Tuesday, March 3, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ଜାଣନ୍ତୁ, କିପରି ଆପଣଙ୍କ ଭାଗ୍ୟକୁ ବଦାଳି ପାରୁଛି ଏହି ଲକ୍ଷଣ

Sanchar Live by Sanchar Live
March 8, 2025
in ଜୀବନ ଶୈଳୀ
0
ଜାଣନ୍ତୁ, କିପରି ଆପଣଙ୍କ ଭାଗ୍ୟକୁ ବଦାଳି ପାରୁଛି ଏହି ଲକ୍ଷଣ
0
SHARES
13
VIEWS
FacebookTwitter

ବାସ୍ତୁ ଶାସ୍ତ୍ର ଅନୁସାରେ ଯେଉଁ ଘରେ ବାସ୍ତୁ ଦୋଷ ରହିଥାଏ, ସେହି ଘରେ କୋଉ କୋଉ ସମସ୍ୟା ଲାଗି ରହିଥାଏ । ବାସ୍ତୁ ବୈଜ୍ଞାନିକଙ୍କ ଅନୁସାରେ ଏହାର କାରଣ ଘରେ ରହୁଥିବା ସଦସ୍ୟଙ୍କ ସ୍ବାସ୍ଥ୍ୟ, ଆୟ ଉତ୍ୟାଦି ସବୁ ଉପରେ ଏହାର ଗଭିର ପ୍ରଭାବ ପଡିଥାଏ । ଯେଉଁ କାରଣ ପାଇଁ ତା’ଙ୍କ ଜୀବନରେ ବହୁତ ସମସ୍ୟା ଆସିଥାଏ ।

ଯଦି ଆପଣଙ୍କ ଜୀବନରେ ବାସ୍ତୁ ଦୋଷ କାରଣରୁ ସମସ୍ୟା ଆସୁଛି ତେବେ ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଆପଣ ଆପଣଙ୍କ ଘରର ମେନ୍ ଗେଟର ଡାହାଣ ପଟେ କଦଳୀ ଗଛ ଏବଂ ବାମ ପଟେ ତୁଳସୀ ଗଛ ଲଗାନ୍ତୁ । କିନ୍ତୁ ଏସବୁ କରିବା ଯଦି ସମ୍ଭବ ହୋଇ ନଥାଏ ତେବେ ବାସ୍ତୁ ଶାସ୍ତ୍ରରେ କିଛି ଏପରି କୁହାଯାଇଛି, ଯାହାକୁ ଠିକ୍ ସ୍ଥାନରେ ଲେଖିବା ଦ୍ବାରା ସବୁ ସମସ୍ୟାରୁ ରକ୍ଷା ମିଳିଥାଏ ।

ଆହୁରି ପଢନ୍ତୁ : ଘରେ ମନିପ୍ଲାଣ୍ଟ୍ ଗଛ ଲଗାଇଛନ୍ତି ? ଯଦି ଦିଗ ଭୁଲ ହୁଏ ତେବେ ହୋଇଯିବେ ବରବାଦ୍

ଘରର ଉତ୍ତର ଦିଗରେ ଯଦି ବାସ୍ତୁ ଦୋଷ ରହିଛି ତେବେ ଏହି ଦିଗରେ ଏକ ସାଧା କାଗଜରେ ଆ’ ଲେଖି ସେଠାରେ ଛପାଇ ଦିଅନ୍ତି ।

ଘରର ପୂର୍ବ ଦିଗରେ ଥିବା ବାସ୍ତୁ ଦୋଷକୁ ଦୂର କରିବା ପାଇଁ ଏହି ଦିଗରେ ଏକ ସାଧା କାଗଜରେ ଚନ୍ଦ୍ର ବିନ୍ଦୁ ଲେଖି ଛପାଇ ଦିଅନ୍ତୁ ।

ପଶ୍ଚିମ ଦିଗରେ ଥିବା ବାସ୍ତୁ ଦୋଷ ଠାରୁ ରକ୍ଷା ପାଇବା ପାଇଁ ହେଲେ ଏକ ସାଧା କାଗଜରେ ଓଁ ଲେଖି ଛାପି ଦିଅନ୍ତୁ ।

ଦେଖିବେ ଏହି ସବୁ କାର୍ୟ୍ୟ କରିବା ପରେ ଆପେ ଆପେ ସମସ୍ତ ପ୍ରକାରର ବାସ୍ତୁ ଦୋଷ ଘରଠାରୁ ଅନେକ ଦୂରକୁ ଚାଲି ଯିବ ।

Tags: lifestyleLuck
ShareTweetShareSend
Sanchar Live

Sanchar Live

Next Post
ଆଜିର ରାଶିଫଳ, କିପରି କଟିବ ଆଜି ଆପଣଙ୍କ ଦିନ

ଜାଣନ୍ତୁ ସପ୍ତାହର ଶେଷ ଦିନ ଆପଣଙ୍କ ପାଇଁ କେମିତି?

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.