Thursday, September 10, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଉତ୍କଳ ବିଶ୍ଵବିଦ୍ୟାଳୟରେ ଉତ୍ତେଜନା: କୁଳପତିଙ୍କ ଅଫିସ ଘେରିଲେ ଛାତ୍ରଛାତ୍ରୀ

Sanchar Live by Sanchar Live
April 24, 2025
in ଓଡିଶା
0
ଉତ୍କଳ ବିଶ୍ଵବିଦ୍ୟାଳୟରେ ଉତ୍ତେଜନା: କୁଳପତିଙ୍କ ଅଫିସ ଘେରିଲେ ଛାତ୍ରଛାତ୍ରୀ
0
SHARES
15
VIEWS
FacebookTwitter

ସଂଚାର ବ୍ୟୁରୋ: ଉତ୍କଳ ବିଶ୍ଵବିଦ୍ୟାଳୟରେ ଉତ୍ତେଜନା । କୁଳପତିଙ୍କ ଅଫିସ ଘେରିଲେ ଛାତ୍ରଛାତ୍ରୀ । କ୍ୟାମ୍ପସରେ ଅସାମାଜିକ ବ୍ୟକ୍ତି ଥିବା ନେଇ କୁଳପତି କିଛିଦିନ ତଳେ ପୋଲିସ ଡିଜିଙ୍କୁ ଚିଠି ଲେଖିଥଲେ । ଅସାମାଜିକ ଲୋକଙ୍କ ଅଡ୍ଡା ପାଲଟିଛି ଉତ୍କଳ ବିଶ୍ୱବିଦ୍ୟାଳୟ । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କୁଳପତି ସବିତା ଆଚାର୍ଯ୍ୟ । କ୍ୟାମ୍ପସ ଭିତରେ ବେଆଇନ ଦାଖଲ ଯୋଗୁଁ ଏପରି ଅସାମାଜିକ କାର୍ଯ୍ୟ ବଢୁଛି । ଏହାକୁ ହଟାଇବା ପାଇଁ ପୋଲିସ ମହାନିର୍ଦ୍ଦେଶକଙ୍କୁ ଚିଠି ଜରିଆରେ ଅନୁରୋଧ କରିଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି । ପୋଲିସ ଉପସ୍ଥିତିରେ ଜବରଦଖଲ ଉଛେଦ କରିବାକୁ ପୋଲିସକୁ ଅନୁରୋଧ କରିଛନ୍ତି । ତେବେ ଆଗ କ୍ୟାମ୍ପସ ଭିତରେ ଥିବା ବସ୍ତି ଉଛେଦ କରିବା ନେଇ ଦାବି ହୋଇଛି ।

Tags: bhubaneswarutkal university
ShareTweetShareSend
Sanchar Live

Sanchar Live

Next Post
ପାକିସ୍ତାନକୁ ପଡ଼ିବ ମହଙ୍ଗା, ପାଣି ସମସ୍ୟାରେ ଘାଣ୍ଟିହେବ..

ପାକିସ୍ତାନକୁ ପଡ଼ିବ ମହଙ୍ଗା, ପାଣି ସମସ୍ୟାରେ ଘାଣ୍ଟିହେବ..

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ସ୍କୁଲ ଭିତରେ ମଦ୍ୟପାନ କରି ପ୍ରଧାନ ଶିକ୍ଷକ ନିଲମ୍ବିତ
  • ମାଲକାନଗିରି ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ
  • ଯୁବତୀଙ୍କୁ ଚାକିରି ବାହାନାରେ ଡାକି ଦୁଷ୍କର୍ମ
  • ୟୁଏଇରେ ଓଡ଼ିଶାର ନିବେଶ ଅଭିଯାନକୁ ବଡ଼ ସଫଳତା
  • ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.