Wednesday, March 4, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଅପରେସନ ସିନ୍ଦୂରରେ ଓଡ଼ିଆ ପୁଅ ଶଶିକାନ୍ତ ବେଦି

Sanchar Live by Sanchar Live
May 7, 2025
in ଓଡିଶା
0
ଅପରେସନ ସିନ୍ଦୂରରେ ଓଡ଼ିଆ ପୁଅ ଶଶିକାନ୍ତ ବେଦି
0
SHARES
140
VIEWS
FacebookTwitter

ପାକିସ୍ତାନ ଉପରେ ବଦଲା ନେଇଛି ଭାରତ । ଗତକାଲି ରାତିରେ ପାକିସ୍ତାନର ୯ଟି ଆତଙ୍କୀ ଆଡା ଉପରେ ଆକ୍ରମଣ କରିଛି ଭାରତ । ଏଥିରେ ସାମିଲ ଅଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଡାଙ୍ଗମାଳ ଗାଁର ଶଶିକାନ୍ତ ବେଦି । ପହଲଗାମ ଆକ୍ରମଣ ସମୟରେ ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ସାମିଲ ଥିଲେ ଶଶିକାନ୍ତ । ଦୁଇବର୍ଷ ହେବ ବିଏସଏଫ ଯବାନ ଭାବେ ଜ୍ମମୁକଶ୍ମୀରରେ କାର୍ଯ୍ୟରତ ଅଛନ୍ତି । ଯାହାଙ୍କ ପାଇଁ ଆଜି ପୂରା ଗାଁ ଡାଙ୍ଗମାଳ ଗର୍ବିତ । ପୁଅ ବର୍ଡରରେ ଶତ୍ରୁକୁ ନିପାତ କରୁଛି, ନିରିହ ପର୍ଯ୍ୟଟଙ୍କ ପ୍ରତି ହୋଇଥିବା ଆକ୍ରମଣର ପ୍ରତିଶୋଧ ନେଉଛି ବୋଲି ଶଶିକାନ୍ତଙ୍କ ବାପା ଗର୍ବିତ । ଶଶିକାନ୍ତଙ୍କ ବାପା ଏନେଇ କହିଛନ୍ତି ମୋ ପୁଅ ଦେଶ ପାଇଁ ଲଢୁଛି.. ଶତ୍ରୁକୁ ସଙ୍ଘାର କରୁଛି.. ସର୍ଚ୍ଚ ଅପରେସନ ପୂର୍ବରୁ ପୁଅ ସହିତ କାଲି ରାତିରେ କଥା ହୋଇଥିଲି । ସର୍ଚ୍ଚ ଅପରେସନରେ ଅଛି ବାପା ବର୍ତ୍ତମାନ ଟାଇମ୍‌ ନାହିଁ କଥା ହେବା ପାଇଁ।

ଅନ୍ୟପଟେ ଶଶିକାନ୍ତ ବେଦୀଙ୍କ ପାଇଁ ଆଜି ପୂରା ଗାଁର ଗର୍ବିତ । ଏ ନେଇ ଗ୍ରାମବାସୀ କହିଛନ୍ତି ଜାତୀୟ ଗଣମାଧ୍ୟମରେ ଯେତେବେଳେ ଶୁଣିବାକୁ ପାଇଲୁ ଶଶିକାନ୍ତ ଅପରେସନ ସିନ୍ଦୁରରେ ଆଗ ଧାଡିରେ ସାମିଲ ଅଛନ୍ତି ସେତେବେଳେ ଆମ ସମସ୍ତଙ୍କ ଛାତି କୁଣ୍ଢେ ମୋଟ ହୋଇଗଲା । ଡାଙ୍ଗମାଳ ଗାଁରେ ଭାରତୀୟ ସେନାଙ୍କର ଜୟ ଜୟକାରରେ କମ୍ପି ଉଠିଛି । ସମସ୍ତଙ୍କ ମୁହଁରେ ଭାରତୀୟ ସେନାଙ୍କର ପ୍ରଂଶସା ।

Tags: resque operationsasikanta
ShareTweetShareSend
Sanchar Live

Sanchar Live

Next Post
କୌଣସି ପାକିସ୍ତାନୀ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରାଯାଇ ନାହିଁ: ସୋଫିଆ

କୌଣସି ପାକିସ୍ତାନୀ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରାଯାଇ ନାହିଁ: ସୋଫିଆ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.