Wednesday, March 4, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ପୁଣି କୋଟିଆ ପଞ୍ଚାୟତରେ ଅନୁପ୍ରବେଶ କଲେ ଆନ୍ଧ୍ର ଅଧିକାରୀ

Sanchar Live by Sanchar Live
March 31, 2025
in ଓଡିଶା
0
ପୁଣି କୋଟିଆ ପଞ୍ଚାୟତରେ ଅନୁପ୍ରବେଶ କଲେ ଆନ୍ଧ୍ର ଅଧିକାରୀ
0
SHARES
6
VIEWS
FacebookTwitter

ସଂଚାର ବ୍ୟୁରୋ: କିଛି ଦିନର ନିରବତା ପରେ ପୁଣି ଦେଖିବାକୁ ମିଳିଛି ଆନ୍ଧ୍ର ଅଧିକାରୀ ମାନଙ୍କ କୋଟିଆ ପଞ୍ଚାୟତରେ ଅନୁପ୍ରବେଶ । କୋଟିଆକୁ ନେଇ ବଡ଼ ଧରଣର ଷଡ଼ଯନ୍ତ୍ର କରୁଛି ଆନ୍ଧ୍ର। କୋଟିଆରେ ଆନ୍ଧ୍ର ପ୍ରଦେଶର ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଶେଷ ହୋଇଛି । ଖୁବଶୀଘ୍ର କୋଟିଆ ପଞ୍ଚାୟତର ଧୂଳିପଦର ଗ୍ରାମବାସୀ ପାଇବେ ଆନ୍ଧ୍ର ପାଣି । ଜିଲ୍ଲା ପ୍ରଶାସନର କଡ଼ା କଟକଣା ସତ୍ୱେ କେମିତି ଆନ୍ଧ୍ର ପକ୍ଷରୁ ନିର୍ମାଣ କାର୍ଯ୍ୟ ଶେଷ ହେଲା ତାହାକୁ ନେଇ ଉଠୁଛି ପ୍ରଶ୍ନ । ଦୁଇଦିନ ତଳେ କୋଟିଆ ପଞ୍ଚାୟତ ନେରଡିବାଲସା ଗାଁ ନିକଟ ଜଙ୍ଗଲରେ ଆନ୍ଧ୍ର ଅଧିକାରୀ ସ୍ଥାନୀୟ ଲୋକଙ୍କ ଇ-କେୱାଇସି କରୁଥିବା ବେଳେ ଆଜି ଧୂଳିପଦର ଗାଁରେ ୧୦ ହଜାର ଲିଟର ବିଶିଷ୍ଟ ପାଣିଟାଙ୍କି ନିର୍ମାଣ ଶେଷ ହୋଇଛି । ଖୁବଶୀଘ୍ର ଆନ୍ଧ୍ରର ଜଣେ ଆଗ ଧାଡ଼ିର ନେତା ଏହାକୁ ଶୁଭାରମ୍ଭ କରିବେ ବୋଲି ଖବର ମଳିଛି । ତେବେ ନିର୍ମାଣ କାର୍ଯ୍ୟ ଆରମ୍ଭ ବେଳେ ଖବର କରିଥିଲା ନନ୍ଦିଘୋଷ ଟିଭି । କୋଟିଆରେ ଲୋକଙ୍କୁ ଯୋଜନା ମାଧ୍ୟମରେ ଆନ୍ଧ୍ର ସପକ୍ଷରେ ରଖିବାକୁ ଯୋଜନା କରୁଛନ୍ତି ଆନ୍ଧ୍ର ଅଧିକାରୀ । ଲୋକଙ୍କ ନିକଟରେ କିଭଳି ଆନ୍ଧ୍ରର ଯୋଜନା ମିଳିବ ସେନେଇ ଦିନରାତି ଏକ କରିଛନ୍ତି ଅଧିକାରୀ । ପ୍ରଶାସନ ପକ୍ଷରୁ ଦିନରେ ନିର୍ମାଣ କାର୍ଯ୍ୟ ବନ୍ଦ କରିବାରୁ ରାତି ଅଧିଆ କାମ କରି ନିର୍ମାଣ କାର୍ଯ୍ୟ ଶେଷ କରିଛି ଆନ୍ଧ୍ର । କେବଳ ରଙ୍ଗବୋଳା କାମ ବାକି ରହିଥିବା ବେଳେ ଆନ୍ଧ୍ର ଅଧିକାରୀ ପ୍ରତିଦିନ ନୀରିକ୍ଷଣ କରି ଫେରୁଛନ୍ତି । ପ୍ରଶାସନ ପକ୍ଷରୁ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ତଥାପି ଆନ୍ଧ୍ର କେମିତି ନିର୍ମାଣ କାମ ସାରିଲା ତାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ସରପଞ୍ଚ । ସେପଟେ ପ୍ରଶାସନ ପକ୍ଷରୁ ନିୟୋଜିତ ଅଧିକାରୀ ଲୋକଙ୍କ ପାଖକୁ ପହଞ୍ଚିବା ଆବଶ୍ୟକତା ରହିଛି ନଚେତ ଆଗକୁ ସ୍ଥିତି ଜଟିଳ ନେଇ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ପରିଷଦ ସଦସ୍ୟ।

Tags: Andhra Pradeshkotia
ShareTweetShareSend
Sanchar Live

Sanchar Live

Next Post
ନ୍ୟୁକ୍ଲିୟର ଡିଲ ନେଇ ଇରାନକୁ ଆମେରିକା ରାଷ୍ଚ୍ରପତି ଟ୍ରମ୍ପଙ୍କ ଧମକ

ନ୍ୟୁକ୍ଲିୟର ଡିଲ ନେଇ ଇରାନକୁ ଆମେରିକା ରାଷ୍ଚ୍ରପତି ଟ୍ରମ୍ପଙ୍କ ଧମକ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.