ଝାରସୁଗୁଡ଼ା ବେଲପାହାଡ କଲେଜ କ୍ୟାମ୍ପସରେ ବୁଲିଲା ଖଣ୍ଡା। କଲେଜକୁ ଖଣ୍ଡା ଧରି ପଶିଲେ ଜଣେ ଅଣ ଛାତ୍ର l ଦୁଇ ଛାତ୍ରଙ୍କ ମଧ୍ୟରେ ହୋଇଥିବା ବିବାଦ ପରେ ଅଣଛାତ୍ର ଜଣକ ଖଣ୍ଡା ଧରି କଲେଜକୁ ଆସି ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି। କଲେଜ କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ପରେ ଅଣଛାତ୍ର ଜଣକ ଫେରାର ହୋଇଯାଇଛି। ବେଲପାହାଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

