Tuesday, March 3, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ବିଦେଶ

ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର

Sanchar Live by Sanchar Live
March 3, 2026
in ବିଦେଶ
0
ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
0
SHARES
1
VIEWS
FacebookTwitter

ହର୍ମୁଜ ପ୍ରଣାଳୀ ବନ୍ଦ କଲା ଇରାନ । ବନ୍ଦ ହେଲା ୮୦% ଜାହାଜ ଚଳାଚଳ । ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର । ହର୍ମୁଜ ପ୍ରଣାଳୀକୁ “ବନ୍ଦ” ବୋଲି ଘୋଷଣା କରିଛନ୍ତି ଇରାନର ସେନା ଅଧିକାରୀ । ଯଦି କୌଣସି ଜାହାଜ ଏହି ବାଟ ଦେଇ ଯିବାକୁ ଚେଷ୍ଟା କରେ ତେବେ ସେଥିରେ ନିଆଁ ଲଗାଇ ଦିଆଯିବ ବୋଲି ସେମାନେ ଧମକ ଦେଇଛନ୍ତି । ଇରାନ ଉପରେ ହୋଇଥିବା ଆକ୍ରମଣ ଏବଂ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନେଇଙ୍କ ମୃତ୍ୟୁ ଖବର ପରେ ଇରାନ ଏହି ପଦକ୍ଷେପ ନେଇଛି ।

ସମୁଦ୍ର ପଥରେ ଜାହାଜ ଚଳାଚଳ ୮୦% କମିଯାଇଛି । ବଡ଼ ବଡ଼ କମ୍ପାନୀଗୁଡ଼ିକ ସେମାନଙ୍କ ଜାହାଜକୁ ଆଫ୍ରିକା ବାଟ ଦେଇ ବୁଲାଇ ନେଉଛନ୍ତି । ବୀମା କମ୍ପାନୀଗୁଡ଼ିକ ଏହି ଅଞ୍ଚଳ ପାଇଁ ସୁରକ୍ଷା ଦେବାକୁ ମନା କରିଦେଇଛନ୍ତି । ଯାହାଫଳରେ ବ୍ୟବସାୟିକ ଜାହାଜ ଚଳାଚଳ ଅସମ୍ଭବ ହୋଇପଡ଼ିଛି। ସେପଟେ ଆମେରିକା ସେନା କହିଛି ଯେ ଇରାନ ପକ୍ଷରୁ କୌଣସି ପ୍ରତିବନ୍ଧକ ଲଗାଯାଇ ନାହିଁ । କିନ୍ତୁ ଆକ୍ରମଣ ଭୟରେ କେହି ଏହି ବାଟରେ ଯାଉନାହାନ୍ତି। ହର୍ମୁଜ ପ୍ରଣାଳୀ ହେଉଛି ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ। ସାରା ବିଶ୍ୱର ପ୍ରାୟ ୨୦-୩୦% କ୍ରୁଡ୍ ଅଏଲ୍ ଏହି ସଂକୀର୍ଣ୍ଣ ବାଟ ଦେଇ ଯାଇଥାଏ ।

ସାଉଦି ଆରବ, ଇରାକ ଏବଂ କତାର ଭଳି ଦେଶ ଏହି ପଥ ଉପରେ ନିର୍ଭର କରନ୍ତି । ହର୍ମୁଜ ପ୍ରଣାଳୀ ବନ୍ଦ ଦ୍ବାରା ବିଶ୍ୱ ବଜାରରେ ଅଶୋଧିତ ତେଲ ଦର ବଢ଼ିବାର ଆଶଙ୍କା ରହିଛି । ଯାହାଦ୍ୱାରା ମହଙ୍ଗା ମାଡ଼ ବଢ଼ିପାରେ। ସେହିପରି ଜାହାଜ ବାଟ ବୁଲିକରି ଯିବା କାରଣରୁ ସାମଗ୍ରୀ ପହଞ୍ଚିବାରେ ସମୟ ଲାଗିବ ଏବଂ ଖର୍ଚ୍ଚ ମଧ୍ୟ ବଢ଼ିବ। ଯଦି ଏହି ପଥ ବହୁଦିନ ଧରି ବନ୍ଦ ରହେ, ତେବେ ଆମେରିକା ଓ ତାର ସହଯୋଗୀ ଦେଶମାନେ ସାମରିକ ଶକ୍ତି ପ୍ରୟୋଗ କରିପାରନ୍ତି, ଯାହା ଯୁଦ୍ଧକୁ ଆହୁରି ଭୟଙ୍କର କରିବ ।

Tags: dieseliranpetrol
ShareTweetShareSend
Sanchar Live

Sanchar Live

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.