Wednesday, March 4, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଧୁମଧାମରେ ଚାଲିଛି ମା’ ଗଜଲକ୍ଷ୍ମୀଙ୍କ ପୂଜା

Sanchar Live by Sanchar Live
October 7, 2025
in ଓଡିଶା
0
ଧୁମଧାମରେ ଚାଲିଛି ମା’ ଗଜଲକ୍ଷ୍ମୀଙ୍କ ପୂଜା
0
SHARES
9
VIEWS
FacebookTwitter

ମା ଯୋଗମାୟାଙ୍କ ବିଦାୟ ପରେ ଧରାବତରଣ କରିଛନ୍ତି ଧନଦାତ୍ରୀ ମା ମହାଲକ୍ଷ୍ମୀ । ଏଥିପାଇଁ ସହର ଠାରୁ ଗାଁ ସବୁଠି ଲାଗିଛି ପୂଜା ମାହୋଲ । ସେହିପରି ଅନୁଗୋଳରେ ମଧ୍ୟ ଆରମ୍ଭ ହୋଇଛି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ମହୋତ୍ସବ । ଏଥର ସହର ସମେତ ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳରେ ମା’ଙ୍କର ପୂଜା ବେଶ ଧୁମଧାମରେ ଆରମ୍ଭ ହୋଇଛି । କେବଳ ସହର ମଧ୍ୟରେ ୩୬ ଟି ମଣ୍ଡପରେ ମା’ ଧନଦାତ୍ରୀଙ୍କୁ ଆବାହନ କରାଯାଇଛି । ଆଉ ଏଥିପାଇଁ ସାରା ସହରଟା ସଜେଇ ହୋଇଛି ।

କୁମାର ପୁର୍ଣ୍ଣିମା ଦିନଠାରୁ ମା’ଙ୍କୁ ଆବାହନ ବିଧି ରହିଥିବା ବେଳେ ସମସ୍ତ ମଣ୍ଡପରେ ମା’ଙ୍କର ବିଧି ପୂର୍ବକ ପୂଜା ହୋଇଛି । ସୋମବାର ବିଳମ୍ବିତ ରାତିରେ କଳସ ଯାତ୍ରା କରି ମଣ୍ଡପ କର୍ମକର୍ତ୍ତାମାନେ ଗଙ୍ଗା ଆବାହନ କରିବା ସହ ମାଆଙ୍କ ଆବାହନୀ ପୂଜା କରିଥିଲେ । ମା’ଙ୍କର ପ୍ରାଣ ପ୍ରତିଷ୍ଠା କରାଯାଇ ଚକ୍ଷୁ ଦାନ ପରେ ଷୋଡସହ ଉପଚାରରେ ପୂଜା ଆରମ୍ଭ ହୋଇଛି ।

ଏଥିପାଇଁ ଅନୁଗୁଳ ସହର ବିଭିନ୍ନ ପ୍ରକାର ଆଲୋକମାଳାରେ ସଜ୍ଜିତ ହୋଇଥିବା ବେଳେ ଉତ୍ସବ ମୁଖରିତ ହୋଇ ଉଠିଛି ସାରା ଅନୁଗୋଳ ସହର । ଏଥର ପୂଜାରେ କିଏ ମୂର୍ତ୍ତୀ ନିର୍ମାଣଙ୍କୁ ଅଧିକ ଗୁରୁତ୍ଵ ଦେଇଛି ତ ଆଉ କିଏ ତୋରଣ ନିର୍ମାଣ ଉପରେ ଦେଇଛନ୍ତି ଗୁରୁତ୍ଵ । ରାଜ୍ୟ ତଥା ରାଜ୍ୟ ବାହାରର ଶିଳ୍ପୀ ଓ କାରିଗର ଏଥର ଅନୁଗୋଳରେ ମୂର୍ତ୍ତୀ ନିର୍ମାଣ କରିଛନ୍ତି ।

ସହରରେ ପୂଜା ଭିଡକୁ ନଜରରେ ରଖି ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିପାଇଁ ସୋମବାର ସନ୍ଧ୍ୟାରେ ଅନୁଗୋଳ ସହରରେ ପୋଲିସ ପକ୍ଷରୁ କମାଣ୍ଡୋ ବାହିନୀ ଏବଂ ଶକ୍ତି ବାହିନୀ ଆରମ୍ଭ କରାଯାଇଛି । ପୂଜାପାଇଁ ସହରରେ ୱାନ ୱେ ଟ୍ରାଫିକ ବ୍ୟବସ୍ଥା ସହ ତିନିଜଣ ଅତିରିକ୍ତ ଏସପିଙ୍କୁ ସୁରକ୍ଷା ଦାୟୀତ୍ଵ ଦିଆଯାଇଛି ।

ShareTweetShareSend
Sanchar Live

Sanchar Live

Next Post
ପୁଣି ଥରେ ମା’ ହେବେ କମେଡିଆନ୍ ଭାରତୀ ସିଂ

ପୁଣି ଥରେ ମା’ ହେବେ କମେଡିଆନ୍ ଭାରତୀ ସିଂ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.