Sunday, September 13, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ବିଦେଶ

ସୁନୀତାଙ୍କ ଫେରିବା ସମୟ ସ୍ପଷ୍ଟ କଲା ନାସା

Sanchar Live by Sanchar Live
March 17, 2025
in ବିଦେଶ
0
ସୁନୀତାଙ୍କ ଫେରିବା ସମୟ ସ୍ପଷ୍ଟ କଲା ନାସା
0
SHARES
27
VIEWS
FacebookTwitter

ଆମେରିକା ସମୟ ଅନୁସାରେ କାଲି ସନ୍ଧ୍ୟାରେ ପୃଥିବୀରେ ପହଞ୍ଚିବେ ମହାକାଶରେ ଫସି ରହିଥିବା ସୁନିତା ୱିଲିୟମ୍‌ସ ଓ ବଚ୍‌ ୱିଲମୋର। ଫେରିବା ସମୟ ଧାର୍ଯ୍ୟ କଲା ନାସା। ଆମେରିକା ଫ୍ଲୋରିଡା ଉପକୂଳରେ ଦୁଇ ମହାକାଶଚରୀ ଅବତରଣ କରିବେ। ଆମେରିକା ସମୟ ମଙ୍ଗଳବାର ସଂନ୍ଧ୍ୟା ୫ ଟା ୫୭ ରେ ପୃଥିବୀ ପୃଷ୍ଠରେ ପହଞ୍ଚିବେ ବୋଲି ସ୍ପଷ୍ଟ ହୋଇଛି । ଯାହା ଭାରତୀୟ ସମୟ ଅନୁସାରେ ବୁଧବାର ଭୋର ୩ ଟା ୩୦।

ସ୍ପେସ୍‌ଏକ୍ସର ଫାଲକନ୍‌-୯ ରକେଟ ସେମାନଙ୍କୁ ଫେରାଇ ଆଣିବାକୁ ମହାକାଶକୁ ପଠାଯାଇଥିଲା। ନାସାର ୪ ଜଣ ମହାକାଶଚାରୀ ଆନ୍ନେ ମ୍ୟାକ୍‌କ୍ଲେନ୍‌, ନିକୋଲ ଆୟେର୍ସ, ତାକୁୟା ଓନିଶି ଏବଂ କିରିଲ ପେସ୍‌କୋଭ୍‌ ଏହି ଫାଲକନ-୯ ରକେଟ ସାହାଯ୍ୟରେ ମହାକାଶକୁ ଯାତ୍ରା କରିଥିଲେ। କ୍ରୁ-୯ର ୪ ସଦସ୍ୟଙ୍କୁ ଆଣିବା ଲାଗି ସ୍ପେସକ୍ରାଫ୍ଟ ପହଞ୍ଚିବା ପରେ ମହାକାଶଚାରୀମାନେ ଖୁସିରେ ନାଚି ଉଠିଥିଲେ । ଯାହାର ଭିଡ଼ିଓ ଗତକାଲି ଠାରୁ ଭାଇରାଲ ହେଉଛି।

୨୦୨୪ ଜୁନ୍ ୫ ତାରିଖ ରାତି ୮ଟା ୨୨ରେ ବୋଇଂର ଷ୍ଟାରଲାଇନର ସ୍ପେସକ୍ରାଫ୍ଟକୁ ଆଟଲସ ଭି ରକେଟ୍‌ରେ ଉତକ୍ଷେପଣ କରାଯାଇଥିଲା । ଥ୍ରଷ୍ଟରରେ ସମସ୍ୟା ଯୋଗୁଁ ୬ ଜୁନ୍ ରାତି ୯ଟା ୪୫ ପରିବର୍ତ୍ତେ ୧୧ଟା ୩୦ରେ ସ୍ପେସ ଷ୍ଟେସନ ପହଞ୍ଚିଥିଲା । ହେଲେ ଯାନ୍ତ୍ରୀକ ତୃଟି ଯୋଗୁ ୯ ମାସ ହେଲାଣି ଫସି ରହିଥିଲେ ମହାକାଶରେ। ଏବେ ଫେରିବା ସମୟ ସ୍ପଷ୍ଟ କରିଛି ନାସା ଆମେରିକୀୟ ସମୟ ଅନୁସାରେ ଆସନ୍ତକାଲି ( ମଙ୍ଗଳବାର) ସଂନ୍ଧ୍ୟା ୫ ଟା ୫୭ରେ ସେମାନେ ପୃଥିବୀ ପୃଷ୍ଠରେ ପହଞ୍ଚିବେ। ୮ ଦିନିଆ ମିଶନରେ ଯାଇଥିଲେ। ହେଲେ ଷ୍ଟାରଲାଇନରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବାରୁ ଉଭୟ ୯ ମାସରୁ ଅଧିକ ସମୟ ହେଲାଣି ଫସି ରହିଥିଲେ।

Tags: nasasunita wilioms
ShareTweetShareSend
Sanchar Live

Sanchar Live

Next Post
ବିଶିଷ୍ଟ ସାହିତ୍ୟିକ ପଦ୍ମଭୂଷଣ ରମାକାନ୍ତ ରଥଙ୍କ ଶେଷ କୃତ୍ୟ ସମ୍ପନ୍ନ

ବିଶିଷ୍ଟ ସାହିତ୍ୟିକ ପଦ୍ମଭୂଷଣ ରମାକାନ୍ତ ରଥଙ୍କ ଶେଷ କୃତ୍ୟ ସମ୍ପନ୍ନ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ୪୧ ବର୍ଷ ବୟସରେ ଦ୍ୱିତୀୟ ଥର ମାଆ ହେବେ ମାହିରା
  • ଫ୍ରୀଜ଼ରୁ ବାହାରୁଛି କି ପାଣି? ଜାଣିରଖ କଣ କରିବେ?
  • ଆସନ୍ତା ୧୭ ତାରିଖ ଯାଏଁ ବର୍ଷାରୁ ମିଳିବନି ତ୍ରାହି
  • କାହିଁକି ଭାଇରାଲ ୮୦ ଦଶକର ଫଟୋ? ଆପଣ ଵି ଏମିତି କରନ୍ତୁ…
  • କେନାଲରେ ଭାସିଯାଇ ଭାଇ-ଭଉଣୀ ମୃତ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.