Thursday, June 19, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

କେମିତି ରହିବ ଗିଲ୍ ବାହିନୀର ପ୍ରଦର୍ଶନ, କାଲିଠୁ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ

Sanchar Live by Sanchar Live
June 19, 2025
in କ୍ରୀଡ଼ା
0
କେମିତି ରହିବ ଗିଲ୍ ବାହିନୀର ପ୍ରଦର୍ଶନ, କାଲିଠୁ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ
0
SHARES
34
VIEWS
FacebookTwitter

ସଂଚାର ବ୍ୟୁରୋ: ଟିମ ଇଣ୍ଡିଆର ନୂଆ ଟେଷ୍ଟ ଅଧିନାୟ ସାଙ୍ଗକୁ ଯୁବ ଖେଳାଳି । ଇଂଲଣ୍ଡରେ କେମିତି ରହିବ ଭାରତୀୟ ଦଳର ପ୍ରଦର୍ଶନ । ଏହାକୁ ନେଇ ଏବେ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା । ବିରାଟ, ରୋହିତ ଏବଂ ଅଶ୍ବିନୀଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କ ବିନା ଇଂଲଣ୍ଡରେ ଟେଷ୍ଟ ସିରିଜ୍ ଖେଳିବାକୁ ଯାଉଛି ଭାରତ । ତେବେ ଦଳର ପ୍ରଦର୍ଶନ କିଭଳି ରହିବ ? ତେବେ ଶୁଭମନ ଗିଲଙ୍କ ଅଧିନାୟକତ୍ବରେ ଦଳ ବିଜୟ ହାସଲ କରି ନୂଆ ରେକର୍ଡ କରିବ କି ? ସେପଟେ ଇଂଲଣ୍ଡ ଭଳି ଶକ୍ତିଶାଳି ଦଳ ବିପକ୍ଷରେ ପୁଣି ଇଂଲଣ୍ଡ ମାଟିରେ ବିଜୟ ମଧ୍ୟ ଏତେ ସହଜ ନୁହେଁ ଏହାସହ ଇଂଲଣ୍ଡ ମଧ୍ୟ ଭାରତୀୟ ଦଳକୁ ସହଜରେ ନେଇ ପାରିବ ନାହିଁ । ନିକଟରେ ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବା ବହୁ ପ୍ରତିଭାବାନ ଖେଳାଳିମାନେ ଏହି ଗସ୍ତରେ ରହିଛନ୍ତି ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି କି, ବୁମରାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି । କାରଣ ଭାରତ ହେଉ କିମ୍ବା ବିଦେଶ ସବୁବେଳେ ଭାରତଙ୍କୁ ସଙ୍କଟରୁ ମୁକ୍ତ କରିଆସୁଥିବା ବୁମରା ଭାରତ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହ ଇଂଲଣ୍ଡର ବ୍ୟାଟ୍ସମ୍ୟାନଙ୍କୁ ଅକଳରେ ପକାଇ ପାରନ୍ତି ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ରଖିଛନ୍ତି । ବୁମରା ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ଜୋ ରୁଟଙ୍କୁ ୯ଥର ଆଉଟ କରିଥିବାବେଳେ ବିଦେଶରେ ମଧ୍ୟ ଦମଦାର ପ୍ରଦର୍ଶନ କରିଥିବାର ନଜିର ରହିଛି । ଏପରିକି ଇଂଲଣ୍ଡରେ ୩୪ ଓ୍ବିକେଟ ଅକ୍ତିଆର କରିସାରିଛନ୍ତି ବୁମରା । ଏଣୁ ଆଶା ରଖାଯାଇଛି କି, ଏହି ସିରିଜରେ ସେ ୫୦ ଓ୍ବିକେଟ ଅକ୍ତିଆର କରିବା ସହ ପ୍ରଥମ ଭାରତୀୟ ବୋଲର ଭାବେ ନୂଆ ରେକର୍ଡ କରିବେ ।

Tags: englandindiatest cricket
ShareTweetShareSend
Sanchar Live

Sanchar Live

Next Post
ବିମାନ ବନ୍ଦର ପାଖରେ ରହିବନି ବଡ଼ ବିଲ୍ଡିଂ

ବିମାନ ବନ୍ଦର ପାଖରେ ରହିବନି ବଡ଼ ବିଲ୍ଡିଂ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ନିମନ୍ତେ ମନୋନୀତ ହୋଇଥିବା ଆସୋସିଏଟ୍ ପ୍ରଫେସରଙ୍କୁ ସମ୍ବର୍ଦ୍ଧିତ କଲେ ସୋଆ ପ୍ରତିଷ୍ଠାତା ସଭାପତି
  • ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ଖେଳୁଥିବା ସମୟରେ ପୋଖରୀରେ ପଡି ଦୁଇ ଭଉଣୀଙ୍କ ମୃତ୍ୟୁ
  • ଘରେ ପଶି ମାରଣାସ୍ତ୍ର ଦେଖାଇ ମହିଳାଙ୍କୁ ଦୁଷ୍କର୍ମ
  • ସୁନା-ରୂପା କିଣିବା ପାଇଁ ଚାହୁଁଛନ୍ତି କି ? ଜାଣନ୍ତୁ ସହରରେ କଣ ରହିଛି ଦାମ..

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.