Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ମାର୍ଚ୍ଚ ସୁଦ୍ଧା ୨ ଶହ କୋଟି ଟଙ୍କାର ରାଜସ୍ବ ଆଦାୟ କଲାଣି ବିଏମସି

Sanchar Live by Sanchar Live
April 2, 2025
in ଓଡିଶା
0
ମାର୍ଚ୍ଚ ସୁଦ୍ଧା ୨ ଶହ କୋଟି ଟଙ୍କାର ରାଜସ୍ବ ଆଦାୟ କଲାଣି ବିଏମସି
0
SHARES
5
VIEWS
FacebookTwitter

ସଂଚାର ବ୍ୟୁରୋ: ଭୁବନେଶ୍ବରରେ ବିଭିନ୍ନ ଉତ୍ସରୁ ରାଜସ୍ବ ଆଦାୟ କଲା ବିଏମସି । ୨୫୦ କୋଟିର ଟଙ୍କାର ରାଜସ୍ବ ଆଦାୟ ନେଇ ଟାର୍ଗେଟ ଥିବା ବେଳେ ମାର୍ଚ୍ଚ ୩୧ ଶୁଦ୍ଧା ୨ଶହ କୋଟି ଟଙ୍କା ଆଦାୟ ହୋଇଛି । ଗୃହ ବା ହୋଲ୍ଡିଂ ଟ୍ୟାକ୍ସ କଲେକ୍ସନରେ ରେକର୍ଡ କଲା ବିଏମସି । ଗତବର୍ଷ ୭୦ କୋଟି ଆଦାୟ କରିଥିବା ବେଳେ ଚଳିତ ବର୍ଷ ୧୩୦ କୋଟି ଟଙ୍କା ଆଦାୟ ନେଇ ଲକ୍ଷ୍ୟ ରଖିଛି ବିଏମସି । ଚଳିତବର୍ଷ ଗୃହ ବା ହୋଲ୍ଡିଂ ଟ୍ୟାକ୍ସ ଆଦାୟ ୧୩୦ କୋଟି ଟଙ୍କା ଆଦାୟ ହେବ ବୋଲି ଅନୁମାନ କରିଛି ବିଏମସି । ରାଜସ୍ବ ଟଙ୍କାରେ ବିଏମସିର ସମସ୍ତ ୱାର୍ଡର ଡ୍ରେନେଜ, ସାନିଟେସନ, ଏବିସି କାର୍ଯ୍ଯକ୍ରମ ସହିତ ଏକାଧିକ ବିକାଶ ମୂଳକ କାର୍ଯ୍ଯକ୍ରମରେ ଖର୍ଚ୍ଚ ହୁଏ । କେବଳ ବେସକାରୀ ନୁହେଁ ଅନେକ ସରକାରୀ ସଂସ୍ଥା ମଧ୍ଯ ହୋଲ୍ଡିଂ ଟ୍ଯାକ୍ସ ଦେଇ ନାହାନ୍ତି । ଇଡକୋ ୫୭ କୋଟି ଟଙ୍କାର ଗୃହ ଟ୍ଯାକ୍ସ ଦେଇନି । ଏ ନେଇ ଅର୍ଥ ସଚିବ ଓ ବିଏମସି କମିଶନରଙ୍କ ମଧ୍ଯରେ ଆଲୋଚନା ହୋଇଛି । ହୋଲ୍ଡିଂ ଟ୍ୟାକ୍ସ ବାଦ ଟ୍ରେଡ ଲାଇସେନ୍ସ, ବିଜ୍ଞାପନ, ରେଣ୍ଟ, ୟୁଜର ଫି, ପାର୍କିଂ ଫି, ଫିକ୍ସ ଡିପୋଜିଟର ଶୁଧ, ଏଡବ୍ଳୁଏମ ୟୁଜର ଫି ଓ ଅନ୍ଯାନ୍ଯ ବାବାଦ ରାଜସ୍ବକୁ ମୋଟ ୨ଶହ କୋଟି ଟଙ୍କା ଆଦାୟ ହୋଇଛି । ଏକାଧିକ ସଂସ୍ଥା କିଛିକାଂଶରେ ବକେୟା ପାଉଣା ପୈଠ କରିଥିବା ବେଳେ ଆଗକୁ ଆଉ ବାକି ଟଙ୍କା ଦେବାକୁ ପ୍ରତିଶୃତି ଦେଇଛନ୍ତି । ୬୭ଟି ୱାର୍ଡରେ ୩୦ ଜଣ ଟ୍ଯାକ୍ସ କଲେକ୍ଟର ଅଛନ୍ତି । ସମୟ ଭିତରେ ଏହାର ଭରଣା ହୋଇପାରିଲେ ସାମଗ୍ରିକ ବିକାଶ ସମ୍ଭବ ହୋଇପାରିବ ବୋଲି କହିଛି ବିଏମସି । ପୂର୍ବରୁ ହୋଲ୍ଡିଂ ଟ୍ଯାକ୍ସ ଏକାଧିକ ସଂସ୍ଥାକୁ ଖିଲାପ ନେଇ ନୋଟିସ ଜାରି କରାଯାଇଥିଲା ।

Tags: bhubaneswarbmcodisha
ShareTweetShareSend
Sanchar Live

Sanchar Live

Next Post
ଖାକି ପୋଷାକ ପିନ୍ଧି ଠକାମୀ : ବନ୍ଧାହେଲେ ନକଲି ପୋଲିସ

ଖାକି ପୋଷାକ ପିନ୍ଧି ଠକାମୀ : ବନ୍ଧାହେଲେ ନକଲି ପୋଲିସ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.