Sunday, September 13, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ଆଜି LSG କୁ ଭେଟିବ ରାଜସ୍ଥାନ

Sanchar Live by Sanchar Live
April 22, 2026
in କ୍ରୀଡ଼ା
0
ଆଜି LSG କୁ ଭେଟିବ ରାଜସ୍ଥାନ
0
SHARES
12
VIEWS
FacebookTwitter

ଚଳିତ ଆଇପିଏଲ୍‌ର ୩୨ତମ ଲିଗ୍‌ ମ୍ୟାଚରେ ଆଜି ଲକ୍ଷ୍ନୌ ଘରୋଇ ଗ୍ରାଉଣ୍ଡ୍‌ରେ ରାଜସ୍ଥାନକୁ ଭେଟିବ । ଉଭୟ ଦଳ ବିଜୟ ଧାରାକୁ ପ୍ରତ୍ୟାବର୍ତ୍ତନ କରିବାକୁ ତତ୍ପର । ଯାହା ଫଳରେ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ରାଜସ୍ଥାନ ପ୍ରଥମ ୪ଟି ମ୍ୟାଚ ଜିତିବା ପରେ ଲଗାତର ୨ଟି ମ୍ୟାଚ ପରାଜିତ ହୋଇଛି । ଏକଦା ପଏଣ୍ଟ ତାଲିକାର ଶୀର୍ଷରେ ରହିଥିବା ରାଜସ୍ଥାନ ଏବେ ତୃତୀୟ ସ୍ଥାନରେ ରହିଛି । ଲକ୍ଷ୍ନୌ ପ୍ରଦର୍ଶନରେ ଉତ୍ଥାନ ପତନ ଲାଗି ରହିଛି । ପ୍ରଥମ ମ୍ୟାଚ ପରାଜିତ ହେବା ପରେ ଲକ୍ଷ୍ନୌ କ୍ରମାନ୍ୱୟରେ ୨ଟି ମ୍ୟାଚ ଜିତିଥିଲା । ମାତ୍ର ଏହାପରେ ଦଳ ୩ଟି ମ୍ୟାଚ ହାରି ସାରି ପଏଣ୍ଟ ତାଲିକାର ନବମ ସ୍ଥାନରେ ରହିଛି । ଆଜି ରାଜସ୍ଥାନ ଜିତିଲେ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନ ଦଖଲ କରିବ । ଲକ୍ଷ୍ନୌ ଜିତିଲେ ସପ୍ତମ ସ୍ଥାନରେ ପହଞ୍ଚିବ । ଉଭୟ ଦଳର ବ୍ୟାଟିଂ ବିଭାଗ ଶକ୍ତିଶାଳୀ ରହିଥିଲେ ହେଁ ଫର୍ମ ହାନୀ ଚିନ୍ତାର କାରଣ ସାଜିଛି ।

ଲକ୍ଷ୍ନୌ ଦଳର ମିଚେଲ ମାର୍ଶ, ରିଷଭ ପନ୍ତ, ଆଡେନ ମାରକ୍ରମ ଓ ନିକୋଲାସ ପୂରନ ଏପର୍ଯ୍ୟନ୍ତ ଫର୍ମ ଫେରି ପାଇ ନାହାନ୍ତି । ରାଜସ୍ଥାନ ଦଳର ୩ ପ୍ରାଥମିକ ବ୍ୟାଟର ଯଶସ୍ୱୀ ଜୈସ୍ୱାଲ୍‌, ବୈଭବ ସୂର୍ଯ୍ୟବଂଶୀ ଓ ଧ୍ରୁବ ଜୁରେଲ ୭୧% ରନ୍‌ ସଂଗ୍ରହ କରିଛନ୍ତି । ମାତ୍ର ବାକି ମଧ୍ୟ କ୍ରମ ଫେଲ ମାରିଛି । ଆଜି ବୈଭବ ଓ ମହମ୍ମଦ ସାମିଙ୍କ ମଧ୍ୟରେ ଏକ ଲଢ଼େଇ ଦେଖିବାକୁ ମିଳିପାରେ । ବୈଭବ ପୂର୍ବରୁ ଯଶପ୍ରୀତ ବୁମରା, ଜୋସ ହାଜେଲଉଡଙ୍କ ଭଳି ବିଶ୍ୱର ଶ୍ରେଷ୍ଠ ବୋଲରଙ୍କୁ ନିର୍ମମ ପ୍ରହାର କରିଛନ୍ତି । ଆଜି ସାମିଙ୍କ ବିପକ୍ଷରେ ତାଙ୍କ ପ୍ରଦର୍ଶନ ଦେଖିବାକୁ ଦର୍ଶକ ଉତ୍ସୁକତାର ସହ ଅପେକ୍ଷା କରିବେ । ଲକ୍ଷ୍ନୌ ଦଳରେ ପରିବର୍ତ୍ତନ ହୋଇପାରେ । ଫର୍ମରେ ନଥିବା ପୂରନଙ୍କ ସ୍ଥାନରେ ମାଥ୍ୟୁ ବ୍ରିଜକୀଙ୍କୁ ଖେଳିବାକୁ ସୁଯୋଗ ମିଳିପାରେ । ସେହିପରି ଏମ ସିଦ୍ଧାର୍ଥଙ୍କ ସ୍ଥାନରେ ସାହବାଜ ଅହମ୍ମଦ ମଧ୍ୟ ଖେଳିବା ସମ୍ଭାବନା ରହିଛି । ରାଜସ୍ଥାନ ମଧ୍ୟ ବ୍ରିଜେଶ ଶର୍ମାଙ୍କୁ ବାଦ ଦେଇ ସନ୍ଦିପ ଶର୍ମାଙ୍କୁ ଏକାଦଶକୁ ଫେରାଇ ଆଣିବା ଆଶା କରାଯାଉଛି । ଆସନ୍ତା କାଲିର ମ୍ୟାଚ ପାଇଁ ଏକ ନାଲି ମାଟିର ପିଚ୍‌ ପ୍ରସ୍ତୁତ କରାଯାଉଛି । ପିଚ୍‌ ବ୍ୟାଟିଂ ପାଇଁ ଅନୁକୂଳ ରହିଥିଲେ ହେଁ ପ୍ରାରମ୍ଭରୁ ପେସ୍‌ ବୋଲରମାନେ ନୂଆ ବଲ୍‌ର ଫାଇଦା ଉଠାଇ ପାରିବେ । ନୂଆ ବଲ୍‌ ଅତିରକ୍ତ ବାଉନ୍ସ ହେବା ଏକ ପ୍ରକାର ନିଶ୍ଚିତ । ରାତ୍ରିରେ ମ୍ୟାଚ ରହିଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବେ ।

Tags: cricket newsIpl2026lsg vs rr
ShareTweetShareSend
Sanchar Live

Sanchar Live

Next Post
ଖୋଲିଲା ବାବା କେଦାରନାଥଙ୍କ ମନ୍ଦିର

ଖୋଲିଲା ବାବା କେଦାରନାଥଙ୍କ ମନ୍ଦିର

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ୪୧ ବର୍ଷ ବୟସରେ ଦ୍ୱିତୀୟ ଥର ମାଆ ହେବେ ମାହିରା
  • ଫ୍ରୀଜ଼ରୁ ବାହାରୁଛି କି ପାଣି? ଜାଣିରଖ କଣ କରିବେ?
  • ଆସନ୍ତା ୧୭ ତାରିଖ ଯାଏଁ ବର୍ଷାରୁ ମିଳିବନି ତ୍ରାହି
  • କାହିଁକି ଭାଇରାଲ ୮୦ ଦଶକର ଫଟୋ? ଆପଣ ଵି ଏମିତି କରନ୍ତୁ…
  • କେନାଲରେ ଭାସିଯାଇ ଭାଇ-ଭଉଣୀ ମୃତ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.