Wednesday, March 4, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ଆସନ୍ତା ଜୁଲାଇ ୩ରୁ ଆରମ୍ଭ ଅମରନାଥ ଯାତ୍ରା

Sanchar Live by Sanchar Live
June 6, 2025
in ଭାରତ
0
ଆସନ୍ତା ଜୁଲାଇ ୩ରୁ ଆରମ୍ଭ ଅମରନାଥ ଯାତ୍ରା
0
SHARES
7
VIEWS
FacebookTwitter

ତୀର୍ଥଯାତ୍ରୀଙ୍କ ପାଇଁ ଖୁସି ଖବର । ଆସନ୍ତା ଜୁଲାଇ ୩ରୁ ଆରମ୍ଭ ଅମରନାଥ ଯାତ୍ରା । ଚଳିତବର୍ଷ ୫୨ ବଦଳରେ ୩୮ ଦିନ ହେବ ଯାତ୍ରା। ଅଗଷ୍ଟ ୯ ପର୍ଯ୍ୟନ୍ତ ଯାତ୍ରୀ ଅମରନାଥଙ୍କୁ ଦର୍ଶନ କରିବାକୁ ସୁଯୋଗ ପାଇବେ । ସିଆରପିଏଫ ଓ ଅର୍ଦ୍ଧ ସାମରିକ ବଳର ୫୮୧ କମ୍ପାନୀ ସୁରକ୍ଷାରେ ନିୟୋଜିତ ରହିବେ । ସମସ୍ତ ସିକ୍ୟୁରିଟି ରୁଟ୍କୁ ସିକ୍ୟୁରିଟି ଅଡିଟ ଏବଂ ଡିଜିଟାଲ ମ୍ୟାପିଂ କରାଯିବ । ଯାତ୍ରା କରୁଥିବା ବାଟରେ ଜାମର ଲାଗିବ । ଏହାଦ୍ବାରା ଆଇଡି ବ୍ଲାଷ୍ଟ ଭଳି ଘଟଣା ରୋକାଯାଇ ପାରିବ । ସୁରକ୍ଷାକର୍ମୀଙ୍କ ପାଖରେ ସାଟେଲାଇଟ ଫୋନ ରହିବ ।

ଯାତ୍ରୀ ଏବଂ ଗାଡିରେ ରେଡିଓ ଫ୍ରିକୁଏନ୍ସି ପରିଚୟ ପତ୍ର ମଧ୍ୟ ରହିବ । ସିଆରପିଏଫ ଡିଜି ନିଜେ ପହଲଗାମ ଯାଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ପ୍ରଥମ ଥର ପାଇଁ ଡ୍ରୋନ, କେ ନାଇନ ଡଗ୍ ସହ BDS ୟୁନିଟ ମଧ୍ୟ ତୀର୍ଥଯାତ୍ରୀଙ୍କୁ ସୁରକ୍ଷା ଯୋଗାଇବ । ପହଲଗାମ ଆତଙ୍କୀ ଆକ୍ରମଣ ପରେ ଜମ୍ମୁ କଶ୍ମୀରରେ ପବିତ୍ର ଯାତ୍ରା ସୁରକ୍ଷାକୁ କଡାକଡ଼ି କରାଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମେ ୩୦ ତାରିଖରେ ସମସ୍ତ ସୁରକ୍ଷା ଏଜେନ୍ସୀ ସହିତ ଆଲୋଚନା କରିଥିଲେ।

Tags: amarnath jatradivotoesindia
ShareTweetShareSend
Sanchar Live

Sanchar Live

Next Post
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.