Friday, June 6, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଅପରାଧ

ମନ୍ଦିରରୁ ଲୁଟିନେଲେ..

Sanchar Live by Sanchar Live
April 22, 2025
in ଅପରାଧ
0
ମନ୍ଦିରରୁ ଲୁଟିନେଲେ..
0
SHARES
3
VIEWS
FacebookTwitter

ସଂଚାର ବ୍ୟୁରୋ: ଭଦ୍ରକ ଅଞ୍ଚଳରେ ମାତିଛନ୍ତି ମନ୍ଦିର ଚୋର। ମନ୍ଦିରକୁ ରାତିରେ ଟାର୍ଗେଟ କରି କଳାକନା ବୁଲାଉଛନ୍ତି । ଗତ ରାତିରେ ବାସୁଦେବପୁର ବ୍ଲକ ନରସିଂହପୁର ପଞ୍ଚାୟତର ବାଣପୁର ନିଶାର୍କ ଶନି ମନ୍ଦିରରୁ ଚୋରି । ବିଳମ୍ବିତ ରାତ୍ରିର ମନ୍ଦିର ଛୋଟ ଗେଟ ତାଲା ଭାଙ୍ଗି ଶନି ଓ ପାର୍ଶ୍ଵ ବିଗ୍ରହରୁ ସୁନା ଚିତା, ରୂପା ମୁକୁଟ ଓ ଦାନ ହୁଣ୍ଡି ବାକ୍ସ ନେଇ ପଳାଇଛନ୍ତି ଦୁର୍ବୃତ୍ତ । ସକାଳେ ପୂଜକଙ୍କ ପତ୍ନୀ ମନ୍ଦିର ଖୋଲିବା ବେଳେ ଦେଖିଲେ ଗେଟ ମୁକୁଳା ଅଛି । ଏହା ପରେ ପୂଜକ ଓ ମନ୍ଦିର କମିଟିର ସଭ୍ୟ ସେଠାରେ ପହଞ୍ଚିଛନ୍ତି । ପୋଲିସରେ ଅଭିଯୋଗ କରାଯାଇଛି। ଏହା ଆଗରୁ ଗତ ୫ ତାରିଖରେ ବାସୁଦେବପୁର ଦକ୍ଷିଣେଶ୍ଵରୀ କାଳୀ ମନ୍ଦିରରୁ ସୁନା ଓ ରୂପାର ଅଳଙ୍କାର ଚୋରି ହୋଇଥିଲା । ସେହିପରି ମାର୍ଚ୍ଚରେ ବଂଶୀପାଟଣାର ହନୁମାନ ବାଟିକାର ରଘୁନାଥ ମନ୍ଦିରର ହୁଣ୍ଡି ବାକ୍ସ ଓ ବଜରଙ୍ଗବଲିଙ୍କ ମନ୍ଦିରର ହୁଣ୍ଡି ବାକ୍ସ ଚୋରି ନେଇ ଥିଲେ ଦୁର୍ବୃତ୍ତ। ସେହିପରି ଭୈରବପୁର ଗାଁର ଲକ୍ଷ୍ମୀ ନାରାୟଣ ମନ୍ଦିରରୁ ମଧ୍ୟ କିଛି ଦିନ ତଳେ ଚୋରି ହୋଇଛି। ସେହିପରି ହନୁମାନ ମନ୍ଦିର ତାଲା ଭାଙ୍ଗି ଠାକୁରଙ୍କ ମୁକୁଟ ଓ ଅଳଙ୍କାର ବି ନେଇଥିଲେ ଦୁର୍ବୃତ୍ତ। ବାସୁଦେବପୁର ଥାନାର ଲିଖିତ ଅଭିଯୋଗ ସତ୍ତ୍ଵେ ପୋଲିସ ଏଯାଏ ଚୋରଙ୍କ ଟେର୍ ପାଇନାହିଁ।

Tags: bhadrakcrimeloot
ShareTweetShareSend
Sanchar Live

Sanchar Live

Next Post
ରାହୁଲ ଗାନ୍ଧୀଙ୍କ ନାଗରିତାକୁ ନେଇ ଉଠିଲା ପ୍ରଶ୍ନ : ମେ’ ୫ରେ ହେବ ଶୁଣାଣି

ରାହୁଲ ଗାନ୍ଧୀଙ୍କ ନାଗରିତାକୁ ନେଇ ଉଠିଲା ପ୍ରଶ୍ନ : ମେ’ ୫ରେ ହେବ ଶୁଣାଣି

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ରଥଯାତ୍ରା: ପରିଚାଳନ ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠନ କଲେ ରାଜ୍ୟ ସରକାର
  • ସରିଲା ରାଜ୍ୟ କ୍ୟାବିନେଟନ୍‌ର ଗୁରତ୍ବପୂର୍ଣ୍ଣ ବୈଠକ, ୪ ପ୍ରସ୍ତାବରେ ବାଜିଲା ମୋହର
  • ଦୁଇ ଟ୍ରକ ମୁହାଁମୁହିଁ ଧକ୍କା , ଜଣେ ମୃତ ୨ ଗୁରୁତର
  • ସୋଆ କ୍ୟାମ୍ପସରେ NHRC ଅଧ୍ୟକ୍ଷ
  • ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ରନ୍ଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ୱି କ୍ୟାନ୍ କୁକ୍‌’ ଆଣ୍ଡ ‘ୱି କ୍ୟାନ୍ ବେକ୍‌’ ଉଦ୍‌ଯାପିତ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.