Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ବିକଶିତ ଓଡିଶା’ର ନକ୍ସା ପ୍ରତିଫଳିତ ହୋଇଛି : ମନମୋହନ ସାମଲ

Sanchar Live by Sanchar Live
February 13, 2025
in ଓଡିଶା
0
ବିକଶିତ ଓଡିଶା’ର ନକ୍ସା ପ୍ରତିଫଳିତ ହୋଇଛି : ମନମୋହନ ସାମଲ
0
SHARES
7
VIEWS
FacebookTwitter

ଭୁବନେଶ୍ୱର: ଆଜି ମହାମହିମ ରାଜ୍ୟପାଳଙ୍କ ଅଭିଭାଷଣରେ ଗରୀବ, ଯୁବାକ, କୃଷକ ଏବଂ ମହିଳାଙ୍କୁ ବିକାଶର ଧାରାରେ ସାମିଲ କରିବାର ଆମ ସରକାରର ଅଭିମୁଖ୍ୟ ସ୍ପଷ୍ଟ ହୋଇଛି । ଜନସାଧାରଣଙ୍କ ନିକଟରେ ଅତ୍ୟାବଶ୍ୟକ ସରକାରୀ ସେବା ପହଂଚାଇବା, ନିଯୁକ୍ତି ଓ ଜୀବିକାର ସୁଯୋଗ ସୃଷ୍ଟି କରିବା ଏବଂ ଏଥି ସକାଶେ ଆବଶ୍ୟକୀୟ ଭିତିଭୁମି ନିର୍ମାଣର ପ୍ରାଥମିକତାକୁ ନେଇ ଡବଲ ଇଂଜିନ ସରକାରର ପ୍ରଚେଷ୍ଟାକୁ ଏଥିରେ ପ୍ରାଥମିକତା ଦିଆଯାଇଛି । ଶିକ୍ଷା, ସ୍ୱାସ୍ଥ୍ୟ, ବାସଗୃହ, ପାନୀୟ ଜଳ, ବିଜୁଳି, ଜଳସେଚନ ଭଳି ଦୀର୍ଘ ୨୪ ବର୍ଷର ଅବହେଳିତ କ୍ଷେତ୍ରଗୁଡିକର ପୁନଃସର୍ଜନା ନିମନ୍ତେ ବିଶେଷ ଧ୍ୟାନ ଦିଆଯାଇଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସଂପନ୍ନ ଅମୃତ କାଳର ସର୍ବୋତମ ଉପଯୋଗ ନିମନ୍ତେ ଓଡିଶାର ପ୍ରସ୍ତୁତି ରାଜ୍ୟପାଳଙ୍କ ଭାଷଣରେ ସ୍ୱର ପାଇଛି ।

ରାଜ୍ୟ ସ୍ୱତନ୍ତ୍ର ପ୍ରଦେଶ ହେବାର ଶତବାର୍ଷିକି ଅର୍ଥାତ ୨୦୩୬ ସୁଦ୍ଧା ଓଡିଶାକୁ ୫୦୦ ବିଲିୟନ ଡଲାରର ଅର୍ଥନୀତିରେ ପରିଣତ କରି ବିକଶିତ ଭାରତକୁ ୧.୫ ଟ୍ରିଲିୟନ ଡଲାରର ଯୋଗଦାନ ପାଇଁ ଓଡିଆ ଜାତିର ସଂକଳ୍ପକୁ ପ୍ରାଧାନ୍ୟ ଦିଆଯାଇଛି । ଓଡିଶାରେ ଶିଳ୍ପାୟନ ଏବଂ ନିଯୁକ୍ତିର ବ୍ୟାପକ ସୁଯୋଗ ସୃଷ୍ଟି ପାଇଁ ନିକଟରେ ଆୟୋଜିତ ଉତ୍କର୍ଷ ଓଡିଶା ସମ୍ମିଳନୀରେ ୧୭ ଲକ୍ଷ କୋଟି ଟଙ୍କାର ପୁଂଜିନିବେଶ ପାଇଁ ପ୍ରତିଶୃତି ହାସଲ କରିବା ରାଜ୍ୟ ସରକାରଙ୍କ ଯୁବସମାଜ ଓ ଭିତିଭୁମି ନିର୍ମାଣ ପ୍ରତି ଥିବା ପ୍ରତିବଦ୍ଧତାକୁ ପ୍ରମାଣିତ କରିଛି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି । ବିକଶିତ ଓଡିଶାର ନକ୍ସାରେ ଜନସାଧାରଣଙ୍କ ସହଭାଗିତା ସକାଶେ ରାଜ୍ୟ ସରକାରଙ୍କ ଆହ୍ୱାନକ୍ରମେ ଜନସାଧାରଣଙ୍କଠାରୁ ୩ ଲକ୍ଷରୁ ଉର୍ଦ୍ଧ୍ୱ ପ୍ରସ୍ତାବ ଆସିବା ଲୋକତାନ୍ତ୍ରୀକ ପ୍ରକ୍ରିୟା ପ୍ରତି ବିଜେପି ସରକାରଙ୍କ ଆଭିମୁଖ୍ୟ ମହାମହିମ ରାଜ୍ୟପାଳଙ୍କ ଭାଷଣରେ ସ୍ପଷ୍ଟ ହୋଇଛି ବୋଲି ରାଜ୍ୟ ସଭାପତି ସାମଲ କହିଛନ୍ତି ।

Tags: bikasita odisha bikasita gaonmanamohan samalodisha
ShareTweetShareSend
Sanchar Live

Sanchar Live

Next Post
ମଣିପୁରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ

ମଣିପୁରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.