Monday, February 9, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ବିଦେଶ

ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେଲେ ସାନାଏ ତାକାଇଚି

Sanchar Live by Sanchar Live
February 9, 2026
in ବିଦେଶ
0
ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେଲେ ସାନାଏ ତାକାଇଚି

Oplus_131072

0
SHARES
6
VIEWS
FacebookTwitter

ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେଲେ ସାନାଏ ତାକାଇଚି। ଅନୁଷ୍ଠିତ ନିର୍ବାଚନରେ ସାନାଏଙ୍କୁ ମିଳିଛି ବହୁମତ। ଶାସକ ଲିବରାଲ ଡେମୋକ୍ରାଟିକ ପାର୍ଟି ବା ଏଲଡିପିର ସଭାପତି ସାନାଏଙ୍କ ନୀତିକୁ ଦେଶବାସୀ କରିଛନ୍ତି ସମର୍ଥନ। ଗତ ୮ ତାରିଖରେ ହୋଇଥିବା ନିର୍ବାଚନରେ ଏଲଡିପି ଦୁଇ ତୃତୀୟାଂଶ ଆସନରେ ବିଜୟ ଲାଭ କରିଥିଲା। ଜାପାନକୁ ଅଧିକ ଶକ୍ତିଶାଳୀ ଓ ବିକଶିତ କରିବା ଦିଗରେ ସେ କାର୍ଯ୍ଯ କରିବେ ବୋଲି କହିଛନ୍ତି ସାନାଏ। ୪୬୫ ଆସନ ବିଶିଷ୍ଟ ଜାପାନ ନିମ୍ନ ସଦନରେ ଏଲଡିପି ମ୍ୟାଜିକ ନମ୍ବରଠାରୁ ବହୁ ଅଧିକ ଆସନ ଅର୍ଥାତ ୩୧୬ ଆସନରେ ବିଜୟୀ ହୋଇଛି।

ଏଲଡିପିକୁ ବି ସମର୍ଥନ କରୁଛି ଜାପାନ ଇନୋଭେସନ ପାର୍ଟି। ୧୦୯ ଆସନରେ ବିରୋଧୀଙ୍କ ବିଜୟ ଘଟିଛି। ଶେଷ ଥର ଲାଗି ୧୯୮୬ରେ ଏଲଡିପି ସର୍ବାଧିକ ୩୦୦ ଆସନ ଲାଭ କରିଥିଲା। ଏଲଡିପିର ପ୍ରତିଷ୍ଠା ୧୯୫୫ରେ ହୋଇଥିବାବେଳେ ପ୍ରଥମ ଥର ଲାଗି ଦଳ ସର୍ବାଧିକ ୩୧୬ ଆସନ ହାସଲ କରିଛି। ଯଦିଓ ନିମ୍ନ ସଦନରେ ଏଲଡିପି ଭଲ କରିଛି ତଥାପି ଉଚ୍ଚ ସଦନରେ ଦଳର ସଂଖ୍ୟା ଗରିଷ୍ଠତା ନାହିଁ। ୨୪୮ ଆସନ ବିଶିଷ୍ଟ ଉଚ୍ଚ ସଦନରେ ଏଲଡିପି ୧୦୧ ସଦସ୍ୟ ଥିବାବେଳେ ବିରୋଧୀଙ୍କ ସଂଖ୍ଯା ରହିଛି ୧୨୧। ଚୀନ ସହ ଜାପାନର ବିବାଦ ବଢୁଥିବାରୁ ଆମେରିକା ସହ ସମ୍ପର୍କ ମଜଭୁତ କରିବାରେ ଲାଗିଛି ଜାପାନ। ଜାପାନର ନିରାପତ୍ତା, ପ୍ରବାସୀ ସମସ୍ୟା ଓ ଅଭିବୃଦ୍ଧିକୁ ଫୋକସ କରିପାରନ୍ତି ନୂଆ ପ୍ରଧାନମନ୍ତ୍ରୀ।

Tags: japanpm
ShareTweetShareSend
Sanchar Live

Sanchar Live

Next Post
ଚନ୍ଦ୍ରପୃଷ୍ଠରେ ଘଟିବ ବିରଳ ମହାଜାଗତିକ ଘଟଣା

ଚନ୍ଦ୍ରପୃଷ୍ଠରେ ଘଟିବ ବିରଳ ମହାଜାଗତିକ ଘଟଣା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ପାକିସ୍ତାନର ଦାବିକୁ ମାନିଲାନି ICC, ଭାରତ ବିପକ୍ଷରେ ଖେଳିବ ମ୍ୟାଚ
  • ଏ ପ୍ଲସ’ରୁ ହଟିଲେ ରୋହିତ ଓ ବିରାଟ
  • ବେଦାନ୍ତ ଆଲୁମିନିୟମ ପକ୍ଷରୁ ଲାଞ୍ଜିଗଡ଼ କାର୍ଯ୍ୟକ୍ଷେତ୍ରରେ କର୍କଟ ସଚେତନତା ଅଭିଯାନ
  • ଉକୁଣୀ ନେଲା ଜଣେ ୧୨ ବର୍ଷିୟା ନାବାଳିକାର ଜୀବନ
  • ଚନ୍ଦ୍ରପୃଷ୍ଠରେ ଘଟିବ ବିରଳ ମହାଜାଗତିକ ଘଟଣା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.