Tuesday, March 3, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ଆଇପିଏଲରୁ ଆର.ଅଶ୍ବିନଙ୍କ ଅବସର

Sanchar Live by Sanchar Live
August 27, 2025
in କ୍ରୀଡ଼ା
0
ଆଇପିଏଲରୁ ଆର.ଅଶ୍ବିନଙ୍କ ଅବସର

Oplus_131072

0
SHARES
21
VIEWS
FacebookTwitter

ଟିମ୍ ଇଣ୍ଡିଆର କ୍ରିକେଟର ଆର୍. ଅଶ୍ବିନ IPLରୁ ଅବସର ନେଇଛନ୍ତି । ଭାରତୀୟ କ୍ରିକେଟ ଟିମର ପୂର୍ବତନ ସ୍ପିନର ଆର୍.ଅଶ୍ବିନ ଆଇପିଏଲରୁ ଅବସର ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କରିଛନ୍ତି ।

ଅଶ୍ବିନ ଲେଖିଛନ୍ତି, ମୋ ପାଇଁ ଏହି ଦିନ ସ୍ବତନ୍ତ୍ର । ପ୍ରତ୍ୟେକ ଅନ୍ତର ଶୁଭ ଆରମ୍ଭ ଥାଏ । ଆଇପିଏଲ କ୍ରିକେଟର ଭାବେ ମୋ ସମୟ ଶେଷ ହୋଇଛି । କିନ୍ତୁ ବିଭିନ୍ନ ଲିଗ ଖେଳକୁ ଖେଳିବାକୁ ଚାହୁଁଚି । ସବୁ ଆଇପିଏଲ ଫ୍ରାଞ୍ଚାଇଜ ଏବଂ ଏବଂ BCCIକୁ ଧନ୍ୟବାଦ ଜଣାଉଛି ଅଶ୍ବିନ ।

୫ଟି ଆଇପିଏଲ ଫ୍ରାଞ୍ଚାଇଜ୍ ପାଇଁ ଖେଳିଛନ୍ତି ଅଶ୍ବିନ । ୨୦୦୯ରେ ଚେନ୍ନାଇ ସୁପରକିଙ୍ଗସ ପାଇଁ ଡେବ୍ୟୁ କରିଥିଲେ । ଏହାପରେ ଚେନ୍ନାଇ, ରାଜସ୍ଥାନ ରୟାଲ୍ସ, ଦିଲ୍ଳୀ କ୍ୟାପିଟାଲ୍ସ, ରାଇଜିଂ ପୁନେ ସୁପରିଜିଆଣ୍ଟ ଏବଂ ପଞ୍ଜାବ କିଙ୍ଗସ୍ ପାଇଁ ଖେଳିଛନ୍ତି । ଆଇପିଏଲରେ ୨୨୧ଟି ମ୍ୟାଚ ଖେଳିଥିବାବେଳେ ୧୮୭ଟି ୱିକେଟ ନେଇଛନ୍ତି । ୨୦୨୫ ଆଇପିଏଲରେ ଚେନ୍ନାଇ ପକ୍ଷରୁ ଖେଳିଥିଲେ ଆର ଅଶ୍ବିନ । ବିଶ୍ବବ୍ୟାପୀ ଅନ୍ୟ ଟି-୨୦ ଲିଗ ଉପରେ ତାଙ୍କର ନଜର ଥିବା ସେ ସଂକେତ ଦେଇଛନ୍ତି । ତେବେ ଅଶ୍ବିନ ୨୦୨୪ରେ ଅର୍ନ୍ତଜାତୀୟ କ୍ରିକେଟରୁ ଅବସର ନେଇଥିଲେ ।

Tags: cricketiplRabichandran aswin
ShareTweetShareSend
Sanchar Live

Sanchar Live

Next Post
ଚାଷୀଙ୍କ ଖାତାକୁ ଗଲା CM କିଷାନ ଯୋଜନାର ତୃତୀୟ କିସ୍ତି ଟଙ୍କା

ଚାଷୀଙ୍କ ଖାତାକୁ ଗଲା CM କିଷାନ ଯୋଜନାର ତୃତୀୟ କିସ୍ତି ଟଙ୍କା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.