Sunday, April 19, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ରାଜନୀତି

ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ବିସ୍ଫୋରକ ବୟାନ: ବିଜେଡିର ୯୦ ଭାଗ ବରିଷ୍ଠ ନେତା ମିଶି ନୂଆ ଦଳ ଗଠନ କରିବେ

Sanchar Live by Sanchar Live
April 10, 2025
in ରାଜନୀତି
0
ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ବିସ୍ଫୋରକ ବୟାନ: ବିଜେଡିର ୯୦ ଭାଗ ବରିଷ୍ଠ ନେତା ମିଶି ନୂଆ ଦଳ ଗଠନ କରିବେ
0
SHARES
81
VIEWS
FacebookTwitter

ବିଜେଡି କନ୍ଦଳ ନେଇ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ବିସ୍ଫୋରକ ବୟାନ୍ । କହିଲେ, ବିଜେଡିର ୯୦ ଭାଗ ବରିଷ୍ଠ ନେତା ମିଶି ନୂଆ ଦଳ ଗଠନ କରିବେ । ବରିଷ୍ଠଙ୍କର ୨ରୁ ୩ଟି ବୈଠକ ସରିଛି । ବିଜେଡି ଦଳର ବରିଷ୍ଠ ନେତା ମାନେ ନୂଆ ଦଳ ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ବିଜେଡି କନ୍ଦଳ ଏତେ ବଢ଼ିବ ଯେ ଦଳ ୬ରୁ ୭ ଖଣ୍ଡ ହେଇଯିବ । ପାଣ୍ଡିଆନ ବିନା ନବୀନ ଅସହାୟ, ସେ କେବଳ ଦସ୍ତଖତ କରନ୍ତି । ପାଣ୍ଡିଆନଙ୍କୁ ଯେତେ ବିରୋଧ କରାଗଲେ ମଧ୍ୟ ତାଙ୍କୁ ନିଜ ପାଖରେ ରଖିବେ ନବୀନ ।

ଓ୍ୱାକଫ୍ ବିଲ୍‌ ସଂଶୋଧନ ବିଲ୍‌କୁ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ସମର୍ଥନ କରିବା ପରେ ବିଜେଡିରେ ଯେଉଁ ନିଆଁ ଲାଗିଛି ତାହା ସମ୍ପୂର୍ଣ୍ଣ ଦଳକୁ ଜାଳି ପୋଡ଼ି ଛାରଖାର କରିଦେବ ବୋଲି ଚର୍ଚ୍ଚା ଆରମ୍ଭ ହେଲାଣି । କାରଣ ସେଦିନଠୁ ବିବାଦ ଥମିବାର ନାଁ ଧରୁନି । ଏହି ଘଟଣା ପରେ ବିଜେଡିରେ ଯାହା ଯାହା ଘଟୁଛି ତାହା ଗତ ୨୪ ବର୍ଷ ମଧ୍ୟରେ ଦେଖାଯାଇନଥିଲା ।

ପ୍ରଥମେ ମୁନା ଖାଁ ନିଜ ସମର୍ଥକଙ୍କ ସହ ନବୀନ ନିବାସରେ ପହଞ୍ଚି ହୋ-ହଲ୍ଲା କରିଥିଲେ । ତାପରେ ନବୀନଙ୍କୁ ଧମକ ବି ଦେଇଥିଲେ । ଆଉ ସିଧା ସିଧା କହିଥିଲେ ସସ୍ମିତଙ୍କୁ ସସ୍‌ପେଣ୍ଡ କର । ଦଳରେ ଏମିତି ସାହସ ଆଗରୁ କେବେ କେହି କରିନଥିଲେ । କିମ୍ବା ନବୀନ କ’ଣ କରିବେ କ’ଣ ନାଇଁ, ତାଙ୍କୁ ଏଭଳି ପୂର୍ବରୁ କେବେ କେହି ଖୋଲାଖୋଲି ଭାବେ କହିନଥିଲେ । ତାପରେ ପାଣ୍ଡିଆନ ମୁର୍ଦାବାଦ ବୋଲି ମଧ୍ୟ କର୍ମୀମାନେ ନାରା ଦେଇଥିଲେ ।

ସେହିଭଳି ଏହି ଘଟଣା ପରେ ଦେବାଶିଷ ସାମନ୍ତରାୟ ମଧ୍ୟ ପାଣ୍ଡିଆନଙ୍କୁ ଟାର୍ଗେଟ କରିଥିଲେ । ସେ ପାଣ୍ଡିଆନଙ୍କୁ ଦଳର ବିଭୀଷଣ ବୋଲି ଆକ୍ଷେପ କରିଥିଲେ । ପୂର୍ବରୁ ବରିଷ୍ଠ ନେତା ବଦ୍ରି ପାତ୍ରଙ୍କ ଭଳି ନେତା ମଧ୍ୟ ପାଣ୍ଡିଆନଙ୍କୁ ଟାର୍ଗେଟ କରିଥିଲେ ।

ତେବେ ପାଣ୍ଡିଆନଙ୍କୁ ବିଭୀଷଣ ବୋଲି ଦେବାଶିଷ କହିବା ପରେ, ଆକ୍ଟିଭ ମୋଡ୍‌କୁ ଆସିଥିଲେ ପାଣ୍ଡିଆନ ପନ୍ଥି ନେତା । ସୁବାଷ ସିଂହ, ପ୍ରତାପ ଦେବ, ନିରଞ୍ଜନ ବିଶି, ସୁଲାତା ଦେଓଙ୍କ ଭଳି ନେତା ସାମ୍ନାକୁ ଆସି ଦେବାଶିଷଙ୍କୁ ପ୍ରବଳ ଧୋଇଥିଲେ । ସେମାନେ ସିଧାସିଧା କହିଥିଲେ ପାଣ୍ଡିଆନଙ୍କୁ ଅଜଥାରେ ଟାଣିବା ଉଚିତ୍‌ ନୁହେଁ । ଏମିତିକି ସାଂସଦ ଦେବାଶିଷଙ୍କୁ ଟାର୍ଗେଟ କରି ‘x’ରେ ପୋଷ୍ଟ ମଧ୍ୟ କରିଥିଲେ ।

Tags: bjdodisha politicsPradeep purohit
ShareTweetShareSend
Sanchar Live

Sanchar Live

Next Post
ଆଇଏଏସ୍‌ ସ୍ତରରେ ଅଦଳବଦଳ

ଆଇଏଏସ୍‌ ସ୍ତରରେ ଅଦଳବଦଳ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜିଠୁ ଆରମ୍ଭ ଚାରିଧାମ ଯାତ୍ରା
  • ଅକ୍ଷୟ ତୃତୀୟ ପୂର୍ବରୁ ନଜର ପକାନ୍ତୁ ଆଜିର ସୁନା ଦର ଉପରେ…
  • ୨୩ ତାରିଖ ପର୍ଯ୍ୟନ୍ତ ଏହି ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଛୁଟି
  • କିଏ ଜିତିବ ଆଜିର ମ୍ୟାଚ? PBKS VS LSG…
  • ମୋ ଜିଲ୍ଲା ମହୋତ୍ସବରେ ମୋତେ ଅପମାନ କରାଗଲା : ବଣ୍ଟି

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.