Sunday, September 13, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ଆଜି ରାଜସ୍ଥାନକୁ ଭେଟିବ KKR, ପ୍ରଥମ ବିଜୟ ଲକ୍ଷ୍ୟରେ ରାହାଣେ ବାହିନୀ

Sanchar Live by Sanchar Live
April 19, 2026
in କ୍ରୀଡ଼ା
0
ଆଜି ରାଜସ୍ଥାନକୁ ଭେଟିବ KKR, ପ୍ରଥମ ବିଜୟ ଲକ୍ଷ୍ୟରେ ରାହାଣେ ବାହିନୀ
0
SHARES
10
VIEWS
FacebookTwitter

ଚଳିତ ଆଇପିଏଲ୍‌ର ୨୮ତମ ଲିଗ୍ ମ୍ୟାଚରେ କୋଲକାତା ଘରୋଇ ଗ୍ରାଉଣ୍ଡ୍‌ରେ ରାଜସ୍ଥାନକୁ ଭେଟିବ । ଇତି ମଧ୍ୟରେ ୬ଟି ମ୍ୟାଚ ଖେଳି ୧ ପଏଣ୍ଟ ଅର୍ଜନ କରିଥିବା କୋଲକାତା ପାଇଁ ‘କର ବା ମର’ ପରିସ୍ଥିତି ସୃଷ୍ଟି ହୋଇଛି । ଆଉ ଗୋଟିଏ ପରାଜୟ ଦଳକୁ ବିଦାୟ ରାସ୍ତା ଦେଖାଇ ପାରେ । ରାଜସ୍ଥାନ ପ୍ରଥମ ୪ଟି ଯାକ ମ୍ୟାଚ ଜିତିବା ପରେ ପଞ୍ଚମ ମ୍ୟାଚରେ ହାଇଦ୍ରାବାଦ ଠାରୁ ପରାଜିତ ହୋଇଥିଲା । ରିୟାନ ପରାଗଙ୍କ ଦଳ ପୁଣିଥରେ ବିଜୟ ଧାରାକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିବ । ଫଳରେ ଉଭୟ ଦଳ ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ଦେଖିବାକୁ ମିଳିବ ।

ପୂର୍ବ ରେକର୍ଡ କୋଲକାତା ପକ୍ଷରେ ରହିଥିଲେ ହେଁ ଚଳିତ ସିଜନର ପ୍ରଦର୍ଶନ ସମ୍ପୂର୍ଣ୍ଣ ଓଲଟା । ଉଭୟ ଦଳ ପରସ୍ପରକୁ ୩୨ଥର ଭେଟିଛନ୍ତି । ଏଥିରୁ କୋଲକାତା ୧୬ଟି ମ୍ୟାଚ ଜିତିଥିବାବେଳେ ୧୪ଟି ମ୍ୟାଚରେ ପରାଜିତ ହୋଇଛି । ଗତ ବର୍ଷ କୋଲକାତା ୨ଟି ଯାକ ମ୍ୟାଚରେ ରାଜସ୍ଥାନକୁ ହରାଇଥିଲା । ଚଳିତ ବର୍ଷ କୋଲକାତାର ପ୍ରଦର୍ଶନ ଦୟନୀୟ ରହିଛି ।

ହାଇଦ୍ରାବାଦ ବିପକ୍ଷରେ କରିଥିବା ଛୋଟ ମୋଟ ତ୍ରୁଟି ସୁଧାରି ରାଜସ୍ଥାନ ପୁଣି ଥରେ ଦଳଗତ ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ରହିଛି । କ୍ରିକେଟ୍ ପ୍ରେମୀଙ୍କ ନଜର ରହିଛି ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ । ଯଶପ୍ରୀତ ବୁମରା, ଜୋସ ହାଜେଲଉଡଙ୍କ ଭଳି ବୋଳରଙ୍କୁ ଛକା ମାରି ସାରିଥିବା ବୈଭବ ଆଜି କୋଲକାତାର ଲୟଚ୍ୟୁତ ବୋଲିଂକୁ ନିମର୍ମ ପ୍ରହାର କରିବା ଆଶା କରାଯାଉଛି ।

ଇଡେନ ଗାର୍ଡେନ୍ସ ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ଅପରାହ୍ଣରେ ମ୍ୟାଚ ରହିଥିବାରୁ ଟସ୍ ସେଭଳି ଗୁରୁତ୍ୱ ରଖିବ ନାହିଁ । ତଥାପି ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

Tags: Ipl2026Kkrrr
ShareTweetShareSend
Sanchar Live

Sanchar Live

Next Post
ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ୪୧ ବର୍ଷ ବୟସରେ ଦ୍ୱିତୀୟ ଥର ମାଆ ହେବେ ମାହିରା
  • ଫ୍ରୀଜ଼ରୁ ବାହାରୁଛି କି ପାଣି? ଜାଣିରଖ କଣ କରିବେ?
  • ଆସନ୍ତା ୧୭ ତାରିଖ ଯାଏଁ ବର୍ଷାରୁ ମିଳିବନି ତ୍ରାହି
  • କାହିଁକି ଭାଇରାଲ ୮୦ ଦଶକର ଫଟୋ? ଆପଣ ଵି ଏମିତି କରନ୍ତୁ…
  • କେନାଲରେ ଭାସିଯାଇ ଭାଇ-ଭଉଣୀ ମୃତ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.