Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ଜାଣନ୍ତୁ କାହିଁକି ପୂଜା ପରେ କୁକୁରଙ୍କୁ ଖାଦ୍ୟ ଦେଇଥାନ୍ତି ସାଇ ବାବାଙ୍କ ଭକ୍ତ

Sanchar Live by Sanchar Live
August 28, 2024
in ଜୀବନ ଶୈଳୀ
0
ଜାଣନ୍ତୁ କାହିଁକି ପୂଜା ପରେ କୁକୁରଙ୍କୁ ଖାଦ୍ୟ ଦେଇଥାନ୍ତି ସାଇ ବାବାଙ୍କ ଭକ୍ତ
0
SHARES
23
VIEWS
FacebookTwitter

ସଂଚାର ବ୍ୟୁରୋ: ସାଇ ବାବାଙ୍କ ଭକ୍ତ ପ୍ରତ୍ୟେକ ଗୁରୁବାର ସାଇ ବାବାଙ୍କ ବିଶେଷ ପୂଜା କରିଥାନ୍ତି । ଆଉ ଏହି ପୂଜା ପରେ ବାବାଙ୍କ ଭକ୍ତ ମାନେ କୁକୁର ହେଉ କି ଗାଇ ହେଉ ଖାଦ୍ୟ ଖୁଆଇଥାନ୍ତି । ହେଲେ ଆପଣ ଜାଣିଛନ୍ତି କି ଏହାର କାରଣ ? ତେବେ ଆଜି ଆସନ୍ତୁ ଏହି କାର୍ଯ୍ୟ କରିବା ପଛର କାରଣ …

ଥରେ ଶ୍ରମତୀ ତାରଖଡ ଦ୍ୱିପ୍ରହରର ରୋଷେଇ ସମାପ୍ତ କରି ତାହାକୁ ପରଷିବାକୁ ଉଦ୍ୟତ ହେବା ମାତ୍ରେକେ ଅଚାନକ ତାଙ୍କ ଘର ଆଗରେ ଗୋଟିଏ କୁକୁର ଆସି ଜୋରରେ ଭୁକିବାକୁ ଲାଗିଲା । ଶ୍ରୀମତି ତାରଖଡ ତୁରନ୍ତ ଉଠିଯାଇ ଗୋଟିଏ ରୁଟି ସେହି କୁକୁରଟିକୁ ଦେଲେ । କୁକୁରଟି ତାହା ଅତି ଆନନ୍ଦରେ ଖାଇଲା ।

ଏହାପରେ ଶ୍ରୀମତି ତାରଖଡ ସନ୍ଧ୍ୟା ସମୟରେ ମସଜିତ ଯାଇ ବସିଥିବା ସମୟରେ ବାବା କହିଲେ, ‘ ମା ଆଜି ତୁମେ ମୋତେ ବଡ ଶ୍ରଦ୍ଧାର ସହ ଖାଇବାକୁ ଦେଲ । ମୋର କ୍ଷୁଧାର୍ତ୍ତ ଆତ୍ମା ତୃପ୍ତ ହେଲା । ସଦୈବ ଏହିପରି କର୍ମକର,ଦିନେ ନା ଦିନେ ଏହାର ଉତ୍ତମ ଫଳ ମିଳିବ । ଏହି ମସଜିତରେ ବସି ମୁଁ ଅସତ୍ୟ କହିବି ନାହିଁ । ସବୁବେଳେ ପ୍ରଥମ କ୍ଷଧାର୍ତ୍ତକୁ ଭୋଜନ କରାଇ ତାପରେ ନିଜେ ଭୋଜନ କର’ ।

ବାବାଙ୍କ ଏହି ଉକ୍ତର ଅର୍ଥ ବୁଝିନପାରି ଶ୍ରୀମତି ତାରଖଡ କହିଲେ, ‘ ବାବା ମୁଁ ବା ଆପଣଙ୍କୁ କିପରି ଭୋଜନ କରାଇବି ? ମୁଁ ତ ନିଜ ଭୋଜନ ପାଇଁ ଅନ୍ୟ ଉପରେ ନିର୍ଭରଶୀଳ’ ।

ବାବା କହିଲେ, ସେହି ରୁଟିଟି ଖାଇ ମୋର ହୃଦୟ ତୃପ୍ତ ହୋଇଗଲା ଏବଂ ଏତେବେଳେ ପର୍ଯ୍ୟନ୍ତ ମୁଁ ଏଉଡି ମାରୁଛି । ତୁମେ ଭୋଜନ କରିବା ପୁର୍ବରୁ ଯେଉଁ କୁକୁରଟିକୁ ରୁଟି ଦେଲ, ସେ ମୋର ସ୍ୱରୂପ ଅଟେ ଏବଂ ଏହି ପ୍ରକାର ଅନ୍ୟାନ୍ୟ ପ୍ରାଣୀମାନେ ମଧ୍ୟ ମୋର ସ୍ୱରୂପ ଅଟନ୍ତି । ମୁଁ ହିଁ ସେମାନଙ୍କୁ ବିଭିନ୍ନ ଶରୀର ଦେଇଥାଏ । ଯେଉଁ ମାନେ ଏହି ସବୁ ପ୍ରାଣୀ ମାନଙ୍କ ଠାରେ ମୋ ଦର୍ଶନ କରିପାରନ୍ତି, ସେ ମୋର ଅତ୍ୟନ୍ତ ପି୍ରୟ ଅଟେ ।

Tags: odishasaibaba
ShareTweetShareSend
Sanchar Live

Sanchar Live

Next Post
ଆଜି ଏହିସବୁ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଖୁସି ଖବର

ଆଜିର ରାଶିଫଳ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.