ ପ୍ରଦର୍ଶନ କରିବାକୁ ହେବ ।

ଆଜି ପଞ୍ଜାବ ଦଳରେ ପରିବର୍ତ୍ତନ ସମ୍ଭାବନା ନାହିଁ । କେବଳ ମାର୍କସ ଷ୍ଟଇନିସଙ୍କ ସ୍ଥାନରେ ଅଜମତୁଲ୍ଲା ଓମାରଜାଇଙ୍କୁ ଖେଳାଇବା ଆଶା କରାଯାଉଛି । ଦିଲ୍ଲୀ ମଧ୍ୟ ସେଭଳି ପରିବର୍ତ୍ତନ କରିବ ନାହିଁ । ଷ୍ଟାର ପେସ୍ ବୋଲର ମିଚେଲ ଷ୍ଟାର୍କ ଇତି ମଧ୍ୟରେ ଦଳ ସହ ଯୋଗ ଦେଇଛନ୍ତି । ତେବେ ସେ ଆଜି ଖେଳିବା ସମ୍ଭାବନା କ୍ଷୀଣ । ତଥାପି ଟସ୍ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଅରୁଣ ଜେଟଲୀ ଷ୍ଟାଡ଼ିୟମ୍‌ର ପିଚ୍ ବ୍ୟାଟିଂ ପାଇଁ ବେଶ୍ ଅନୁକୂଳ । ଅପରାହ୍ଣରେ ମ୍ୟାଚ ଖେଳାଯାଉଥିବାରୁ ଟସ ସେଭଳି ଗୁରୁତ୍ୱ ରଖିବ ନାହିଁ। ତଥାପି ଦ୍ୱିତୀୟ ଭାଗରେ ପିଚ୍ ସାମାନ୍ୟ ମନ୍ଥର ହୋଇପାରେ । ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି।

Tags: IPL 2026pbks vs dc
ShareTweetShareSend
Sanchar Live

Sanchar Live

Next Post
ମଣିପୁରରେ ସାନି ହିଂସା, ୩ ମୃତ

ମଣିପୁରରେ ସାନି ହିଂସା, ୩ ମୃତ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଜାମିନ୍ ଆବେଦନ ଖାରଜ ପରେ ଜେଲ ଗଲେ ଚାମେଲୀ ଓଝା
  • ଅନଲାଇନ ସପିଂ କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ
  • ସ୍ୱାମୀଙ୍କୁ ମନେ ପକାଇଲେ କରିସ୍ମା
  • କେନ୍ଦ୍ର ସରକାରଙ୍କ ଉଚ୍ଚସ୍ତରୀୟ ନିଯୁକ୍ତି କମିଟି, ଓଡିଶାରୁ ୨ ଅଧିକାରୀ
  • ହାଇୱାକୁ ପିଟିଲା BMW କାର୍, ୨ ମୃତ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.