Thursday, July 2, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଆଜିଠୁ ବିଜେଡିର ଜନଜାଗରଣ ଅଭିଯାନ

Sanchar Live by Sanchar Live
August 16, 2024
in ଓଡିଶା
0
ଆଜିଠୁ ବିଜେଡିର ଜନଜାଗରଣ ଅଭିଯାନ
0
SHARES
1
VIEWS
FacebookTwitter

ସଂଚାର ବ୍ୟୁରୋ: ୫୫ ଲକ୍ଷ ଭତ୍ତା ହିତାଧିକାରୀଙ୍କୁ ପ୍ରତାରିତ କରିଛି ବିଜେପି ସରକାର । ସରକାର ଗଢିବା ପରେ ପାଣିର ଗାର ପାଲଟିଯାଇଛି ୩ ହଜାର ଟଙ୍କାର ଭତ୍ତା ପ୍ରତିଶୃତି । ରାଜ୍ଯର ବରିଷ୍ଠ ନାଗରିକଙ୍କ ସହ ଭତ୍ତା ପ୍ରତାରଣା ବିରୋଧରେ ଆଜିଠୁ ବିଜେଡି ଆରମ୍ଭ କରୁଛି ଜନଜାଗରଣ କାର୍ଯ୍ୟକ୍ରମ । ବୟୋଜ୍ଯେଷ୍ଠ ଅଧିକାର ପାଇଁ ଆଗକୁ ଆସି ପ୍ରତି ପଞ୍ଚାୟତରେ ଲୋକଙ୍କୁ ସଚେତନ କରିବ ଦଳ । ପ୍ରତିଟି କର୍ମୀ ଓ ସଚେତନ ନାଗରିକ ଏଥିରେ ସାମିଲ ହୋଇ ଲୋକଙ୍କୁ ବିଜେପିର ପ୍ରତାରଣା ସମ୍ପର୍କରେ ସଚେତନ କରିବେ । ନିର୍ବାଚନ ପୂର୍ବରୁ ବିଜେପି ନିଜ ଘୋଷଣାପତ୍ରରେ ରାଜ୍ଯର ଭତ୍ତାଧାରୀଙ୍କୁ ମାସିକ ୩ ହଜାର ଓ ୩ ହଜାର ୫୦୦ ଟଙ୍କା ପ୍ରଦାନ କରିବ ବୋଲି ପ୍ରତିଶୃତି ଦେଇଥିଲା । ମାତ୍ର କ୍ଷମତାକୁ ଆସିବା ପରେ ଏଥିପାଇଁ ପଛଘୁଞ୍ଚା ଦେଇଛନ୍ତି । ବଜେଟରେ କେବଳ ୮୦ ବର୍ଷରୁ ଅଧିକ ଓ ୮୦ପ୍ରତିଶତ ଅକ୍ଷମଙ୍କୁ ୩ ହଜାର ୫୦୦ ଟଙ୍କା ଦେବାକୁ ବ୍ଯବସ୍ଥା କରିଛନ୍ତି । ଫଳରେ ରାଜ୍ଯର ୯୦ ପ୍ରତିଶତ ଅର୍ଥାତ ପ୍ରାୟ ୫୫ ଲକ୍ଷ ବୃଦ୍ଧବୃଦ୍ଧା, ଦିବ୍ଯାଙ୍ଗ, ବିଧବା ଓ ନିରାଶ୍ରୟ ବର୍ଦ୍ଧିତ ଭତ୍ତାରୁ ବଞ୍ଚିତ ହେବେ । ରାଜ୍ଯ ସରକାର ଚଳିତବର୍ଷ ୪୫ ହଜାର କୋଟି ଟଙ୍କା ଋଣ ନେବେ ବୋଲି ବୋଲି ବଜେଟରେ ପ୍ରକାଶ କରିଛନ୍ତି । ଏତେ ପରିମାଣର ଋଣ ନେଇ ବି ସରକାର ନିର୍ବାଚନୀ ପ୍ରତିଶୃତି ପୂରଣ କରିବାରେ ଅସମର୍ଥ । ଏଥିରୁ ବିଜେପିର ନିର୍ବାଚନୀ ପ୍ରତିଶୃତି ପାଣିର ଗାର ବୋଲି ସ୍ପଷ୍ଟ । ରାଜ୍ଯବାସୀଙ୍କ ସହ ବିଜେପିର ପ୍ରତାରଣାକୁ ବିଜେଡି ବରଦାସ୍ତ ନକରି ଜନଜାଗରଣ କାର୍ଯ୍ଯକ୍ରମ ଆରମ୍ଭ କରିଛି । ବୟୋଜ୍ୟେଷ୍ଠଙ୍କ ଅଧିକାର ପାଇଁ ଗାଁ ଗାଁରେ ଦଳ ଲଢ଼େଇ ଆରମ୍ଭ କରିଛି ।

Tags: bjdjana jagaran
ShareTweetShareSend
Sanchar Live

Sanchar Live

Next Post
ବିଜେଡି ଛାଡ଼ିଲେ ବିଏମସି କର୍ପୋରଟର

ବିଜେଡି ଛାଡ଼ିଲେ ବିଏମସି କର୍ପୋରଟର

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ରାମ ମନ୍ଦିରରେ ଚାକିରି କରାଇଦେବା ନାଁରେ ବଡ଼ ଧରଣର ଲାଞ୍ଚ କାରବାର ଅଭିଯୋଗ
  • ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ, ଏହିସବୁ ଟ୍ରେନ୍ ବାତିଲ ?
  • ବାତିଲ ହେଲା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ
  • ବର୍ଷା ପାଇଁ କନ୍ଧମାଳରେ ୨ ଦିନ ସ୍କୁଲ ଛୁଟି
  • ଆର୍ଥିକ ସମସ୍ୟା ପାଇଁ କେହି ଶିକ୍ଷାରୁ ବଞ୍ଚିତ ନ ହୁଅନ୍ତୁ: ମୁଖ୍ୟମନ୍ତ୍ରୀ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.