Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଆଜି ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ଅନ୍ତିମ ଦିନ

Sanchar Live by Sanchar Live
April 28, 2025
in ଓଡିଶା
0
ଆଜି ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ଅନ୍ତିମ ଦିନ
0
SHARES
5
VIEWS
FacebookTwitter

ଆଜି ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ଅନ୍ତିମ ଦିନ। ସରିଲା ବାପାଘର ଲୀଳାଖେଳା। ଆଜି ମଧ୍ଯରାତ୍ରିରେ ମନ୍ଦିର ବାହୁଡ଼ିବେ ମାଆ । ଝିଅକୁ ବିଦାୟ ଦେବାକୁ ବାପା ଦେଶୀ ବେହେରା ସମସ୍ତ ପ୍ରସ୍ତୁତି କରିଛନ୍ତି । ଭାରତୁର ସହ ଝିଅକୁ ବିଦାୟ ଦେବେ ବାପା । ଦୁଇବର୍ଷ ପରେ ବାପ ଘରକୁ ବୁଲି ଆସିଥିଲେ ବୁଢୀ ଠାକୁରାଣୀ । ଶେଷ ଦିନରେ ଫେରିଯିବାକୁ ଶାଶୂ ଘରୁ ଡକରା ଆସିବା ପରେ ମାଆଙ୍କୁ ମେଲାଣି ଦେବାକୁ ପ୍ରସ୍ତୁତ ହୋଇଛନ୍ତି ବାପା ଦେଶୀ ବେହେରା । ଯୋଗାଡ ହୋଇଛି ଭାରତୁର । ଗୋଟିଏ ଗଛରେ ବନ୍ଧାଯିବ ମାଆଙ୍କ ବିଦାୟ ସମୟରେ ସମସ୍ତ ଭାର । ତଳା ବନ୍ଧାଯିବ କୁକୁଡ଼ା । ସଂଧ୍ୟାରେ ବାପା ଦେଶୀବେହେରାଙ୍କ ଘରେ ହଜାରେ ଚକ୍ଷୁ ବିଶିଷ୍ଟ ଘଟ ସ୍ଥାପନ କରାଯାଇ ପୂଜା ପରେ ଘଟ ବାହାରିବ ମହୁରୀ ରାଜବାଟୀ । ମହୁରୀ ରାଜା ଓ ତାଙ୍କ ପରିବାର ପୂଜାର୍ଚ୍ଚନା କରି ମାଆଙ୍କୁ ବିଦାୟ ଜଣାଇବା ପରେ ପ୍ରତିଘରୁ ମାନସିକଧାରୀ ଘଟ ମାଆଙ୍କ ପଛେପଛେ ମନ୍ଦିରକୁ ଆସିବେ । ଦିନତମାମ ଉପବାସରେ ରହି ନୂଆ ଲୁଗା ପିନ୍ଧି ମୁଣ୍ଡର ଘଟକୁ ଧରି ଆସିବେ ମହିଳା । ଶ୍ରଦ୍ଧାଳୁ, ମାନସିକ ଘଟଧାରୀ, ବେଶଧାରୀ, ଡିଜେ, ଘଣ୍ଟଘଣ୍ଟା, ମୃନ୍ଦଙ୍ଗ ଓ ହୁଳହୁଳିରେ ମାଆଙ୍କୁ ଶାଶୁଘରେ ଛାଡ଼ିବେ ଶ୍ରଦ୍ଧାଳୁ । ସେପଟେ ଆଜି ଶେଷ ଦିନ ଥିବାରୁ ଅସ୍ଥାୟୀ ମଣ୍ଡପରେ ପ୍ରବଳ ଭିଡ଼ ଜମିବା ଆଶା କରାଯାଉଛି ।……

Tags: berhumpurthakurani jatra
ShareTweetShareSend
Sanchar Live

Sanchar Live

Next Post
ପାକିସ୍ତାନରେ ଭୟର ବାତାବରଣ : ଚାକିରୀ ଛାଡ଼ୁଛନ୍ତି ଆର୍ମି

ପାକିସ୍ତାନରେ ଭୟର ବାତାବରଣ : ଚାକିରୀ ଛାଡ଼ୁଛନ୍ତି ଆର୍ମି

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.