Saturday, September 12, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଅପରାଧ

ଜେଲ୍‌ରେ ଗ୍ୟାଙ୍ଗ ୱାର : କଏଦୀଙ୍କ ଆକ୍ରମଣରେ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ସମେତ ୪ ୱାର୍ଡର ଆହତ

Sanchar Live by Sanchar Live
October 27, 2025
in ଅପରାଧ
0
ଜେଲ୍‌ରେ ଗ୍ୟାଙ୍ଗ ୱାର : କଏଦୀଙ୍କ ଆକ୍ରମଣରେ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ସମେତ ୪ ୱାର୍ଡର ଆହତ
0
SHARES
54
VIEWS
FacebookTwitter

ସଂଚାର ବ୍ୟୁରୋ: ଜେଲ୍‌ରେ ଗ୍ୟାଙ୍ଗ ୱାର । ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ସହ ୪ ୱାର୍ଡର ଆହତ । ନୟାଗଡ଼ ଜିଲ୍ଲା କାରାଗାରରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଖୁଣ୍ଟୁବନ୍ଧସ୍ଥିତ ନୟାଗଡ଼ ଜିଲ୍ଲା ଜେଲ୍‌ରେ କଏଦୀଙ୍କ ସଂଘର୍ଷରେ ଆହତ ହୋଇଛନ୍ତି ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ।

କୌଣସି କାରଣକୁ ନେଇ ହଠାତ୍ ଜେଲ୍‌ରେ ଥିବା କଏଦୀଙ୍କ ୨ ଗୋଷ୍ଠୀ ମଧ୍ୟରେ ଝଗଡ଼ା ହୋଇଥିଲା । କଏଦୀ ୨ ଗୋଷ୍ଠୀ ହାତାହାତି ହୋଇଥିବା ବେଳେ ଛଡ଼ାଇବାକୁ ଚେଷ୍ଟା କରିଥିଲେ ଜେଲ୍ ଅଧୀକ୍ଷକ ଓ ୱାର୍ଡର । ସଂଘର୍ଷ ଶାନ୍ତ କରିବାକୁ ଯାଇ ଜେଲ୍ ଅଧୀକ୍ଷକଙ୍କ ସହ ୪ ଜଣ ୱାର୍ଡର ଆହତ ହୋଇଛନ୍ତି ।କଏଦୀଙ୍କ ୨ ଗୋଷ୍ଠୀ ମୁହାଁମୁହିଁରେ ଏକାଧିକ କଏଦୀ ମଧ୍ୟ ଆହତ ହୋଇଛନ୍ତି । ଜେଲ୍ ପରିସରରେ ଗୋଷ୍ଠୀ ସଂଘର୍ଷର ନେଇ ନୟାଗଡ଼ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଜେଲ୍ ଅଧୀକ୍ଷକ ବାବୁଲି ବାରିକ । ଏତଲା ପରେ ଜେଲ୍‌ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ନୟାଗଡ଼ ସଦର ଥାନା ପୋଲିସ ।

ଏହା ପୂର୍ବରୁ ଦଶହରା ରାତିରେ କଟକ ଚୌଦ୍ଵାର ମଣ୍ଡଳ କାରାଗାରରୁ ଚମ୍ପଟ ମାରିଥିଲେ ୨ ବିହାରୀ କଏଦୀ । କଏଦୀ ଫେରାର୍ ଘଟଣା ତଦନ୍ତ ପରେ ଜେଲ ଡିଜିଙ୍କୁ ତଦନ୍ତ ରିପୋର୍ଟ ଦେଇଛନ୍ତି ଡିଆଇଜି । ରିପୋର୍ଟରେ ଅଧୀକ୍ଷକ ଓ ଜେଲରଙ୍କ ଅବହେଳା କଥା ରିପୋର୍ଟରେ କୁହାଯାଇଥିବା ସୂଚନା ମିଳିଛି ।

Tags: Jailnayagarh
ShareTweetShareSend
Sanchar Live

Sanchar Live

Next Post
ବାତ୍ୟା ପାଇଁ କୋରାପୁଟ ଜିଲ୍ଲା ପକ୍ଷରୁ ପ୍ରସ୍ତୁତି

ବାତ୍ୟା ପାଇଁ କୋରାପୁଟ ଜିଲ୍ଲା ପକ୍ଷରୁ ପ୍ରସ୍ତୁତି

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କାହିଁକି ଭାଇରାଲ ୮୦ ଦଶକର ଫଟୋ? ଆପଣ ଵି ଏମିତି କରନ୍ତୁ…
  • କେନାଲରେ ଭାସିଯାଇ ଭାଇ-ଭଉଣୀ ମୃତ
  • BRICS ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିଲେ ସି ଜିନପିଙ୍ଗ
  • ଆଜିଠୁ ୪ ଦିନ ବ୍ୟାଙ୍କ ଛୁଟି
  • ଓଡ଼ିଆ ସାମ୍ବାଦିକତାରୁ କମୁଛି Gen-Z ଙ୍କ ଆଗ୍ରହ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.