Thursday, August 13, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ସାଲିଆ ସାହିରେ ଚାଲିଛି ଜବରଦଖଲ ଉଚ୍ଛେଦ

Sanchar Live by Sanchar Live
November 18, 2025
in ଓଡିଶା
0
ସାଲିଆ ସାହିରେ ଚାଲିଛି ଜବରଦଖଲ ଉଚ୍ଛେଦ
0
SHARES
32
VIEWS
FacebookTwitter

ସାଲିଆ ସାହିରେ ଚାଲିଛି ଜବରଦଖଲ ଉଚ୍ଛେଦ । ଏଥିପାଇଁ ପାଞ୍ଚ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଉଚ୍ଛେଦକୁ ବିରୋଧ କରି ରାସ୍ତାରେ ବସିଲେ ବସ୍ତି ବାସିନ୍ଦା । ବିଏମସି ଓ ବିଡିଏ ପକ୍ଷରୁ ମିଳିତ ଭାବରେ ଉଚ୍ଛେଦ ହେବ ସାଲିଆ ସାହିର କିଛି ଅଞ୍ଚଳ ।

ଭୁବନେଶ୍ଵର ସାଲିଆ ସାହିରେ ବୁଲିଲା ବୁଲଡୋଜର । ଭାଙ୍ଗିଲା ଘର । ନନ୍ଦନକାନନରୁ ଜୟଦେବ ବିହାରକୁ ଯୋଡିବାକୁ ଭୁବନେଶ୍ଵର ଲେଫ୍ଟ ପାରାଲାଲ ରୋଡ ପାଇଁ ଧୀରେ ଧୀରେ ଫିଟୁଛି ବାଟ । ସହରରୁ କମିବ ଭିଡ । ଖୋଲିବ ଜୟଦେବ ବିହାର ନନ୍ଦନକାନନ ଲେଫ୍ଟ ପାରାଲାଲ ରୋଡ । ଆଉ ପାଦେ ଆଗେଇଲା ଭୁବନେଶ୍ବର ବାମପାର୍ଶ୍ବ ୨୦୦ ଫୁଟିଆ ରାସ୍ତ କାମ । ଆଫରଡେବୁଲ ହାଉସିଂ ଘର ପାଇବା ପରେ ବି ଘର ଛାଡୁନଥିବା ଜବରଦଖଲକାରୀଙ୍କୁ ଉଚ୍ଛେଦ କରିଛି ବିଡିଏ ବିଏମସି ଜଏଣ୍ଟ ଏନଫୋର୍ସମେଣ୍ଟ ଟିମ୍ । ସାଲିଆ ସାହିରେ ଉଚ୍ଛେଦକୁ ଜୋରଦାର କରିଛି ବିଏମ୍‌ସି ଓ ବିଡିଏର ମିଳିତ ଏନଫୋର୍ସମେଣ୍ଟ ଟିମ୍ ।

ସୂଚନାନୁଯାୟୀ ସାଲିଆ ସାହିରେ ଚାଲିଛି ଜବରଦଖଲ ଉଚ୍ଛେଦ । ଉଚ୍ଛେଦକୁ ବିରୋଧ କରି ରାସ୍ତାରେ ବସିଲେ ବସ୍ତି ବାସିନ୍ଦା । ବିଏମସି ଓ ବିଡିଏ ପକ୍ଷରୁ ମିଳିତ ଭାବରେ ଉଚ୍ଛେଦ ହେଉଛି ସାଲିଆ ସାହିର କିଛି ଅଞ୍ଚଳ । ଏକାମ୍ରକାନନରୁ ଅନ୍ଧାରୁଆ ୧୩ କିମି ପର୍ଯ୍ୟନ୍ତ ଲେଫ୍ଟ ପାରାଲାଲ ରାସ୍ତା ପାଇଁ ଏହି ଉଚ୍ଛେଦ କରୁଛି ବିଏମସି ଓ ବିଡିଏ । ପୂର୍ବରୁ ମଧ୍ୟ ଉଚ୍ଛେଦ କରିଥିଲା ବିଡିଏ ଓ ବିଏମସିର ମିଳିତ ଟିମ । ମଙ୍ଗଳବାର ଠାରୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବାକିଥିବା ଆଉ ପାଖାପାଖି ୫୧୭ ଘର ଉଚ୍ଛେଦ କରାଯିବ । ଉଚ୍ଛେଦରେ ବିଏମସି, ବିଡିଏ, ୱାଟକୋ, ବିଦ୍ୟୁତ ବିଭାଗ ସହ ୫ ପ୍ଲାଟୁନ ପୋଲିସ ଫୋର୍ସ ଘଟଣା ସ୍ଥଳରେ ମୁତୟନ ହୋଇଛନ୍ତି ।

ସେପଟେ ଉଚ୍ଛେଦକୁ ବିରୋଧ କରିଛନ୍ତି ସାଲିଆ ସାହି ବାସିନ୍ଦା । ଯେଉଁମାନେ ଜାଗା ମିସନରେ ଘର ପାଇ ସାରିଛନ୍ତି ସେମାନେ ଘର ଛାଡୁ ନଥିବା ବେଳେ ଆଜି ବିଏମସି ତରଫରୁ ଉଚ୍ଛେଦ ଆରମ୍ଭ କରାଯାଇଛି ।

ଏକାମ୍ରକାନନ ଛକରୁ ହତିଆସୁଣୀ ପଡ଼ିଆ ମଧ୍ୟ‌ରେ ସାଲିଆସାହି ଭିତରେ ପ୍ରାୟ କିଛି ମିଟର କାମ ବାକି ରହିଛି । ବସ୍ତିବାସିନ୍ଦାଙ୍କ ପ୍ରବଳ ବିରୋଧ ଯୋଗୁଁ ୩ ବର୍ଷ ହେଲା ଏହି କାମ ଅଧାପନ୍ତରିଆ ହୋଇ ପଡ଼ିରହିଛି । ଏକାମ୍ରକାନନ ପାର୍ଶ୍ବରୁ ୨୫୦ ମିଟର ରାସ୍ତା କାମ ଖୁବ୍‌ଶୀଘ୍ର ଆରମ୍ଭ ହେବ । ଦୁଇ ବର୍ଷ ହେଲା ହାତିଆଶୁଣୀ ପଡ଼ିଆ ଠାରୁ ଗୋଟିଏ ମିଟର ବି ରାସ୍ତା ନିର୍ମାଣ ହୋଇପାରି ନାହିଁ ।

Tags: evitionsaliasahi
ShareTweetShareSend
Sanchar Live

Sanchar Live

Next Post
ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରାର ନୂଆ କଂସ ମହାରାଜା ହେଲେ ସୁଶୀଲ କୁମାର ମେହେର

ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରାର ନୂଆ କଂସ ମହାରାଜା ହେଲେ ସୁଶୀଲ କୁମାର ମେହେର

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଘରଭଡା ଦେଖିବାକୁ ଯାଉଥିଲେ ପଢନ୍ତୁ….
  • ଆନ୍ତର୍ଜାତୀୟ ବେଶ୍ୟାବୃତ୍ତି ସିଣ୍ଡିକେଟ୍ ଚଳାଇବା ଅଭିଯୋଗରେ ଲୋଲା ଗିରଫ
  • ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି: ୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ
  • ନିକିତା ରାୱଲଙ୍କ ଏହି ଭିଡିଓ ଭାଇରାଲ
  • ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ: ୫ ଅଟକ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.