Sunday, October 18, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

କାମ ଥିଲେ ଶୀଘ୍ର ସାରନ୍ତୁ, ଅକ୍ଟୋବର ମାସରେ ଏତେ ଦିନ ବ୍ୟାଙ୍କ ଛୁଟି….

Sanchar Live by Sanchar Live
September 26, 2025
in ଓଡିଶା
0
କାମ ଥିଲେ ଶୀଘ୍ର ସାରନ୍ତୁ, ଅକ୍ଟୋବର ମାସରେ ଏତେ ଦିନ ବ୍ୟାଙ୍କ ଛୁଟି….
0
SHARES
227
VIEWS
FacebookTwitter

ଆରମ୍ଭ ହୋଇଛି ପାର୍ବଣ ଋତୁ । ଦଶହରା, ଗଜଲକ୍ଷ୍ମୀ ପୂଜା, ଦୀପାବଳୀ ଓ ଛଟ ପୂଜା ପାଇଁ ଦେଶରେ ଉତ୍ସବର ମାହୋଲ ଥିବା ବେଳେ ଅକ୍ଟୋବର ମାସ ପାଇଁ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ ପାଇଛି । ଅକ୍ଟୋବର ମାସରେ ପାଖାପାଖି 20 ଦିନ ବ୍ୟାଙ୍କ ବନ୍ଦ ରହିବ । ଏଥିରେ 4ଟି ରବିବାର ଓ ଦ୍ବିତୀୟ ଓ ଚତୁର୍ଥ ଶନିବାର ସାମିଲ ଅଛି । ଅକ୍ଟୋବର ମାସରେ ବ୍ୟାଙ୍କ ଛୁଟିର ତାଲିକା ବହୁତ ଲମ୍ବା ଥିବା ବେଳେ ବିଭିନ୍ନ ସହରରେ ଭିନ୍ନ ଭିନ୍ନ ତାରିଖରେ ଛୁଟି ଲାଗୁ ହେବ ।

ପ୍ରତ୍ୟେକ ରାଜ୍ୟର ନିର୍ଦ୍ଦିଷ୍ଟ ପର୍ବପର୍ବାଣୀ କ୍ଷେତ୍ରରେ, କେବଳ ସେହି ରାଜ୍ୟଗୁଡ଼ିକରେ ବ୍ୟାଙ୍କ ସେବା ବନ୍ଦ ରହିବ । ନେଗୋସିଆବଲ୍ ଇନଷ୍ଟ୍ରୁମେଣ୍ଟ୍ସ ଆକ୍ଟ ଅନୁଯାୟୀ, ଭାରତୀୟ ରିଜର୍ଭ ବ୍ୟାଙ୍କ(RBI)ର ଛୁଟି ଦିନ ତାଲିକା ଉପରେ ଆଧାରିତ ଏହି ଛୁଟିଦିନଗୁଡ଼ିକ ରାଜ୍ୟ ଏବଂ ପର୍ବ ଅନୁସାରେ ଅଲଗା ହୋଇଥାଏ । ତେବେ ଅକ୍ଟୋବର ମାସରେ କେଉଁ ରାଜ୍ୟ ଏବଂ ସହରରେ କେବେ ବ୍ୟାଙ୍କ ବନ୍ଦ ରହିବ ଓ ଓଡ଼ିଶାରେ କେତେ ଦିନ ବ୍ୟାଙ୍କ ବନ୍ଦ ରହିବ ତାହାର ସମ୍ପୂର୍ଣ୍ଣ ତାଲିକା ଜାଣନ୍ତୁ ।

ଅକ୍ଟୋବର ମାସରେ ବ୍ୟାଙ୍କ ଛୁଟି:

  • 1 ଅକ୍ଟୋବର: ନବରାତ୍ରି ସମାପ୍ତି, ମହାନବମୀ, ଦଶହରା ତଥା ବିଜୟା ଦଶମୀ/ ଦୁର୍ଗାପୂଜା କାରଣରୁ ଓଡ଼ିଶା, ବେଙ୍ଗାଲୁରୁ, ଅଗରତଲା, ଚେନ୍ନାଇ, ଗାଙ୍ଗଟକ, ଗୌହାଟୀ, ଇଟାନଗର, କାନପୁର, କୋଚି, କୋହିମା, କୋଲକାତା, ଲକ୍ଷ୍ନୌ, ପାଟନା, ରାଞ୍ଚି, ସିଲଙ୍ଗ ଓ ଥିରୁବନ୍ତପୁରମରେ ବ୍ୟାଙ୍କ ବନ୍ଦ ରହିବ ।
  • 2 ଅକ୍ଟୋବର: ଗାନ୍ଧୀ ଜୟନ୍ତୀ, ଦଶହରା, ବିଜୟା ଦଶମୀ ଓ ଦୁର୍ଗା ପୂଜା ପାଇଁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ ।
  • 3 ଓ 4 ଅକ୍ଟୋବର: ଦୁର୍ଗାପୂଜା ଯୋଗୁଁ ଗ୍ୟାଙ୍ଗଟକରେ ସବୁ ବ୍ୟାଙ୍କ ବନ୍ଦ ରହିବ ।
  • 6 ଅକ୍ଟୋବର: ଲକ୍ଷ୍ମୀପୂଜା ପାଇଁ ତ୍ରୀପୁରା ଓ ପଶ୍ଚିମବଙ୍ଗରେ ବ୍ୟାଙ୍କ ବନ୍ଦ ରହିବ ।
  • 7 ଅକ୍ଟୋବର: ମହର୍ଷି ବାଲ୍ମିକୀ ଜୟନ୍ତୀ, କୁମାର ପୂର୍ଣ୍ଣିମା/ ଗଜଲକ୍ଷ୍ମୀ ପୂଜା ପାଇଁ ଓଡ଼ିଶା, କର୍ଣ୍ଣାଟକ, ପଞ୍ଜାବ, ହରିୟାଣା ଓ ହିମାଚଳପ୍ରଦେଶରେ ବ୍ୟାଙ୍କ ସେବା ବନ୍ଦ ରହିବ ।
  • 10 ଅକ୍ଟୋବର: କରୱା ଚୌଥ ପାଇଁ ହିମାଚଳପ୍ରଦେଶରେ ବ୍ୟାଙ୍କ ସେବା ବନ୍ଦ ରହିବ ।
  • 18 ଅକ୍ଟୋବର: କଟି ବିହୁ ଯୋଗୁଁ ଗୌହାଟୀରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।
  • 20 ଅକ୍ଟୋବର: ଦୀପାବଳୀ, ନରକ ଚତୁର୍ଦଶୀ ଓ କାଳୀ ପୂଜା ପାଇଁ ଅହମଦାବାଦ, ବେଙ୍ଗାଲୁରୁ, କୋଲକାତା, ନୂଆଦିଲ୍ଲୀ, ଲକ୍ଷ୍ନୌ, ଚେନ୍ନାଇ ସମେତ 25 ସହରରେ ବ୍ୟଙ୍କ ବନ୍ଦ ରହିବ ।
  • 21 ଅକ୍ଟୋବର: ଦୀପାବଳୀ ଅମାବାସ୍ଯା ଓ ଗୋବର୍ଦ୍ଧନ ପୂଜା ପାଇଁ ଓଡ଼ିଶା, ମଧ୍ୟପ୍ରଦେଶ, ଗାଙ୍ଗଟକ, ଇମ୍ଫାଲ, ଜମ୍ମୁ, ମୁମ୍ବାଇ, ଶ୍ରୀନଗର ଓ ନାଗପୁରରେ ବ୍ୟାଙ୍କ ବନ୍ଦ ରହିବ ।
  • 22 ଅକ୍ଟୋବର: ଦୀପାବଳୀ, ବିକ୍ରମ ସମ୍ବତ୍ ନବବର୍ଷ, ବାଲିପଦମୀ ଓ ଲକ୍ଷ୍ମୀ ପୂଜା ପାଇଁ ଅହମ୍ମଦାବାଦ, ବେଲାପୁର, ବେଙ୍ଗାଲୁରୁ, ଡେରାଡୁନ, ଗାଙ୍ଗଟକ, ଜୟପୁର, କାନପୁର, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର ଓ ପାଟନାରେ ବ୍ୟାଙ୍କ ବନ୍ଦ ରହିବ ।
  • 23 ଅକ୍ଟୋବର: ଭାଇ ଦୁଜ୍‌, ଭାତୃଦ୍ବିତୀୟା, ଚିତ୍ରଗୁପ୍ତ ଜୟନ୍ତୀ ଓ ଲକ୍ଷ୍ମୀ ପୂଜା ପାଇଁ ଅହମ୍ମଦାବାଦ, ଗାଙ୍ଗଟକ, ଇମ୍ଫାଲ, କାନପୁର, କୋଲକାତା, ଲକ୍ଷ୍ନୌ ଓ ଶିମଲାରେ ବ୍ୟାଙ୍କ ବନ୍ଦ ରହିବ ।
  • 27 ଓ 28 ଅକ୍ଟୋବର: ଛଟ୍‌ ପୂଜା ପାଇଁ କୋଲକାତା, ପାଟନା ଓ ରାଞ୍ଚିରେ ବ୍ୟାଙ୍କ ବନ୍ଦ ରହିବ ।
  • 31 ଅକ୍ଟୋବର: ସରର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିବସ ଉପଲକ୍ଷେ ଅହମ୍ମଦାବାଦରେ ବ୍ୟାଙ୍କ ବନ୍ଦ ରହିବ ।
  • ସାପ୍ତାହିକ ଅବକାଶ: ଏସବୁ ପର୍ବ ପାଇଁ ଛୁଟି ବ୍ୟତୀତ ମାସର ଦ୍ବିତୀୟ ଓ ଚତୁର୍ଥ ଶନିବାର ( ଅକ୍ଟୋବର 11 ଓ 25 ତାରିଖ) ଓ ମାସର 4ଟି ରବିବାର ( ଅକ୍ଟୋବର 5, 12, 19 ଓ 26 ତାରିଖ) ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ ।
Tags: bank holidayoctober month
ShareTweetShareSend
Sanchar Live

Sanchar Live

Next Post
ବେଦାନ୍ତ ଲାଞ୍ଜିଗଡ଼ର ଅନନ୍ୟ ପ୍ରୟାସ ‘ଶକ୍ତି’

ବେଦାନ୍ତ ଲାଞ୍ଜିଗଡ଼ର ଅନନ୍ୟ ପ୍ରୟାସ 'ଶକ୍ତି'

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଶପଥ ନେଲେ ନୂଆ ରାଜ୍ୟପାଳ
  • ନବରାତ୍ରି ଅଷ୍ଟମୀ ତିଥିରେ ମା’ ମହାଗୌରୀଙ୍କୁ କାହିଁକି କରାଯାଏ ପୂଜା
  • ପୂଜା ମଣ୍ଡପରେ ଦଳାଚକଟା ଘଟଣା: ଦୋଷୀଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ
  • କୋଲକାତା ଦୁର୍ଗାପୂଜାରେ ଅଘଟଣ: ୧୮ ମୃତ
  • ଇଣ୍ଟରନେଟ୍ ବ୍ୟବହାର କରିବା ପ୍ରତ୍ୟେକ ବ୍ୟକ୍ତିଙ୍କର ମୌଳିକ ଅଧିକାର: ସୁପ୍ରିମକୋର୍ଟ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • October 2026
  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.