Wednesday, March 4, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ରାଜନୀତି

ବାପା ଆଗ, ଦଳ ପଛେ : କଣ ସଂକେତ ଦେଲେ ସୋଫିଆ

Sanchar Live by Sanchar Live
December 31, 2025
in ରାଜନୀତି
0
ବାପା ଆଗ, ଦଳ ପଛେ : କଣ ସଂକେତ ଦେଲେ ସୋଫିଆ
0
SHARES
121
VIEWS
FacebookTwitter

ବର୍ଷ ସରୁଛି, ଚର୍ଚ୍ଚା ଥମୁନି । ପୁଣି ଚର୍ଚ୍ଚାରେ ମହମ୍ମଦ ମୋକିମ୍ ଓ ଝିଅ ସୋଫିଆ ଫିର୍ଦ୍ଦୋସ । କଂଗ୍ରେସର କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ନୂଆବର୍ଷ ଶୁଭେଚ୍ଛା ହୋର୍ଡିଂ ସୃଷ୍ଟି କରିଛି ପ୍ରଶ୍ନବାଚୀ ।

କଟକର ବିଭିନ୍ନ ସ୍ଥାନରେ ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ ଏବଂ ଏବେର କଂଗ୍ରେସ ବିଧାୟିକା ସୋଫିଆଙ୍କ ଫଟୋ ଥାଇ ନୂଆବର୍ଷ ଶୁଭେଚ୍ଛା ହୋର୍ଡିଂ ଲାଗିଛି । ହେଲେ କୌଣସି ଗୋଟିଏ ବି ହୋର୍ଡିଂରେ କଂଗ୍ରେସ ଦଳର ଚିହ୍ନ କିମ୍ବା ନେତୃତ୍ଵଙ୍କ ଫଟୋ ନାହିଁ ।

ସହରରେ ଲାଗିଥିବା ବଡ଼ ବଡ଼ ହୋର୍ଡିଂର ଡାହାଣ ପାର୍ଶ୍ଵରେ ମହମ୍ମଦ ମୋକିମ୍ ଏବଂ ବାମ ପାର୍ଶ୍ଵରେ ରହିଛି ସୋଫିଆଙ୍କ ଫଟୋ । ତେବେ ଏହି ହୋର୍ଡିଂ କିଏ ଲଗାଇଛି ତାହା ସ୍ପଷ୍ଟ ହୋଇ ନାହିଁ । ହୋର୍ଡିଂ ମହମ୍ମଦ ମୋକିମ୍ ଲଗାଇଛନ୍ତି ନା ସୋଫିଆ ଫିର୍ଦ୍ଦୋସ ଲଗାଇଛନ୍ତି ଜଣାପଡ଼ିନି ।

କଂଗ୍ରେସର ଚିହ୍ନ ଏବଂ ନେତାଙ୍କ ଫଟୋ ନଥାଇ ମୋକିମ୍ ଓ ସୋଫିଆଙ୍କ ନୂଆବର୍ଷ ଶୁଭେଚ୍ଛା ହୋର୍ଡିଂ ଦଳ ଭିତରେ ଦ୍ଵନ୍ଦ୍ଵ ସୃଷ୍ଟି କରିଛି । ନିକଟରେ କଂଗ୍ରେସ ମହମ୍ମଦ ମୋକିମ୍‌ଙ୍କୁ ଦଳରୁ ବହିଷ୍କାର କରିଥିଲା । ଯାହାପରେ ମୋକିମ୍ କହିଥିଲେ, “ଦଳ ମୋତେ ବହିଷ୍କାର କରିଛି କିନ୍ତୁ ମୁଁ ରାଜନୀତିରେ ଅଛି, ଲୋକଙ୍କ ସହ ଅଛି ।”

ଦଳ ବାପାଙ୍କୁ ବହିଷ୍କାର କରିଥିବା ବେଳେ ଏବେ ବି ଝିଅ ସୋଫିଆ ଫିର୍ଦ୍ଦୋସ କଂଗ୍ରେସରେ ଅଛନ୍ତି । ଆଉ ଏବେ ଦଳରେ ଥାଇ ସୋଫିଆଙ୍କ ନୂଆବର୍ଷ ଶୁଭେଚ୍ଛା ବାର୍ତ୍ତା କଂଗ୍ରେସ କର୍ମୀଙ୍କୁ ଦ୍ଵନ୍ଦ୍ଵରେ ପକାଇଛି । ଏନେଇ ମହମ୍ମଦ ମୋକିମ୍ କିମ୍ବା ସୋଫିଆ ଫିର୍ଦ୍ଦୋସଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ସେପଟେ ସୋଫିଆ ଫିର୍ଦ୍ଦୋସଙ୍କ ବାସଭବନରେ ମୋକିମ ମେଳି ବାନ୍ଧିଛନ୍ତି । କିଛି ବିଦ୍ରୋହୀ କଂଗ୍ରେସ ନେତା ଓ ବସ୍ତି ନେତାଙ୍କୁ ନେଇ ବୈଠକ କରିଛନ୍ତି ବରିଷ୍ଠ ନେତା ମହମ୍ମଦ ମୋକିମ୍ । ତେବେ ବଡ଼ କଥା ହେଉଛି, ବୈଠକଟି ୪ ନମ୍ବର ଏମଏଲଏ କଲୋନୀରେ ଥିବା କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ସରକାରୀ ବାସଭବନରେ ହୋଇଛି । ଯାହାକୁ ନେଇ ଚର୍ଚ୍ଚା ବାପା ମୋକିମଙ୍କ ରାସ୍ତାରେ ଯାଉଛନ୍ତି କି ଝିଅ ସୋଫିଆ ?

Tags: congresscuttacksofia firdus
ShareTweetShareSend
Sanchar Live

Sanchar Live

Next Post
ନୂଆବର୍ଷ ପାଇଁ ପୁରୀରେ ହାଇଆଲର୍ଟ

ନୂଆବର୍ଷ ପାଇଁ ପୁରୀରେ ହାଇଆଲର୍ଟ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.