Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ରାଜନୀତି

ବିଜେପିର ୪୬ ତମ ପ୍ରତିଷ୍ଠା ଦିବସ, ଓଡ଼ିଶାବାସୀଙ୍କୁଧନ୍ୟବାଦ ଜଣାଇଲେ ରାଜ୍ୟ ସଭାପତି ମନମୋହନ ସାମଲ

Sanchar Live by Sanchar Live
April 6, 2025
in ରାଜନୀତି
0
ବିଜେପିର ୪୬ ତମ ପ୍ରତିଷ୍ଠା ଦିବସ, ଓଡ଼ିଶାବାସୀଙ୍କୁଧନ୍ୟବାଦ ଜଣାଇଲେ ରାଜ୍ୟ ସଭାପତି ମନମୋହନ ସାମଲ
0
SHARES
5
VIEWS
FacebookTwitter

ସଂଚାର ବ୍ୟୁରୋ: ବିଜେପିର ପ୍ରତିଷ୍ଠା ଦିବସରେ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟ ସଭାପତି ମନମୋହନ ସାମଲ । ୪୬ ତମ ପ୍ରତିଷ୍ଠା ଦିବସରେ କାର୍ଯ୍ୟକର୍ତ୍ତାଙ୍କଠୁ ନେଇ ତୃଣମୂଳସ୍ତରରେ ଆମର କର୍ମକର୍ତ୍ତାଙ୍କ ଭିତରେ ଉତ୍ସାହିତ ଅଛନ୍ତି । ୪୬ ବର୍ଷରେ ଜମ୍ମୁ କାଶ୍ମୀରଠାରୁ ଆରମ୍ଭ କରି କନ୍ୟାକୁମାରୀ ଯାଏଁ ୨୧ ଟି ରାଜ୍ୟରେ ସେବା କରିବା ପାଇଁ ଲୋକଙ୍କ ଆଶୀର୍ବାଦ ମିଳିଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବିଶ୍ଵରେ ୧ ନମ୍ବର ଦଳ ହିସାବରେ ଆଜି ଲୋକଙ୍କ ସେବା କରିଆସୁଛି । ଲୋକଙ୍କ ସହଯୋଗ, ଶୁଭେଛା ,ଆଶୀର୍ବାଦରେ ଦଳ ଆଗକୁ ଯାଇଛି । ଭାରତକୁ ବିକଶିତ ଭାରତରେ ପହଞ୍ଚାଇବାରେ ଯଶଶ୍ଵି ପ୍ରଧାନମନ୍ତ୍ରୀ କାମ କରୁଛନ୍ତି । ଉଭୟ ଲୋକସଭା ଓ ବିଧାନସଭାରେ ଆମର ପ୍ରଦର୍ଶନ ଖୁବ୍ ପ୍ରଶଂସନୀୟ । ଏହି ସୁଯୋଗ ପାଇଁ ଓଡ଼ିଶାର ଜନତାଙ୍କୁ ଆମେ ଧନ୍ୟବାଦ ଜଣାଉଛୁ । ଦଳ ରେକର୍ଡ ସଂଖ୍ୟକ ସଦସ୍ୟତା ହାସଲ କରିଛି । ୪୦ ଲଖ୍ୟରୁ ଉର୍ଦ୍ଧ ସଦସ୍ୟତା ଗ୍ରହଣ କରିଛନ୍ତି । ଏହାକୁ ଚଳିତ ବର୍ଷ ୨ ଗୁଣିତ କରିବାକୁ ଲକ୍ଷ ରହିଛି ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଭାରତୀୟ ଜନତା ପାର୍ଟିର ସ୍ଥାପନା ଦିବସରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଦଳର ପ୍ରତ୍ୟେକଟି ସଦସ୍ୟଙ୍କଠାରୁ ଆରମ୍ଭ କରି କର୍ମକର୍ତ୍ତା ଏବଂ ନେତୃବୃନ୍ଦଙ୍କ ସମର୍ପିତ ଉଦ୍ୟମରେ ଭାରତୀୟ ଜନତା ପାର୍ଟି ସାରା ଦେଶରେ ଏକ ଆନ୍ଦୋଳନରେ ପରିଣତ ହୋଇଛି ବୋଲି କହିଛନ୍ତି । ବିକଶିତ ଭାରତ ଏବଂ ବିକଶିତ ଓଡ଼ିଶା ଗଠନର ସଂକଳ୍ପକୁ ଆହୁରି ଦୃଢ଼ କରିବା । ଦଳ ପାଇଁ ଅତୁଳନୀୟ ଅବଦାନ ରଖିଥିବା ସମସ୍ତ କାର୍ଯ୍ୟକର୍ତ୍ତା ତଥା ମହାପୁରୁଷମାନଙ୍କ ଦୃଢ଼ ନିଷ୍ଠା, ତ୍ୟାଗକୁ ସ୍ମରଣ କରି ଏକ ହୋଇ କାମ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

 

Tags: bhpmanamohan samal
ShareTweetShareSend
Sanchar Live

Sanchar Live

Next Post
ଗୋରା ହେବାପାଇଁ କରୁଛନ୍ତି କି ଫେୟାରନେସ୍ ଟ୍ରିଟମେଣ୍ଟ୍? ହୋଇଯାଆନ୍ତୁ ସାବଧାନ…

ଗୋରା ହେବାପାଇଁ କରୁଛନ୍ତି କି ଫେୟାରନେସ୍ ଟ୍ରିଟମେଣ୍ଟ୍? ହୋଇଯାଆନ୍ତୁ ସାବଧାନ...

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.