Monday, March 23, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ମେଟ୍ରୋରେ ଯାଇ ଜଗା ଦର୍ଶନ କରିବେ ଶ୍ରଦ୍ଧାଳୁ !

Sanchar Live by Sanchar Live
March 14, 2025
in ଓଡିଶା
0
ମେଟ୍ରୋରେ ଯାଇ ଜଗା ଦର୍ଶନ କରିବେ ଶ୍ରଦ୍ଧାଳୁ !
0
SHARES
58
VIEWS
FacebookTwitter

ମେଟ୍ରୋ ନେଇ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ ସୂଚନା । ଶ୍ରୀକ୍ଷେତ୍ରକୁ ଗଡିବ ମେଟ୍ରୋ ! ପୁରୀ ପର୍ଯ୍ୟନ୍ତ ମେଟ୍ରୋ ଗଡିବା ନେଇ ଅନୁଧ୍ୟାନ ଚାଲିଛି କହିଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଏହାକୁ ନେଇ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇଛି । ଏଥିପାଇଁ ମେଟ୍ରୋର DPRରେ ପରିବର୍ତ୍ତନ ହୋଇପାରେ । କମିଟି ସବୁ ଦିଗକୁ ଅନୁଧ୍ୟାନ କରି ନିଷ୍ପତ୍ତି ନେବ । ରାଜ୍ୟ ସରକାରଙ୍କୁ ସବିଶେଷ ରିପୋର୍ଟ ଦେବା ପରେ ଆଗକୁ ଏହାକୁ ନେଇ ବଡ ନିଷ୍ପତ୍ତି ନିଆଯିବ ।

ସେପଟେ ମେଟ୍ରୋ କାମ ଯେମିତି ଚାଲିବା କଥା ଚାଲିଛି । ତେବେ ଏହା କିଭଳି ଆର୍ଥିକ ଦୃଷ୍ଟିରୁ ସମ୍ଭବ ହୋଇପାରିବ ତାହାର ସମୀକ୍ଷା କରିବାକୁ ଏକ କମିଟି ଗଠନ କରାଯାଇଛି । ଏହି କମିଟି ଦେଶରେ ମେଟ୍ରୋ ଚଳାଚଳ କରୁଥିବା ବିଭିନ୍ନ ସ୍ଥାନକୁ ଯାଇ ସମୀକ୍ଷା କରୁଛି । ରୁଟ୍ କିଭଳି ରହିବ, କଣ ପରିବର୍ତ୍ତନ ଦରକାର, ତାହା ଉପରେ ମଧ୍ୟ ଆଲୋଚନା ଚାଲିଛି ।

ଅନ୍ୟପଟେ ରାଜ୍ୟରେ ମୋ ବସ୍‌ ଦୁର୍ଘଟଣା ରୋକିବାକୁ ଅନୁଧ୍ୟାନ ଚାଲିଥିବା ନେଇ ମଧ୍ୟ କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ବସ ଆଗରେ ଓ ପଛରେ ସିସିଟିଭି କ୍ୟାମେରା ଲଗାଯିବ । କାହା ଦୋଷ ରହୁଛି ତାହା ଜଣାପଡ଼ିବ । ଡ୍ରାଇଭରଙ୍କୁ ତାଗିଦ ବି କରାଯାଉଛି । ଡ୍ରାଇଭର ମଦ ପିଇଛନ୍ତି ନା ନାହିଁ, ତାକୁ ଦିନକୁ ତିନି ଥର ପରୀକ୍ଷା କରାଯାଉଛି । ଏପରି ୭ଟି ମାମଲାରେ ଡ୍ରାଇଭରଙ୍କୁ ବରଖାସ୍ତ କରାଯାଇଛି । ସେମାନଙ୍କ ଲାଇସେନ୍ସ ବାତିଲ କରିବାକୁ RTOଙ୍କୁ ଚିଠି ଲେଖାଯାଇଛି । ଲୋକଙ୍କ ଜୀବନ ସହ ଖେଳିବାର ସେମାନଙ୍କ ଅଧିକାର ନାହିଁ । ଡ୍ରାଇଭରମାନଙ୍କୁ ଟ୍ରେନିଂ ଦେଇ ଦକ୍ଷ କରାଯିବ ।

Tags: metroodishapuri
ShareTweetShareSend
Sanchar Live

Sanchar Live

Next Post
ଆଜିର ରାଶିଫଳ, କିପରି କଟିବ ଆଜି ଆପଣଙ୍କ ଦିନ

ନଜର ପକାନ୍ତୁ ଆଜିର ରାଶିଫଳ ଉପରେ...

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ମେ ୨୯ ତାରିଖରେ OTET- ୨୦୨୬ ପରୀକ୍ଷା
  • ରାଜ୍ୟରେ କମୁଛି ମାଓବାଦୀଙ୍କ ସଂଖ୍ୟା
  • ବିରୋଧୀଙ୍କ ହଙ୍ଗାମା, ୪ଟା ଯାଏ ଗୃହ ମୁଲତବୀ
  • ଆଜି ପୁଣି କମିଲା ସୁନା ଦର, ଶୀଘ୍ର କିଣିନିଅ
  • ଜାଣନ୍ତୁ କେତେ ରୋଜଗାର କଲାଣି ଧୁରନ୍ଧର -୨

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.