ସଂଚାର ବ୍ୟୁରୋ: ଭାରତରେ ବିଭିନ୍ନ ଅପପ୍ରଚାର ଚଳାଇଥିବା ଅଭିଯୋଗ। ଚୀନ ସମ୍ବାଦପତ୍ର ଗ୍ଲୋବାଲ ଟାଇମସର ଏକ୍ସ ଆକାଉଣ୍ଟ ନିଷିଦ୍ଧ। ଗ୍ଲୋବାଲ ଟାଇମ୍ସର ଆକାଉଣ୍ଟକୁ ନିଷିଦ୍ଧ କଲା ଭାରତ। ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି-ପାକିସ୍ତାନୀ ସପକ୍ଷବାଦୀମାନେ ଭାରତ ବିରୋଧରେ ବିଶେଷ କରି ଅପରେସନ ସିନ୍ଦୂର ନେଇ ଅପପ୍ରଚାର କରୁଥିବାରୁ ଭାରତ ଏହି ପଦକ୍ଷେପ ନେଇଛି।
© 2024 Sanchar News