Thursday, April 16, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ଜାଣନ୍ତୁ ସାଇବାବାଙ୍କୁ କାହିଁକି ମସଜିଦ୍ ସହ ଯୋଡ଼ା ଯାଉଛି

Sanchar Live by Sanchar Live
August 12, 2024
in ଜୀବନ ଶୈଳୀ
0
ଜାଣନ୍ତୁ ସାଇବାବାଙ୍କୁ କାହିଁକି ମସଜିଦ୍ ସହ ଯୋଡ଼ା ଯାଉଛି
0
SHARES
13
VIEWS
FacebookTwitter

ସଂଚାର ବ୍ୟୁରୋ: ଦ୍ୱାରକା ଭଗବାନ ଶ୍ରୀକୃଷ୍ଣଙ୍କର ରାଜଧାନୀ ଥିଲା । ଏହାକୁ ଦ୍‌ବାରବତୀ ବୋଲି କୁହାଯାଏ । ପ୍ରବଳ ପରାକ୍ରମୀ ଜରାସନ୍ଧ ଏବଂ ଅନ୍ୟ ଅସୁରମାନଙ୍କ ଦୌରାତ୍ମ୍ୟରୁ ଯାଦବକୂଳକୁ ରକ୍ଷା କରିବା ପାଇଁ ଶ୍ରୀକୃଷ୍ଣ ଦ୍ୱାରକାକୁ ନିଜର ଧାମ ପ୍ରତିଷ୍ଠା କରିଥିଲେ । ମା’ତାର ସନ୍ତାନଗଣଙ୍କୁ ସୁରକ୍ଷା ଦେବା ଭଳି ଦ୍ୱାରକା ସମଗ୍ର ଯାଦବକୁଳକୁ ସୁରକ୍ଷିତ କରି ରଖିଥିଲା । ଦୀର୍ଘ ଷାଠିଏ ବର୍ଷ କାଳ ଶିରିଡ଼ିର ଈଜ୍ଞଃ ଜରାଜୀର୍ଣ୍ଣ ମସଜିଦରେ ଅବସ୍ଥାନ କରି ବାବା ତାହାକୁ ଦ୍ୱାରାବତୀରେ ପରିଣତ କରିଥିଲେ । ସେହିଠାରେ ରହି ସେ ଭକ୍ତଜନଙ୍କ ଦୁର୍ଗତି ଦୂର କରୁଥିଲେ । ସେମାନଙ୍କ ସମସ୍ତ ସମସ୍ୟା ସମାଧାନ କରୁଥିଲେ । ତାଙ୍କର ପ୍ରେମ ଓ କରୁଣା ବିତରଣ କରିବା ସହ କ୍ଲେଶ ଦୂର କରୁଥିଲେ । ହିନ୍ଦୀରେ ମାୟାର ଅର୍ଥ ମା । ଦ୍ୱାରକାମାୟୀ ତାର ସନ୍ତାନଗଣଙ୍କୁ ସମସ୍ତ ଆପଦ ବିପଦରୁ ରକ୍ଷା କରୁଥିଲେ । ବାବା ନିଶ୍ଚିତ ଭରସା ଦେଇଥିବାର ଉଲ୍ଲେଖ ସାଇ ସତ୍ ଚରିତରେ ରହିଛି ।

Tags: divotiessaibaba
ShareTweetShareSend
Sanchar Live

Sanchar Live

Next Post
ଜାଣନ୍ତୁ କେମିତି କଟିବ ଆଜି

ଜାଣନ୍ତୁ କେମିତି କଟିବ ଆଜି

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଆଗତ ହେଲା ୩ଟି ଗୁରୁତ୍ୱପୂର୍ଣ୍ଣ ବିଲ୍
  • କଟକରୁ ନେଇ ପୁରୀରେ ଗଣଦୁଷ୍କର୍ମ
  • ଆଜିଠୁ ଘରକୁ ଘର ବୁଲି ଜନଗଣନା କରିବେ ଅଧିକାରୀ
  • ଆଜିଠାରୁ ସଂସଦର ୩ ଦିନିଆ ସ୍ବତନ୍ତ୍ର ଅଧିଵେଶନ
  • ଆଜି ମୁମ୍ବାଇ-ପଞ୍ଜାବ ଟକ୍କର

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.