Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ମେଧାବୃତ୍ତି ପରୀକ୍ଷାର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲା ବେଦାନ୍ତ

ଜାମକାନି କୋଇଲା ଖଣିର ସହଯୋଗକୁ ସବୁ ସ୍ତରରୁ ପ୍ରଶଂସା

Sanchar Live by Sanchar Live
February 6, 2025
in ଓଡିଶା
0
ମେଧାବୃତ୍ତି ପରୀକ୍ଷାର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲା ବେଦାନ୍ତ
0
SHARES
25
VIEWS
FacebookTwitter

ସୁନ୍ଦରଗଡ: ଜାମକାନି କୋଇଲା ଖଣି ତରଫରୁ ହେମଗିରି ବ୍ଲକ୍ , ଗିରିସୀମା ବିଦ୍ୟାଳୟର ମେଧାବୃତ୍ତି ପରୀକ୍ଷା ରେ କୃତୀ ଅର୍ଜନ କରିଥିବା ତିନି ଜଣ ଛାତ୍ରଛାତ୍ରୀଙ୍କ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟ ପରିସରରେ ପାଳନ କରା ଯାଇ ଅଛି I ଏହି ସମ୍ଵର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥିଭାବେ ବେଦାନ୍ତ ର ବରିଷ୍ଠ ଅଧିକାରୀ ଶ୍ରୀ ପ୍ରଣୟ ଶତପଥୀ ଯୋଗ ଦେଇ କୃତି ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିବା ସହ ସ୍କୁଲ ବ୍ୟାଗ୍ ଏବଂ ପଠନ ସାମଗ୍ରୀ ବଣ୍ଟନ କରିଥିଲେ I ସେହିପରି ଭାବେ ଅନ୍ୟତମ ଅତିଥିଭାବେ ବି.ଜି ଆର ଇନଫ୍ରାର ଜାମକାନି ପ୍ରକଳ୍ପ ମୁଖ୍ୟ ଶ୍ରୀ ଏମ୍ ଭି ଏସ୍ ଏସ୍ ବର୍ମା ଯୋଗ ଦେଇ ବିଦ୍ୟାଳୟର ଉନ୍ନତିରେ ଜାମକାନି କୋଇଲା ଖଣିର ସହଯୋଗକୁ ଦର୍ଶାଇବା ସହ ଅତିରିକ୍ତ ଶିକ୍ଷକର ସହାୟତା ଦ୍ଵାରା ଛାତ୍ରଛାତ୍ରୀଙ୍କ ଶିକ୍ଷା କ୍ଷେତ୍ରରେ ଉନ୍ନତିକୁ ପ୍ରସଂଶା କରିଥିଲେ I

ଗ୍ରାମବାସୀ ଏବଂ ଜିଲ୍ଲା ପ୍ରଶାସନ ଦ୍ଵାରା ଅନୁମୋଦିତ କମିଟି ସଭ୍ୟ ଶ୍ରୀ ପ୍ରଦୀପ ପଧାନ, ଶ୍ରୀ ସନକ ବାରିକ , ବିଦ୍ୟାଳୟ ପରିଚାଳନା କମିଟି ମୁଖ୍ୟ ଶ୍ରୀ ଜଳ ପଧାନ ପ୍ରମୁଖ କମ୍ପାନୀର ଏଭଳି ଜନହିତକର କାର୍ଯ୍ୟର ପ୍ରସଂଶା କରି ଥିଲେ l ପରିଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଦେଇ ଉକ୍ତ ଅଞ୍ଚଳରେ ଅବସ୍ଥିତ ବିଦ୍ୟାଳୟ ପ୍ରତି ବେଦାନ୍ତ ଏବଂ ବି ଜି ଆର କମ୍ପାନୀ ସର୍ବଦା ଧ୍ୟାନ ଦେଇ ଆସୁଥିବା କହିଥିଲେ I
ଏହି ଅବସରରେ ବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀ ସୁଶ୍ରୀ ଶ୍ରୀ ପଧାନ, ନମିତା କିସାନ ଓ ସ୍ଵାଧୀନ ସା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ସିଦ୍ଧାର୍ଥ ବେହେରା, ଶ୍ରୀ ସନ୍ତୋଷ ବେହେରା, ଶ୍ରୀ ମଦନ ପଧାନ, ଗିରିସୀମା ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ, ଅଙ୍ଗନବାଡି ଦିଦି ଏବଂ ସହାୟକାମାନେ ଉପସ୍ଥିତ ଥିଲେ I
କମ୍ପାନି ତରଫରୁ ଉକ୍ତ ଅଞ୍ଚଳରେ ଶିକ୍ଷାର ଉନ୍ନତି ନିମନ୍ତେ ବିଦ୍ୟାଳୟରେ ସ୍କୁଲ ଡେସ୍କ ଏବଂ ବେଞ୍ଚ , ଜଳ ବିଶୁଦ୍ଧକରଣ ମେସିନ୍ , ପରିବେଶ ଅନୁକୂଳଳ ଶୌଚାଳୟ ଆଦି ଯୋଗାଇ ଦିଆ ଯାଇଅଛି l

Tags: sundargarhVedanta
ShareTweetShareSend
Sanchar Live

Sanchar Live

Next Post
ଲୋୟର ସୁକତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କୁ ତାଲା ପକାଇ ପ୍ରତିବାଦ

ଲୋୟର ସୁକତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କୁ ତାଲା ପକାଇ ପ୍ରତିବାଦ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.