Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ବିଦେଶ

ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ପହଞ୍ଚିଲା ସ୍ପେସଏକ୍ସ ଡ୍ରାଗନ

Sanchar Live by Sanchar Live
March 16, 2025
in ବିଦେଶ
0
ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ପହଞ୍ଚିଲା ସ୍ପେସଏକ୍ସ ଡ୍ରାଗନ
0
SHARES
28
VIEWS
FacebookTwitter

ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ପହଞ୍ଚିଲା କ୍ରିଉ-୧୦ ମିଶନର ସ୍ପେସଏକ୍ସ ଡ୍ରାଗନ ସ୍ପେସକ୍ରାଫ୍ଟ। ଏହା ସହ ସେଠାରେ ପହଞ୍ଚିଛନ୍ତି ଅନ୍ଯ ୪ ଜଣ ମହାକାଶଚାରୀ। ସେମାନେ ହେଲେ ଆନ୍ନେ ମ୍ୟାକଲେନ, ନିକୋଲ ଆୟର୍ସ, ତାକୁୟା ଓନିଶି ଓ କିରିଲ ପେସକୋଭ। ଏହି ୪ ଜଣଙ୍କ ଉପସ୍ଥାନ ସହ ମହାକାଶରେ ଥିବା ମୋଟ ମହାକାଶଚାରୀଙ୍କ ସଂଖ୍ୟା ହୋଇଛି ୧୧। ପୂର୍ବରୁ ସୁନୀତା ଓ ୱିଲମୋରଙ୍କ ସମେତ ଆଉ ୫ ଜଣ ମହାକାଶଚାରୀ ସେଠାରେ ଥିଲେ। ସେମାନେ ହେଲେ ନିକ ହଗ୍, ଡନ ପେଟିଟ, ଆଲେକଜାଣ୍ଡର ଗୋର୍ବୁନୋଭ, ଆଲେକ୍ସି ଓଭଚିନିନ ଓ ଇଭାନ ଭାଗନର। ସେପଟେ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଓ ବଚ୍ ଓ୍ବିଲମୋର ନାନା ସ୍ବାସ୍ଥ୍ୟଗତ ସମସ୍ୟାରେ ପୀଡ଼ିତ । ପୃଥିବୀକୁ ଫେରିବା ଲାଗି ଦିନ ପାଖେଇ ଆସୁଥିବାବେଳେ ତାଙ୍କ ଶାରୀରିକ ଅବସ୍ଥା ଚିନ୍ତାର କାରଣ ପାଲଟିଛି । ସେମାନଙ୍କ ପାଦ ଜଣେ ଶିଶୁର ପାଦ ଅର୍ଥାତ ବେବି ଫୁଟ୍ ପରି ଅତି ନରମ ହୋଇଯାଇଛି । ପାଦ ଏତେ ନରମ ହୋଇଯାଇଛି ଯେ ସେମାନେ ଚାଲିବାକୁ ଅକ୍ଷମ ହୋଇଯାଇଛିନ୍ତି । ନାସାର କ୍ରିଉ-୧୦ ମିଶନରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ବା ଆଇଏସଏସକୁ ପଠାଯାଇଥିବା ଡ୍ରାଗନ ସ୍ପେସକ୍ରାଫ୍ଟରେ ସେମାନେ ଆସନ୍ତା ୧୯ରେ ଫେରିବେ । ଗତବର୍ଷ ଜୁନ 5ରେ ସେମାନେ ବୋଇଂ ଷ୍ଟାରଲାଇନରେ ଆଇଏସଏସକୁ ଯାଇ ସେଠାରେ ଫସିଯାଇଥିଲେ । ସେମାନେ ପୃଥିବୀକୁ ଫେରିଲେ ବେଶ୍ କିଛି ମାସ ଚିକିତ୍ସିତ ହେବା ପରେ ସେମାନଙ୍କ ସ୍ବାଭାବିକ ଅବସ୍ଥା ଫେରିବ । ସେପଟେ ଦୁଇ ମହାକାଶଚାରୀଙ୍କ ଅସ୍ଥି ସାନ୍ଧ୍ରତା ବା ବୋନ୍ ଡେନସିଟି ବି ହ୍ରାସ ପାଇଛି । ସେମାନଙ୍କ ମାଂସପେଶୀ ଦୁର୍ବଳ ହୋଇଯିବା ସହ ରକ୍ତ ପରିମାଣ ହ୍ରାସ ପାଇଛି । ସେମାନଙ୍କ ହାର୍ଟ ସଠିକ୍ ଭାବେ ରକ୍ତକୁ ପ୍ରବାହିତ କରିବାରେ ବିଫଳ ହୋଇଛି । ଶରୀରର ତରଳ ପଦାର୍ଥ ସଠିକ୍ ଭାବେ ପରିଚାଳିତ ହେବା ସମ୍ଭବ ହୋଇପାରୁନାହିଁ । ସେପଟେ ସବୁଠାରୁ ବଡ ବିପଦ ହେଲା ତେଜଷ୍କ୍ରିୟତାର ସମ୍ମୁଖୀନ । ପୃଥିବୀରେ ଉଚ୍ଚ ତେଜଷ୍କ୍ରିୟ ବିପଦରୁ ଜଳବାୟୁ ଓ ଚୁମ୍ବକୀୟ କ୍ଷେତ୍ର ମଣିଷକୁ ରକ୍ଷା କରୁଥିବାବେଳେ ମହାକାଶରେ ତାହା ସମ୍ଭବ ହୋଇପାରୁନାହିଁ । ଫଳରେ ଦୁଇ ମହାକାଶଚାରୀ ଏହି ବିପଦରେ ପଡିଛନ୍ତି ।

Tags: nasasunita wilioms
ShareTweetShareSend
Sanchar Live

Sanchar Live

Next Post
ମହଙ୍ଗା ପଡ଼ିଲା ନେତାଙ୍କ ନିର୍ଦ୍ଦେଶରେ ନାଚିବା: ସସପେଣ୍ଡ ହେଲେ ବିହାର କନଷ୍ଟେବଳ ଦୀପକ କୁମାର

ମହଙ୍ଗା ପଡ଼ିଲା ନେତାଙ୍କ ନିର୍ଦ୍ଦେଶରେ ନାଚିବା: ସସପେଣ୍ଡ ହେଲେ ବିହାର କନଷ୍ଟେବଳ ଦୀପକ କୁମାର

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.