Wednesday, March 4, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଆସନ୍ତା ୩୧ରେ BMC ପାଳିବ ସ୍ବାୟତ୍ତ ଶାସନ ଦିବସ

Sanchar Live by Sanchar Live
August 14, 2024
in ଓଡିଶା
0
ଆସନ୍ତା ୩୧ରେ BMC ପାଳିବ ସ୍ବାୟତ୍ତ ଶାସନ ଦିବସ
0
SHARES
3
VIEWS
FacebookTwitter

ସଂଚାର ବ୍ୟୁରୋ: ଆସନ୍ତା ୩୧ ତାରିଖରେ ଭୁବନେଶ୍ବର ମହାନଗର ନିଗମ ପାଳିବ ସ୍ବାୟତ୍ତ ଶାସନ ଦିବସ । ଏଥିପାଇଁ ଆଜି ବିଏମସିର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ମେୟର ସୁଲୋଚନା ଦାସଙ୍କ ଅଧକ୍ଷତାରେ ବସିଥିବା ବୈଠକରେ ସମସ୍ତ କୋର୍ପେରରେଟର, ବିଭିନ୍ନ ଜୋନର ଅରିରିକ୍ତ କମିଶନର, ଜେଡିସି ଓ ମୁଖ୍ଯ ଯନ୍ତ୍ରୀ ଯୋଗ ଦେଇଥିଲେ। ବୈଠକରେ ଡ୍ରେନ ମରାପତି ଓ ମୁକୁଳା ଡ୍ରେନରେ ସ୍ଳାବ ପଡ଼ିବା, ଡ୍ରେନରୁ ପଙ୍କ ଉଦ୍ଧାର, ସୌନ୍ଧର୍ଯ୍ଯକରଣ ଆଦି ଏକାଧିକ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ବିଏମସିର ରାଜସ୍ବା ଆଦାୟ ବୃଦ୍ଧି ଉପରେ ମଧ୍ଯ ଗୁରୁତ୍ବ ଦିଆଯାଇଛି । ଏକାଧିକ ୱାର୍ଡରେ ବିଭିନ୍ନ କାମ କାମ ଧିମେଇ ଯାଇଛି । ଆଣସ୍ବୀକୃତି ପ୍ରାପ୍ତ ଭେଣ୍ଡିଂ ଜୋନ, ଏକାଧିକ ମାର୍କେଟ ବିକ୍ରି ହୋଇ ପାରୁନି । ଫଳରେ ରାଜସ୍ବ ଆଦାୟ ହୋଇ ପାରୁନି ବୋଲି ମତପ୍ରକାଶ ପାଇଛି । ଏହାସହିତ ବେଆଇନ ଦୋକାନ ନିର୍ମାଣ ନହେବା ଉପରେ ମଧ୍ଯ ଆଲୋଚନା ହୋଇଛି । ପ୍ରତ୍ଯେକ ବର୍ଷ ଭଳି ଚଳିତ ବର୍ଷ ମଧ୍ଯ ଶ୍ବାୟତ ଶାସନ ଦିବସ ଧୁମଧାମରେ ପାଳିତ ହେବ। ପ୍ରତ୍ଯେକ ୱାର୍ଡରେ ହୋଇଥିବା ଏକାଧିକ ରାସ୍ତା ଓ ସୌନ୍ଧର୍ଯ୍ଯକରଣ କାମ ସେହିଦିନ ଉଦଘାଟନ ହେବ । ଅକ୍ଟୋବର ୩୦ ସୁଦ୍ଧା ଡ୍ରେନ ସଫା କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମେୟର କହିଛନ୍ତି।

Tags: bhubaneswarbmc
ShareTweetShareSend
Sanchar Live

Sanchar Live

Next Post
ଗୁଣୁପୁରରେ ବାଂଲାଦେଶୀ ହଟାଇବାକୁ ହିନ୍ଦୁ ସମାଜର ନାରା

ଗୁଣୁପୁରରେ ବାଂଲାଦେଶୀ ହଟାଇବାକୁ ହିନ୍ଦୁ ସମାଜର ନାରା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.