Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଅପରାଧ

ସରୁନି ତାଲିକା, ୧୦୧ରେ ପହଞ୍ଚିଲା ରଙ୍ଗିଲା ସତ୍ୟଜିତର ପ୍ରେମିକା ତାଲିକା

Sanchar Live by Sanchar Live
August 12, 2024
in ଅପରାଧ
0
ସରୁନି ତାଲିକା, ୧୦୧ରେ ପହଞ୍ଚିଲା ରଙ୍ଗିଲା ସତ୍ୟଜିତର ପ୍ରେମିକା ତାଲିକା
0
SHARES
10
VIEWS
FacebookTwitter

ସଂଚାର ବ୍ୟୁରୋ: ପୁଣି ଲମ୍ବିଲା ରୋମିଓ ସତ୍ୟଜିତ ସାମଲର ପ୍ରେମିକା ତାଲିକା । ୧୦୧ ରେ ପହଞ୍ଚିଲା ସତ୍ୟଜିତର ଗାର୍ଲଫ୍ରେଣ୍ଡ ଲିଷ୍ଟ । କ୍ୟାପିଟାଲ ଥାନାରେ ଅଭିଯୋଗ କଲେ ସନ୍ଦିଗ୍ଧ ଯୁବତୀ । ଲକ୍ଷାଧିକ ଟଙ୍କା ଠକେଇ ନେଇ ଅଭିଯୋଗ ଆଣିଛନ୍ତି ଯୁବତୀ । ଠକେଇ ଟଙ୍କାରେ ଜମି, ସୁନା ଓ ଗାଡି କିଣିଥିଲା ସତ୍ୟଜିତ । ପୁରୀ ଓ ଯାଜପୁର ରେ ଜମି ସମ୍ପର୍କରେ ତହସିଲଦାରଙ୍କ ସହ କଥା ହେଲା ପୋଲିସ ।ମାଟ୍ରିମୋନିଆଲ ସାଇଟରୁ ମିଳିଲା ସାଙ୍ଘାତିକ ସୁରାକ । ଭିନ୍ନ ଭିନ୍ନ ଫଟୋ ଦେଇ ଶତାଧିକ ପ୍ରୋଫାଇଲ ବନାଇଥିଲେ ସତ୍ୟଜିତ । ଫରେନ ଯୁବତୀଙ୍କୁ ବିବାହ ପାଇଁ ପଠାଉଥିଲା ରିକ୍ୟୁଏଷ୍ଟ । ବ୍ୟାଙ୍କ ଆକାଉଣ୍ଟ କୁ ଠାବ କରି ଅଧିକ ତଦନ୍ତ ଚାଲିଛି । ଦ୍ଵିତୀୟ ଥର ପାଇଁ ରିମାଣ୍ଡ ବେଳେ ସତ୍ୟଜିତକୁ ଚାଲିଛି ଜେରା । ବର୍ତ୍ତମାନ ସୁଦ୍ଧା ୩ ଟି ଦାମୀ କାର ଓ ଗୋଟିଏ ବୁଲେଟ ଜବତ କରାଯାଇଛି ।

ହାର୍ଡ ଡ୍ରାଇଭ ଓ ଲାପଟପ ରୁ ମିଳିଛି ବହୁ ଆପତ୍ତିଜନକ ଭିଡିଓ । ୫ ଦିନିଆ ରିମାଣ୍ଡରେ ମାରାଥନ ଜେରା କରୁଛି ପୋଲିସ । ୨ ଟି ସ୍ପେଶାଲ ଟିମ ଗଠନ କରାଯାଇ ରାଜ୍ୟ ଓ ରାଜ୍ୟ ବାହାରକୁ ପଠାଯାଇଛି । କିନ୍ତୁ ଏହାରି ଭିତରେ ପୋଲିସ ପାଖକୁ ଆସିଛି ଆଉ ଏକ ନୂଆ ଅଭିଯୋଗ । ଠକେଇ ଓ ଆର୍ମସ ଆକ୍ଟରେ ୩ ଟି ମାମଲା ରୁଜୁ କରାଯାଇଛି ।

Tags: lover listsatyajit samal
ShareTweetShareSend
Sanchar Live

Sanchar Live

Next Post
୧୮ରେ ଓଡ଼ିଶା ଆସିବେ ନଡ୍ଡା

୧୮ରେ ଓଡ଼ିଶା ଆସିବେ ନଡ୍ଡା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.