Tuesday, March 3, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଭୁବନେଶ୍ଵର ସହଦେବ ହତ୍ୟାକାଣ୍ଡ ମାମଲା : ଭାଙ୍ଗିଲା ରାଜା ନାୟକର ଘର

Sanchar Live by Sanchar Live
May 23, 2025
in ଓଡିଶା
0
ଭୁବନେଶ୍ଵର ସହଦେବ ହତ୍ୟାକାଣ୍ଡ ମାମଲା : ଭାଙ୍ଗିଲା ରାଜା ନାୟକର ଘର
0
SHARES
25
VIEWS
FacebookTwitter

ସଂଚାର ବ୍ୟୁରୋ: ଭୁବନେଶ୍ଵର ସହଦେଵ ନାୟକ ହତ୍ୟାକାଣ୍ଡ ମାମଲା। ଭଙ୍ଗାଯାଉଛି ଅଭିଯୁକ୍ତଙ୍କ ଘର। କେଦାରପଲି ବସ୍ତିରେ ଅଭିଯୁକ୍ତଙ୍କ ଘର ଭାଙ୍ଗୁଛି କମିଶନରେଟ ପୋଲିସ, ବିଡ଼ିଏ ଏବଂ ବିଏମସି। ସରକାରୀ ଜମିରେ ଘର କରି ଅଭିଯୁକ୍ତ ଚଳାଇଥିଲେ ନିଶା କାରବାର । ୨୦୨୫ ଜାନୁଆରୀ ୮ରେ ସହଦେଵ ନାୟକଙ୍କ ହୋଇଥିଲା ବୀଭତ୍ସ ହତ୍ୟା। ଦୁଇଟି ଗାଡ଼ିରେ ଆସି ଗଣ୍ଡିମୁଣ୍ଡକୁ ଅଲଗା କରିଦେଇଥିଲେ ଅଭିଯୁକ୍ତ। ପୂରା ଘଟଣାରେ ସେତବେଳେ ୬ ଜଣଙ୍କୁ ଗିରଫ କରିଥିଲା ସ୍ପେଶାଲ ସ୍କ୍ବାଡ। କିନ୍ତୁ ବସ୍ତିରେ ନିଶା କାରବାରକୁ ନେଇ ଖବର ମିଳିବା ପରେ ଘର ଭାଙ୍ଗିବାକୁ ବିଡ଼ିଏକୁ ଚିଠି ଲେଖିଥିଲା କ୍ୟାପିଟାଲ ଥାନା ପୋଲିସ। ଅଭିଯୁକ୍ତ ରାଜା ନାୟକଙ୍କ ଘର ଭାଙ୍ଗୁଛି ପ୍ରଶାସନ ।

Tags: bhubaneswarsahadeb nayak case
ShareTweetShareSend
Sanchar Live

Sanchar Live

Next Post
ଶ୍ରୀମନ୍ଦିରରେ ଲାଗିବ ଆଣ୍ଟିଡ୍ରୋନ ବ୍ୟବସ୍ଥା

ଶ୍ରୀମନ୍ଦିରରେ ଲାଗିବ ଆଣ୍ଟିଡ୍ରୋନ ବ୍ୟବସ୍ଥା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.